Sign in
Sign in
Recover your password.
A password will be e-mailed to you.
ଛାତରେ ଶୋଇଥିବାବେଳେ ବାପାଙ୍କୁ ହତ୍ୟା କଲା ନୃଶଂସ ପୁଅ
ବରଗଡ଼ : ଛାତ ଉପରେ ମୃତଦେହ । ବାପାଙ୍କୁ ହତ୍ୟା କଲା ନୃଶଂସ ପୁଅ । ଶୋଇଥିବା ଅବସ୍ଥାରେ ଗଳା ଚିପି ହତ୍ୟା କରିଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି ବରଗଡ ଜିଲ୍ଲା ଭେଡେନ ବ୍ଲକ ସହଁରାଟିକ୍ରା ଗାଁରୁ। ମୃତକ ମଙ୍ଗନିଆଁ ସେଠ । ଗତକାଲି ରାତିରେ ମଙ୍ଗନିଆ ଛାତ ଉପରେ ଶୋଇଥିବାବେଳେ ପୁଅ!-->…
ଏଥର ଓଡ଼ିଶାରେ ବିଜେପି ସରକାର : ମୋଦୀ
ନୂଆଦିଲ୍ଲୀ: ଆସନ୍ତାକାଲି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ୩ଟି ଜନସଭାକୁ ସମ୍ବୋଧିତ କରିବେ ମୋଦୀ । ହେଲେ ଗସ୍ତ ପୂର୍ବରୁ ଖବର ସରବରାହ ସଂସ୍ଥା ଏଏନଆଇ (ANI)କୁ ସ୍ବତନ୍ତ୍ର ସାକ୍ଷାତକାରରେ ମୋଦୀ ନିଜ ପୁରୁଣା କଥାକୁ!-->…
ଖଲ୍ଲିକୋଟ ବିଜେପି କର୍ମୀ ହତ୍ୟା ମାମଲା: ଗିରଫ ହେଲେ ଆଉ ୩ ଜଣ ଅଭିଯୁକ୍ତ
ଛତ୍ରପୁର: ଖଲ୍ଲିକୋଟ ନିର୍ବାଚନୀ ହିଂସା, ରକ୍ତରଞ୍ଜିତ ହୋଇଥିଲା ଖଲ୍ଲିକୋଟ ରାସ୍ତା । ବ୍ୟାନର ମରା ପ୍ରସଙ୍ଗକୁ ନେଇ ଗତ ୧୫ ତାରିଖରେ ବିଜେପି କର୍ମୀ ଦିଲ୍ଲୀପ ପାହାନାଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିଲା । ଏହାକୁ ନେଇ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ ।!-->…
ଭ୍ରାମ୍ୟମାଣ ପାଠାଗାର ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମେଧା ଅନ୍ୱେଷଣ…
ଉମରକୋଟ (୨୮/୦୫ /୨୦୨୪) ଫକୀରମୋହନ ପଠନଶାଳା ଉମରକୋଟର ପ୍ରଚେଷ୍ଟାରେ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର ବ୍ଲକ୍ ଉପକଣ୍ଠ ସରଗୁଲି ଠାରେ ଭ୍ରାମ୍ୟମାଣ ପାଠାଗାର ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମେଧା ଅନ୍ୱେଷଣ ଭଳି ଏକ ଅନୁପମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଗ୍ରାମାଞ୍ଚଳରେ ନୂତନ ପାଠକ!-->…
ଖାଇବାକୁ ନଦେବାରୁ ଆକ୍ରମଣ ମଦ୍ୟପ ପୁଅର କାତି ଚୋଟରେ ବାପା ଗୁରୁତର…
ଆକ୍ରମଣକାରୀ ପୁଅ କୁ ଗିରଫ କଲା ପୋଲିସ , କାତି ଜବତ..
