ହଜିଗଲା ମାନବିକତା, ଟଲିରେ ବୁହା ହେଲା ମୃତଦେହ

ବୌଦ୍ଧ : ହଜିଗଲା ମାନବିକତା। ମଣିଗଲା ମଣିଷ ପଣିଆ। ପ୍ରାଣ ଯିବା ପରେ ମଧ୍ୟ କେହି ଦେଲେନି ସମ୍ମାନ। ଧଜିଆ ଓଡ଼ିଲା ସରକାରଙ୍କ ମାଳମାଳ ଯୋଜନା। ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ବାପାଙ୍କ ଶବକୁ ମିଳିଲାନି କାନ୍ଧ। ଅବସ୍ଥା ଏପରି ହେଲା ଯେ ଶେଷରେ ଉପାୟ ନ ପାଇ ପରିବାର ଲୋକ ଟଲିରେ…

‘ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ନଚାଉଛନ୍ତି’; ବୈଜୟନ୍ତ ପଣ୍ଡା

ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ନଚାଉଛନ୍ତି’, ‘ଏଆଇ ଭିଡିଓ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ଭିଡିଓ ଭିତରେ ଆକାଶ ପାତାଳ ଫରକ’ । ଏଭଳି କିଛି ନିଜର ଏକ୍ସ ଆକାଉଣ୍ଟରେ ରାଜ୍ୟବାସୀଙ୍କ ଆଗରେ ଅପିଲ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା…

‘ପିଓକେ’ ଭାରତର ଅଂଶ, ଆମେ ଏହାକୁ ନିଶ୍ଚିତ ଫେରାଇ ଆଣିବୁ : ଶାହ

ପାକିସ୍ତାନ କବଳରୁ ମୁକ୍ତି ପାଇବା ପାଇଁ ପାକିସ୍ତାନ ଅଧିକୃତ କଶ୍ମୀର ଲୋକେ ରାସ୍ତା ଓହ୍ଲାଇଛନ୍ତି। ଏଠାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ପୁଲିସ ଓ ଜନସଧାରଣଙ୍କ ଭିତରେ ଜାରି ରହିଛି ସଂଘର୍ଷ। ଏହାରି ଭିତରେ ଗୃହମନ୍ତ୍ରୀ ଅମିତ ଶାହା ପିଓକେକୁ ନେଇ ଦେଇଛନ୍ତି ଏକ ବଡ ବୟାନ।…

ଭାରସାମ୍ୟ ହରାଇ ଓଲଟିଲା କାର:୨ ମୃତ

ଗଞ୍ଜାମ:ଭାରସାମ୍ୟ ହରାଇ ଓଲଟିଲା କାର । ଗଞ୍ଜାମ ଜିଲ୍ଲା ମୁଜାଗଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କର ମୃର୍ତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଚାରି ଜଣ ସାଙ୍ଗ…

ଜବାବ ଦେଲେ ଧର୍ମେନ୍ଦ୍ର, କହିଲେ- ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନେଇ କୌଣସି ବ୍ୟବସ୍ଥା ନାହିଁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ମୋଦୀ ସରକାରଙ୍କ ବିରୋଧରେ ଯାହା ଯାହା ଅଭିଯୋଗ ବାଢ଼ିଥିଲେ ରବିବାର ସାମ୍ବାଦିକ ସମ୍ମିଳନୀରେ ତାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି, ଓଡ଼ିଶୀ ସଙ୍ଗୀତକୁ…

ଆସନ୍ତା ୧୫ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛି କଂଗ୍ରେସ। ଭୋଟର ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଯୋଜନା ଚଲାଇଛି କଂଗ୍ରେସ ।ଏହି ଅବସରରେ ପୁଣି ଥରେ ଓଡିଶା ଆସିବେ ରାହୁଲ ଗାନ୍ଧି । ଆସନ୍ତା ୧୫ ତାରିଖରେ ବଲାଙ୍ଗିର…

କେଜ୍ରିଓ୍ୱାଲଙ୍କ ୧୦ ଗ୍ୟାରେଣ୍ଟି, ୨୦୦ ୟୁନିଟ୍‌ ଯାଏ ମାଗଣା ବିଦ୍ୟୁତ୍‌

ଜେଲ୍‌ରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ଦେଶବାସୀଙ୍କୁ ଦେଇଛନ୍ତି ୧୦ ଗ୍ୟାରେଣ୍ଟି। ଯଦି ଆମ୍‌ ଆଦମୀ ପାର୍ଟି ଏଥର ଲୋକସଭା ନିର୍ବାଚନ ଜିତେ ତେବେ ୧୦ଟି କାର୍ଯ୍ୟ ଉପରେ ଯୁଦ୍ଧସ୍ତରରେ କାମ କରିବ ବୋଲି ସେ ପ୍ରତିଶ୍ରୁତି…

ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ବିଶ୍ୱ ଶର୍ମା

ଭୁବନେଶ୍ୱର: ବିଜେପି ଫୋକସରେ ଓଡିଶା । ନିର୍ବାଚନ ପାଇଁ ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ହେଭିଓ୍ବେଟ ନେତା । ଓଡିଶାରେ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିବେ କେନ୍ଦ୍ରୀୟ ନେତା । ଏହାରି ଭିତରେ ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା । ନିର୍ବାଚନ ପ୍ରଚାରକୁ…

ପୁଣି ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, ୧୫ରେ ଅମିତ ଶାହ ଓ ୧୭ରେ ଜେ ପି ନଡ୍ଡା

ଭୁବନେଶ୍ବର: ପୁଣି ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ପୁରୀ, କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାଛଡ଼ା ପ୍ରଧାନମନ୍ତ୍ରୀ…

ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଏୟାର ଆମ୍ବୁଲାନ୍ସ ନିୟୋଜିତ

ଭୁବନେଶ୍ୱର: ନିର୍ବାଚନ ପରିଚାଳନାରେ ରହିଥିବା କର୍ମଚାରୀ ଓ ମତଦାତାଙ୍କ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ କୋରାପୁଟ ଜିଲ୍ଲାରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ପକ୍ଷରୁ ଏୟାର ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ଏହା ମଇ ୧୨ରୁ ମଇ ୨୦ ତାରିଖ ପର୍ଯ୍ୟନ୍ତ ନିୟୋଜିତ ରହିବ ବୋଲି…