Sign in
Sign in
Recover your password.
A password will be e-mailed to you.
ଧୂଳି ଗୁଣ୍ଡରେ ଅତିଷ୍ଠ ବିନିକା ସହରବାସୀ, ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି…
ପ୍ରଶାସନ ସାଜିଛି ଧୃତରାଷ୍ଟ୍ର...!!
କଟକରେ ବିଜେଡିର ବିଶାଳ ଶକ୍ତି ପ୍ରଦର୍ଶନ, କଟକ ସାଂସଦଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ
କଟକ: କଟକରେ ବିଜେଡିର ବିଶାଳ ଶକ୍ତି ପ୍ରଦର୍ଶନ । ବାଲିଯାତ୍ରା ପଡ଼ିଆରେ ସଭାରେ ଉପସ୍ଥିତ ଲକ୍ଷାଧିକ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ପଚାରିଥିଲେ । କହିଛନ୍ତି,ବିଜେଡି ସରକାର ଲୋକଙ୍କୁ!-->…
ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ ଅଗ୍ନିବୀରଙ୍କୁ ଉଚ୍ଛେଦ କରିବେ: ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଧବାର କହିଛନ୍ତି ଯେ ଯଦି ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସେ ତେବେ ଅଗ୍ନିବୀର ସାମରିକ ନିଯୁକ୍ତି ଯୋଜନାକୁ ଉଚ୍ଛେଦ କରି ଡଷ୍ଟବିନ୍ ରେ ଫିଙ୍ଗି ଦିଆଯିବ।
ଲୋକସଭା ନିର୍ବାଚନ ପାଇଁ ହରିୟାଣାରେ ନିଜର ପ୍ରଥମ ନିର୍ବାଚନୀ ସଭାରେ ରାହୁଲ!-->!-->!-->…
ବଙ୍ଗୋପସାଗରରେ ଲଘୁଚାପ, ଝଡ଼ବର୍ଷା ନେଇ ୨୪ ଜିଲ୍ଲାକୁ ଚେତାବନୀ
ଭୁବନେଶ୍ୱର :ବଙ୍ଗୋପସାଗରରେ ଲଘୁଚାପ । ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର । ଏହା ଉତ୍ତର ପୂର୍ବ ଦିଗରେ ଗତି କରି ୨୪ ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ୨୫ ତାରିଖ ସଂଧ୍ୟା ସୁଦ୍ଧା ଉତ୍ତର ପଶ୍ଚିମ ଉତ୍ତର ପୂର୍ବ ସଂଲଗ୍ନ ଉତ୍ତର!-->…
ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ: ପାଣ୍ଡିଆନ୍
ନୟାଗଡ଼:ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର କରିଛନ୍ତି । ନୟାଗଡ଼ରେ ଆୟୋଜିତ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ବି.ଏସ୍.କେ.ୱାଇ, ମିଶନଶଶକ୍ତି, ୫ଟି ସ୍କୁଲ!-->…
୨୦୧୦ ଠାରୁ ମିଳିଥିବା ସବୁ ଓବିସି ପ୍ରମାଣପତ୍ରକୁ ରଦ୍ଦ କରି ଦେଲେ ହାଇକୋର୍ଟ