ମୋବାଇଲ ଟାୱାର ପୋଡିଲେ ମାଓବାଦୀ…
ମାଲକାନଗିରି : ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ନାରାୟଣପୁର ଜିଲ୍ଲାରେ ନକ୍ସଲ ମାନେ ମୋବାଇଲ ଟାୱାରରେ ନିଆଁ ଲଗାଇ ପୋଡିଦେଇଛନ୍ତି l ସୂଚନା ଅନୁଯାଇ ଛତିଶଗଡର ନାରାୟଣପୁର ଜିଲ୍ଲା ଛୋଟେଡ଼ଙ୍ଗର ଥାନା ଅନ୍ତର୍ଗତ ଗୌରଦଣ୍ଡ ଏବଂ ଚାମେଲୀ ମଧ୍ୟରେ ଏକ ନୂତନ ଭାବେ ନିର୍ମିତ ମୋବାଇଲ!-->!-->!-->…
ଲାଲବାହିନୀର ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା
ଫୁଲବାଣୀ //ବାଲିଗୁଡା : କିଛି ଦିନର ନିରବତା ପରେ ଲାଲବାହିନୀ କନ୍ଧମାଳ ଜିଲ୍ଲାରେ ରକ୍ତମୁଖା ହୋଇଉଠିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ମାଓବାଦୀ ନିର୍ମମ ଭାବେ ହତ୍ୟା କରିଛନ୍ତି । ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ଯୁବକକୁ ହତ୍ୟା କରିଥିବା ମାଓବାଦୀ ପୋଷ୍ଟରରେ!-->…
ବିଜ୍ଞାନ ମହାବିଦ୍ୟାଳୟର ତିନିଜଣ କୃତି ବିଦ୍ୟାର୍ଥୀ ସମ୍ମାନୀତ…
ଛତ୍ରପୁର : ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଯୁକ୍ତଦୁଇ ଶ୍ରେଣୀ ରୁ ଉତ୍ତୀର୍ଣ୍ଣ ଲାଭ କରି ଛତ୍ରପୁର ବ୍ଲକ୍ ଟପର ହୋଇଥିବା ତିନଜଣ ବିଦ୍ୟାର୍ଥୀ ସୋମବାର ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି । ସେମାନେ ହେଲେ ସାହିକ୍ ମର୍ଷିଦ୍ ଅହମ୍ମଦ ୫୩୨ ନମ୍ୱର (୮୮.୬%), ବି. ଧନୁ!-->…
ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଆଲୁମିନ୍ ସମାରୋହ…
ସ୍ଵୟଂଚାଳିତ ମହାବିଦ୍ୟାଳୟ ରୂପେ ମାନ୍ୟତା ପାଇଁ ଦାବୀ ଉଠିଛି ।।ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଲୁମିନ୍ ସମାରୋହ ରବିବାର କଲେଜ୍ କମ୍ୟୁନିଟ୍ ହଲରେ ସମାହିତ ହୋଇଯାଇଛି । ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ତରଫରୁ ମୋ-କଲେଜ୍ ତଥା ପୁରାତନ!-->…
ବିଜେଡି କର୍ମୀଙ୍କ ଉପରେ ଗାଡ଼ି ଚଢାଇବାକୁ ଉଦ୍ୟମ ଅଭିଯୋଗ
ଯାଜପୁର : ବିଜେଡି ରାଲି ବେଳେ କର୍ମୀମାନଙ୍କ ଉପରେ ଗାଡ଼ି ଚଢାଇବାକୁ ଉଦ୍ୟମ । ଯାଜପୁର ଜିଲ୍ଲା ଧର୍ମଶାଳା ଠାରେ ବିଜେଡି କର୍ମୀଙ୍କ ଉପରେ ଗାଡ଼ି ଚଢାଇବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ରାଲି ଯାଉଥିବା ବେଳେ ଏକ ସ୍କର୍ପିଓ ଏକାଧିକ ବାଇକକୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଏଥିରେ!-->…