ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ତେଜସ୍ବୀ ଯାଦବ: କେଜ୍ରିୱାଲ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ମେ ୨୫ରେ ଦିଲ୍ଲୀର ସାତୋଟି ଆସନରେ ମତଦାନ ଅନୁଷ୍ଠିତ ହେବ। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଦାବି କରିଛନ୍ତି। ଆମ୍ ଆଦମୀ ପାର୍ଟିର ସଂଯୋଜକ କେଜ୍ରିୱାଲ ବୁଧବାର କହିଛନ୍ତି ଯେ ମୋ ସହିତ ଯାହା ଘଟିଲା ତାହା…

୨୬ରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳାଫଳ

ଭୁବନେଶ୍ବର: ଆସନ୍ତା ମେ ୨୬ରେ ପ୍ରକାଶ ପାଇବ ଚଳିତ ବର୍ଷ ସିଏଚସିଇ ଦ୍ବାଦଶ ରେଜଲ୍ଟ । ୨୬ ତାରିଖ ଅପରାହ୍ଣ ସୁଦ୍ଧା ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ପାଇପାରିବେ । www.orissaresult.nic.in ପ୍ରକାଶ ପାଇବ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ସିଏଚସିଇ ପରୀକ୍ଷା ନିୟନ୍ତ୍ରକ…

ମ୍ୟାଲେରିଆ ନିରାକରଣ ପାଇଁ ଜେଏନ୍‌ୟୁ ବୈଜ୍ଞାନିକ ବାହାର କଲେ ଟିକା

ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ଗୋଟିଏ ବୈଜ୍ଞାନିକ ଟିମ ଏମିତି ଏକ ସମ୍ଭାବ୍ୟ ଟିକା ବାହାର କରିଛନ୍ତି ଯାହା ମ୍ୟାଲେରିଆ ବିରୋଧରେ ଅଧିକ ପ୍ରଭାବଶାଳୀ ଓ ଏହାର ଚିକିତ୍ସା ରଣନୀତିରେ ସହାୟକ ହୋଇପାରିବ। ସେଲ୍ ପ୍ରେସ୍ ପକ୍ଷରୁ iScience…

ଚମ୍ପୁଆରେ ବିଜେପି ପାଇଁ ପ୍ରଚାର କରିଛନ୍ତି ଅରୁଣ ଗୋଭିଲ

କେଉଁଝର : ଚମ୍ପୁଆରେ ଶ୍ରୀରାମ । ବିଜେପି ପାଇଁ ପ୍ରଚାର କରିଛନ୍ତି ଟିଭି ଧାରାବାହିକ ରାମାୟଣର ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ । ଚମ୍ପୁଆ ନେହେରୁ ଷ୍ଟାଡିୟମରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶ ସଭାକୁ ସମ୍ବୋଧନ କରିଥିଲେ । ପ୍ରଶଂସକମାନେ ତାଙ୍କୁ ଫୁଲ ମାଳ ଦେବା ସହ ପାଦ…

ଆଜିଠୁ ଆରମ୍ଭ ଲକ୍ଷ୍ମୀ ନୃସିଂହଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ : ସହର ମୁଖରିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ତଥା ଅଞ୍ଚଳର ପ୍ରସିଦ୍ଧ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ବୁଧବାର ଠାରୁ ଆରମ୍ଭ ହେବ । ଉକ୍ତ ଯାତ୍ରାତ୍ସୋବ ପାଳନ ସକାଶେ ହିଞ୍ଜିଳିକାଟୁ ସହର ବେଶ୍ ଚଳଚଞ୍ଚଳ ହୋଇ ଉଠିଛି । ବିଭିନ୍ନ ସାହି ବସ୍ତିକୁ…

‘ବିରୋଧୀ କେବେହେଲେ ବିକାଶ ଚାହାନ୍ତି ନାହିଁ’ : ପାଣ୍ଡିଆନ

ନୟାଗଡ଼: ୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ, ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରୁ ନିବେଦନ କଲେ ପାଣ୍ଡିଆନ । ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ, ବିରୋଧୀ…

ହେମନ୍ତ ସୋରେନ୍‌ଙ୍କୁ ଝଟ୍‌କା, କେଜ୍ରିଓ୍ୱାଲଙ୍କ ଭଳି ମଳିଲାନି ବେଲ୍‌

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍‌କା। ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଭଳି ତାଙ୍କୁ ଜାମିନ୍‌ ଦେବାକୁ…

ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ବର: ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ରତ୍ନଭଣ୍ଡାର ଚାବି ହଜିଗଲା ନବୀନ ବାବୁ କାହିଁକି ଚୁପ୍ ଅଛନ୍ତି । ତଦନ୍ତ କମିଶନ ରିପୋର୍ଟ କୁଆଡ଼େ ଗଲା? । ସର୍ଟ ଭିଡିଓରେ ନିଜେ କହୁଛନ୍ତି ନା ଏହା ଏଆଇ ମାଧ୍ୟମରେ କରାଯାଉଛି ।…

କୋଲକାତାରେ ବାଂଲାଦେଶ ସାଂସଦଙ୍କୁ ହତ୍ୟା!

ବାଂଲାଦେଶର ସାଂସଦ ଅନୱରଉଲ ଅଜମିଙ୍କୁ କୋଲକାତାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାଂଲାଦେଶର ଜଣେ ମନ୍ତ୍ରୀ ଓ ପୁଲିସ୍‌ କହିଛନ୍ତି ଯେ ଅଜିମଙ୍କୁ କୋଲକାତାରେ ହତ୍ୟା କରାଯାଇଛି। ହେଲେ ପଶ୍ଚିମବଙ୍ଗ ପୁଲିସ ଏଯାଏ ତାଙ୍କ ମୃତଦେହକୁ ଉଦ୍ଧାର କରିପାରି ନାହିଁ। ଅଜମି ହେଉଛନ୍ତି…

୨୯ରେ ପୁଣି ଓଡ଼ିଶା ଆସିବେ ମୋଦୀ, ୨୫ରେ ଆସିବେ ଶାହ

ଭୁବନେଶ୍ୱର : ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଆସନ୍ତା ୨୯ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ଜନସଭାରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ବିଜୟପାଲ ସିଂ ତୋମାରଙ୍କ ସୂଚନା ଦେଇଛନ୍ତି । ଗତ ୨୦ ତାରିଖରେ…