କଲିକତା : ଗୋଟିଏ ବଡ଼ ରାୟ ଦେଇଛନ୍ତି କଲିକତା ହାଇକୋର୍ଟ। ପଶ୍ଚିମବଙ୍ଗରେ ୨୦୧୦ ମସିହା ଠାରୁ ଜାରି ହୋଇଥିବା ସମସ୍ତ ଅନ୍ୟ ପଛୁଆ ବର୍ଗ(ଓବିସି) ପ୍ରମାଣପତ୍ରକୁ ଆଜି ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ଏହାର ଅର୍ଥ ଉକ୍ତ ପ୍ରମାଣପତ୍ର ଦେଖାଇ ଆଉ ଚାକିରି ମିଳିବ ନାହିଁ। କିନ୍ତୁ ଚାକିରି କରି!-->…
‘ଅପରାଜିତା ଯେଉଁ କାମ କରିଛନ୍ତି ତାହ ସରପଞ୍ଚ ସ୍ତରର କାମ’ : ପାଣ୍ଡିଆନ
ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାରେ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି । ହେବାଳି ପଡ଼ିଆରେ ଆଜି ଏକ ଜନସଭାକୁ ସମ୍ବୋଧନ କରି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି । ଏହି ସମୟରେ ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ!-->…
ନିର୍ବାଚନ ପରିଚାଳନା ପାଇଁ କମିଶନରେଟ ପୋଲିସର କସରତ, ଲଞ୍ଚ୍ ହେଲା ୨ଟି ଆପ୍
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବରରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ କମିଶନରେଟ ପୋଲିସର କସରତ। ଭୁବନେଶ୍ବରରେ ମୁତୟନ ହେବେ ୧୫ ପ୍ଲାଟୁନ ପୋଲିସ ଓ ୧୨ କମ୍ପାନୀ CAPF । ଜୟଦେବ ନିର୍ବାଚନ ମଣ୍ଡଳୀ ରେ ୧୬୯ ଟି ସ୍ଥାନ ରେ ୨୩୬ ଟି ପୁଲିଂ ବୁଥ ଏବଂ ଭୁବନେଶ୍ୱର ମଧ୍ୟରେ ୫୦ ଟି ସ୍ଥାନ!-->…
ବିଜେପି ଓ କଂଗ୍ରେସକୁ କଡ଼ା ଚେତାବନୀ ଦେଲେ ନିର୍ବାଚନ କମିଶନ
ଦେଶରେ ୫ଟି ପର୍ଯ୍ୟାୟର ମତଦାନ ଶେଷ ହୋଇଯିବା ପରେ ନିର୍ବାଚନ କମିଶନ ବିବାଦୀୟ ଭାଷଣକୁ ନେଇ ଆଜି ଅସନ୍ତୋଷ ପ୍ରକାଶ କରିଛନ୍ତି। କ୍ଷମତାସୀନ ବିଜେପି ଓ ଦେଶର ପ୍ରମୁଖ ବିରୋଧୀ କଂଗ୍ରେସକୁ କମିଶନ କଡ଼ା ଚେନାବନୀ ଦେଇଛନ୍ତି।
ଦୁଇ ଦଳର ଷ୍ଟାର ପ୍ରଚାରକମାନେ ଉତ୍ତେଜନାପୂର୍ଣ୍ଣ ଭାଷଣ!-->!-->!-->…
ବସ ଯାତ୍ରୀଙ୍କ ନିକଟରୁ ଲୁଟିବା ଅଭିଯୋଗରେ ୫ ଲୁଟେରା ଗିରଫ, ୨୦ହଜାର ଟଙ୍କା ଓ ୫ ମୋବାଇ ଜବତ
ଭୁବନେଶ୍ୱର: ବସ ଯାତ୍ରୀ ମାନଙ୍କ ନିକଟରୁ ବେଆଇନ ଟଙ୍କା ଏବଂ ମୋବାଇଲ ଫୋନ ଆଦାୟ କରିବା ଅଭିଯୋଗରେ ପାଞ୍ଚ ଅଭିଯୁକ୍ତ ଗିରଫ। ସୂଚନା ଅନୁଯାୟୀ ନାବାର୍ଡ ବସ ରହଣି ସ୍ଥଳ ନିକଟରେ ଅଭିଯୁକ୍ତ ମାନେ କୃତ୍ରିମ ଭିଡ ସୃଷ୍ଟି କରି ବସ ଯାତ୍ରୀ ମାନଙ୍କ ନିକଟରୁ ମୋବାଇଲ ଫୋନ ଏବଂ ମନିପର୍ସ ଲୁଟ!-->…