ନିଲମ୍ବନ ହେଲେ ସହିଦନଗର ଏସଆଇ, ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ

ଭୁବନେଶ୍ଵର: ନିଲମ୍ବନ ହେଲେ ସହିଦ ନଗର ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ । ଲାଞ୍ଚ ନେବା ମାମଲାରେ ଶ୍ରୀ ପ୍ରଧାନଙ୍କୁ ନିଲମ୍ବନ କରିଛି ବିଭାଗ । ଗତକାଲି ଜବତ ଗାଡି ଛାଡିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଟଙ୍କା ଜବତ କରିବା ସହ

କେଜ୍ରିୱାଲଙ୍କ ଗିରଫଦାରୀ ବିରୁଦ୍ଧରେ ବାହାରିଲା ଇଣ୍ଡି ମେଣ୍ଟ, ମାର୍ଚ୍ଚା ୩୧ରେ କରିବେ ମହା ରାଲି

ଲୋକସଭା ନିର୍ବାଚନ ମାହୋଲ ମଧ୍ୟରେ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ଅଭିଯୋଗରେ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି। ଆପ୍ ଇଡିର କାର୍ଯ୍ୟାନୁଷ୍ଠାନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ କରିଆସୁ

କମିଶନରେଟ୍ ପୋଲିସ୍ କବଜାରେ ବନ୍ଧୁକ ଚାଲାଣକାରୀ, ୩ଟି ବନ୍ଧୁକ ଜବତ

କଟକ : କଟକ କମିଶନରେଟ୍ ପୋଲିସ୍ କବଜାରେ ବନ୍ଧୁକ ଚାଲାଣକାରୀ । ପୁଣି କଟକରୁ ଧରାପଡିଲା ୩ଟି ବନ୍ଧୁକ । ମୁଖ୍ଯ ଅଭିଯୁକ୍ତ ଗୋଲ୍ଡେନ୍ ସିଂହକୁ ବିହାରରୁ ଗିରଫ କଲା ପୋଲିସ୍ । ୩ଟି ବନ୍ଧୁକ,୩ଟି ଗୁଳି ସହ ଏକ ମୋବାଇଲ ଜବତ ହୋଇଛି । ଷ୍ଟ୍ରିଟ୍ କ୍ରାଇମ୍ ଏବଂ ବେଆଇନ୍

ବିଜେଡିରେ ଯୋଗ ଦେଲେ ଇରାନୀ ରୟ

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ଇରାନୀ ରୟ। ୨୦୧୯ରେ ବିଜେପି ଆସନରୁ ନିର୍ବାଚନ ଲଢ଼ିଥିବା ଇରାନୀ ଦଳର ଅବହେଳାକୁ ଦଳ ଛାଡ଼ିବାର କାରଣ ବୋଲି ଦର୍ଶାଇଥିଲେ। ତାଙ୍କ ସ୍ୱାମୀ ତଥା ପୂର୍ବତନ କଂଗ୍ରେସ ନେତା ମନୋଜ ମଧ୍ୟ ୨୦୧୪ ନୟାଗଡ଼ ବିଧାନସଭା

ମୋଦିଙ୍କୁ ୨୮ ପଇସା ପ୍ରଧାନମନ୍ତ୍ରୀ କହିଲେ ଜୁନିଅର ଷ୍ଟାଲିନ 

ବିଜେପି ନେତୃତ୍ୱାଧୀନ କେନ୍ଦ୍ରରେ ପାଣ୍ଠି ଆବଣ୍ଟନ ଉପରେ ବର୍ଷିଛନ୍ତି ତାମିଲନାଡୁ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ। ଆମେ ପ୍ରଧାନମନ୍ତ୍ରୀଙ୍କୁ '୨୮ ପଇସା ପ୍ରଧାନମନ୍ତ୍ରୀ' ବୋଲି କହିବା ଉଚିତ ବୋଲି ଷ୍ଟାଲିନ କହିଛନ୍ତି। ସେ କହିଛନ୍ତି, ଟିକସ ହିସାବରେ ପ୍ରଦାନ

ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକର ୟୁଟ୍ୟୁବର ଗିରଫ

ଭଦ୍ରକ: ୟୁଟ୍ୟୁବର ମିର୍ଜା ମହମ୍ମଦ ଆରିଫଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଉଲ୍ଲଂଘନ ଅଭିଯୋଗରେ ବନ ବିଭାଗର ବନ୍ୟପ୍ରାଣୀ ଶାଖା ଗିରଫ କରିଛି। ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଚଢ଼ାଉ ବେଳେ ଭଦ୍ରକ ପୁରୁଣାବଜାର କାଜିମହଲା ଅଞ୍ଚଳର ଆରିଫ୍ ଙ୍କ ନିକଟରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ

ବିଜେପିରେ ମିଶିଲେ ପୂର୍ବତନ ବାୟୁସେନା ମୁଖ୍ୟ

ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ରାକେଶ କୁମାର ସିଂହ ଭଦୌରିଆ ରବିବାର ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ ବିଜେପି ସାଧାରଣ ସଂପାଦକ ବିନୋଦ ତାୱଡେ ଓ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ସେ ଦଳରେ ମିଶିଥିଲେ। ରାକେଶ କୁମାର ସିଂହ ଭଦୌରିଆ ୨୦୨୧

ଅଜଣା ନବଜାତ ମୃତ ଶିଶୁ ଉଦ୍ଧାର

ଫୁଲବାଣୀ : ଫୁଲବାଣୀ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଡାକପାଲା ସାହି ସ୍ଥିତ ସାଲୁଙ୍କି ନଦୀରେ ଏକ ଅଜଣା ନବଜାତ ଶିଶୁ ଭାସୁଥିବା ନେଇ ସ୍ଥାନୀୟ ଏକ ଯୁବକ ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି. ଲୋକନାଥ ରାଜୁଙ୍କୁ ଖବର ଦେଇଥିଲେ ଡେରି ନକରି ଟିମ୍ ସଦସ୍ୟ

ହୋଲି ପାଇଁ ଭୁବନେଶ୍ୱର ପୋଲିସର କଡା ସୁରକ୍ଷା ବ୍ୟବସ୍ଥା, ଅମାନିଆଙ୍କ ଉପରେ ନଜର

ଭୁବନେଶ୍ୱର : ହୋଲି ପାଇଁ ଭୁବନେଶ୍ୱର ପୋଲିସର ସୁରକ୍ଷା ବ୍ୟବସ୍ଥା । ୩୧ଟି ସ୍ଥାନରେ ପୋଲିସ ଅମାନିଆକୁ ଜଗିବ । ପିସିଆର ସହ ୧୭ଟି ମୋବାଇଲ ଭେହିକିଲ ବୁଲିବେ। ଅମାନିଆଙ୍କ ଉପରେ ସିସିଟିଭିରେ ନଜର ରଖିବ ପୋଲିସ । ଷ୍ଟାଇକିଙ୍ଗ ଫୋର୍ସ ମୁତୟନ ହେବେ । ୪ଟି ଗାଧୁଆ ତୁଠରେ ଜଗିବ ପୋଲିସ ।

ISIS ଲିଙ୍କ୍ ସନ୍ଦେହରେ ଜଣେ IIT ଛାତ୍ର ଅଟକ

ISIS ଲିଙ୍କ୍ ସନ୍ଦେହରେ ଜଣେ ଆଆଇଟି ଗୁହାଟୀ ଛାତ୍ର ଅଟକ। ଅଟକ ହୋଇଥିବା ଛାତ୍ର ଚତୁର୍ଥ ବର୍ଷର ବାୟୋଟେକ୍ନୋଲୋଜି ବିଭାଗର। ସେ ନିକଟରେ ଏକ ସୋଶାଲ ମିଡିଆ ପ୍ଲାଟଫର୍ମ ଏବଂ ଇମେଲରେ ଆତଙ୍କବାଦୀ ସଂଗଠନରେ ଯୋଗଦେବାକୁ ଚାହୁଁଥିବା କହିଥିଲେ। ଏପରି ଖୋଲା ଲେଟର୍ ଲେଖିବା ପରେ