ରିଗିଂ ସନ୍ଦେହ କରି  ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ବର: ସିଏପିଏଫ ମୁତୟନ ପାଇଁ ଅପରାଜିତାଙ୍କ ଚିଠି । ଭୋଟ ରିଗିଂ ରୋକିବାକୁ  ଖୋର୍ଦ୍ଧା ଜିଲ୍ଲାପାଳ ତଥା ରିଟର୍ଣ୍ଣି ଅଫିସରଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ। ସେ ଏହି ଚିଠିରେ ଲେଖିଛନ୍ତି, ଦୁଇ ଜଣ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ବ୍ୟବହାର କରି କିଛି ପୋଲିଂ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲେ ଅରବିନ୍ଦ ପାଢ଼ୀ

ପୁରୀ ; ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲେ ଅରବିନ୍ଦ ପାଢ଼ୀ । ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଛୁଟିରେ ଯାଇଥିବାରୁ ବରିଷ୍ଠ ଆଇଏଏସ ଅଫିସର ଅରବିନ୍ଦ ପାଢ଼ୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ…

୨୬ରେ ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ

କଟକ: ଆସନ୍ତା ୨୬ରେ ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳାଫଳ । ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବା ବେଳେ ୧୧ଟା ୩୦ ସୁଦ୍ଧା ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ www.bseodisha.ac.in ରେ ପାଇପାରିବେ । ତେବେ ଯଦି ଇଣ୍ଟରନେଟ୍‌ ସୁବିଧା ନଥାଏ ତାହାଲେ…

କାଲି ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍; ୫୮ ଲୋକସଭା ସିଟ୍‌ ପାଇଁ ହେବ ମତଦାନ

ଆସନ୍ତାକାଲି ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଆଠଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହେବ। ମୋଟ୍ ୫୮ଟି ଲୋକସଭା ଆସନ ଲାଗି ମତଦାଧିକାର ସାବ୍ୟସ୍ତ କରିବେ ଭୋଟର । ଭୋଟିଂ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ ଏହି…

ରାଇରଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର

ରାଇରଂଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରେ ନିର୍ବାଚନୀ ପ୍ରଚାର କରିଛନ୍ତି। ବିପୁଳ ଜନସମୁଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ…

ପିପିଲି-ଆଠଗଡ଼ରେ ପୁଣି ନିର୍ବାଚନୀ ହିଂସା: ୯ରୁ ଅଧିକ ଆହତ, ୩ ଜଣ ଅଟକ

ପୁରୀ/କଟକ: ନିର୍ବାଚନ ପୂର୍ବରୁ କଟକ ଏବଂ ପୁରୀରେ ପ୍ରାକ ନିର୍ବାଚନୀ ହିଂସା। ପୁରୀ ଜିଲ୍ଲା ପିପିଲି ଏବଂ କଟକ ଆଠଗଡ଼ରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପିପିଲି ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ…

ଗୋଛାପଡା ଥାନା ଅଧିକାରୀ ହୋମଗାର୍ଡଙ୍କୁ ଦେଉଛନ୍ତି ନିର୍ଯ୍ୟାତନା ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଥାନାରେ କାର୍ଯ୍ୟରତ ହୋମଗାର୍ଡ ଡ୍ରାଏଭର ସରୋଜ କୁମାର ବେହେରାଙ୍କୁ ଶାରୀରିକ ମାନଶୀକ ନିର୍ଯାତନା ଦେବା ସହିତ ମିଥ୍ୟା କେସରେ ଜେଲରେ ପୁରାଇ ଦେଇଥିଲେ ବୋଲି ଗଣମାଧ୍ଯମ ଆଗରେ ପ୍ରକାଶ କରିଛନ୍ତି ହୋମଗାର୍ଡ…

ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ଯାତ୍ରାର ଦ୍ଵିତୀୟ ଦିବସ : କଳାକୁଞ୍ଜ ଓ ରଥ ନିକଟରେ ଯାତ୍ରାପ୍ରେମୀଙ୍କ ଅସମ୍ଭବ ଭିଡ

ଆତସବାଜିରେ କମ୍ପିଲା ଯାତ୍ରା ପଡିଆ ହିଞ୍ଜିିଳିକାଟୁ : ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବର ଦ୍ଵିତୀୟ ଦିବସ ଗୁରୁବାର କେଉଟବାଡ଼଼ ପକ୍ଷରୁ ଆଡମ୍ବରପୁର୍ଣ ଓ ଭାବାବେଗ ପରିବେଶ ମଧ୍ୟରେ ପାଳନ କରାଯାଇଛି । ଯାତ୍ରା ସକାଶେ…

ସୋନପୁରରେ ଲଞ୍ଚ ହେଲା ସୋନାଲିକାର ନିଉ ମୋଡେଲ ଟ୍ରାକ୍ଟର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ନିଉଁ ପ୍ରତୀକ ଟେଣ୍ଟ ହାଉସ୍ ଠାରେ ସୋନାଲିକା ଟ୍ରାକ୍ଟର କମ୍ପାନୀ ର ନିଉ ମୋଡେଲ ଟାଇଗର ସିରିଜ ଟ୍ରାକ୍ଟର ର ଲୋକାର୍ପଣ ଉତ୍ସବ ମହାସମାରୋହରେ ଅନୁଷ୍ଟିତ ହୋଇଯାଇଛି l ଚନ୍ଦ୍ରମା ମୋଟର୍ସ ଦ୍ବାରା ଆୟୋଜିତ ଡିଲର ପ୍ରଶାନ୍ତ ବାବୁ ଙ୍କ ପ୍ରତ୍ୟକ୍ଷ…

କମେଣ୍ଟମରାକୁ ନେଇ ନିର୍ବାଚନୀ ହିଂସା : ଦୁଇ ଗୋଷ୍ଠୀର ୪ ଗିରଫ

ବେଲଗୁଣ୍ଠା : ବେଲଗୁଣ୍ଠା ଥାନା ଅର୍ନ୍ତଗତ ବାଣତୁମ୍ବ ଗ୍ରାମରେ ରାଜନୈତିକ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।ଏ ନେଇ ବେଲଗୁଣ୍ଠା ପୋଲିସ ଦୁଇ ଗୋଷ୍ଠୀରୁ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜ୍ଜୁ କରି ୨୪୦/୨୪ ରେ ପ୍ରଶାନ୍ତ ସେଠୀ ଓ ସୁଶାନ୍ତ ସେଠୀଙ୍କ…