ମୋଟରସାଇକେଲ ମେକାନିକଙ୍କ ସନ୍ଦେହ ଜନକ ମୃତ୍ୟୁ…

ଦେବଗଡ,୧୪ା: ବୁଧବାର ବିଳମ୍ବିତ ରାତ୍ରୀରେ ଦେବଗଡ ଥାନା ବଳମ ଗ୍ରାମ ପଂଚାୟତ ଅନ୍ତର୍ଗତ ନୂଆଁଗାଁ ଗ୍ରାମରେ ଧୃବଚରଣ ସାହୁ(୪୨)ନାମକ ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ତେବେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏକ ଆମ୍ବଗଛରେ ରଶିରେ ଝୁଲି ଆତ୍ମହତ୍ୟା କରିଥିବା ତାଙ୍କର ସ୍ତ୍ରୀ ଓ ପୁଅ

ଵନଵିଭାଗ କବ୍ଜାରେ ୧୪ ମତ୍ସ୍ୟଜୀବୀ ଗିରଫ ସହ ଟ୍ରଲର ଜଵତ

ରାଜନଗର : ଵନଵିଭାଗର ସାମୁଦ୍ରିକ ଅଭୟାରଣ୍ୟରେ ମାଛମାରିବାକୁ ଯେତେ କଟକଣା ଯାରି ହେଉଛି, ଟ୍ରଲର ମାଲିକମାନେ ସେହି କଟକଣାକୁ ଫୁ କରି ନିୟମିତ ବେନୀୟମ ମାଛ ମାରିତାଲୁଥିବାରୁ ବନବିଭାଗର ନିଦ ହଜି ଯାଉଛି। ଏପରି ଏକ ଵେନିୟମ ଘଟଣା ଘଟିଯାଇଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ

ସଂଯୁକ୍ତ କିଷାନ ମୋର୍ଚ୍ଚାର ବ୍ରହ୍ମପୁରଠାରେ ବିଶାଳ କୃଷକ ସମାବେଶ

ମୋଦୀ ସରକାରର କୃଷକ ବିରୋଧୀ ନୀତିକୁ ଦୃଢ଼ ବିରୋଧ ବ୍ରହ୍ମପୁର : ଚାଷୀଙ୍କର ଉତ୍ପାଦିତ ସମସ୍ତ ଫସଲର ଡ଼ଃ.ସମୀନାଥନ କମିଶନ ସୁପାରିଶ ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ,ଏମସପି ଦେବା ପାଇଁ ଆଇନ ଓ ଚାଷୀର ସମସ୍ତ ଋଣ ଛାଡ଼ କରିବା ଆଦି ଦାବୀ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା

ମୁଖ୍ୟମନ୍ତ୍ରୀ ଦ୍ୱାରା ପାହାଳଥାନର ନୂତନ ଗୃହ ଉଦଘାଟିତ

ଭୁବନେଶ୍ବର : କମିଶନରେଟ ପୋଲିସ ପାହାଳ ଥାନାର ନୂତନ ଗୃହକୁ ଭରଚୁଆଲ ମାଧ୍ୟମରେ ବୁଧବାର ଅପରାହ୍ନରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଥାନର ଅତ୍ୟାଧୁନିକ ନୂତନ ଗୃହ ନିର୍ମାଣ ପାଇଁ ସାଢ଼େ ୪କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୧୧ ହଜାର ୫୦୦ ବର୍ଗ ଫୁଟ ବିଲଡିଙ୍ଗରେ

ତ୍ରିଦେବ ନଗର ବସ୍ତିରେ ଇଷ୍ଟଦେବୀ ମାଁ ବ୍ରାହ୍ମଣୀ ଦେବୀଙ୍କ ୧୫ତମ ବାର୍ଷିକ ଉତ୍ସବ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ୱାର୍ଡ଼ ନମ୍ବର ୧୧ ସ୍ଥିତ ତ୍ରିଦେବ ନଗର ବସ୍ତି ଠାରେ ପ୍ରତି ବର୍ଷପରି ଏ ବର୍ଷ ଇଷ୍ଟଦେବୀ ମାଁ ବ୍ରାହ୍ମଣୀ ଦେବୀଙ୍କ ୧୫ତମ ବାର୍ଷିକ ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି l ଏହି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପିପୁଲ ଫୋରମର

ଫୁଲବାଣୀ ସର୍କିଟ ହାଉସ ଶାଳବଣରେ ନିଆଁ

ଫୁଲବାଣୀ : ଗତକାଲି ରାତିରେ କୌଣସି କାରଣ ବଶତଃ ଫୁଲବାଣୀ ପ୍ରଦକ୍ଷିଣ ଗୃହ ଚତୁଃପାର୍ଶ୍ଵ ରେ ଥିବା ଇଂରେଜ ଅମଳ ର ମୂଲ୍ୟବାନ ଶାଳ ଗଛ ତଳେ ପଡିଥିବା ପତ୍ର ଗୁଡିକରେ ନିଆଁ ଲାଗି ଯାଇଥିଲା l ପାର୍ଶ୍ଵରେ ଥିବା ଫିଟନେସ ପାର୍କ ଦେଇ ତିନି ସାମ୍ବାଦିକ ଜିଲ୍ଲା ମିଡିଆ ଫୋରମ କନ୍ଧମାଳ ର ସମ୍ପାଦକ

ବାଇକ ସାଇକେଲ ମୁହାଁମୁହିଁ ୩ ଜଣ ଗୁରୁତର ଆହତ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ପାତାଳକାଣ୍ଡ ୧୪୩ ନଂ ଜାତୀୟ ରାଜପଥ ସମ୍ମୁଖରେ ଆଜି ଏକ ସଡ଼କ ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିଲେ | ସୂଚନା ଅନୁଯାୟୀ ଏକ ବାଇକ ନଂ ଓଡି ୧୬ କେ ୨୬୨୨ ବୀରମିତ୍ରପୁର ମାର୍କେଟ ପଟୁ ବୋର୍ଡର ଆଡ଼କୁ ଯାଉଥିବା ବେଳେ

ଦୋକାନରୁ ଚୋରି କରୁଥିବା ବେଳେ ଧାରା ପଡ଼ିଲେ ଦୁଇ ଅଭିଯୁକ୍ତ

ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ପାର୍ଶ୍ଵ ସପ୍ତାହିକ ବଜାର ଠାରେ ଥିବା ଏକ ଦୋକାନରୁ ଚୋରି କରୁଥିବା ଦୁଇ ଜଣକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣପଡିଛି ! ସୂଚନା ଅନୁଯାୟୀ ବୁଧବାର ଭୋର ୪ଟା ୩୦ ସମୟରେ ସର୍ଜୁ ମେହେର ନାମକ ବ୍ୟକ୍ତିଙ୍କ ଦୋକାନ ଛାତ ଖପର ତାଡ଼ି ଦୋକାନ

ଡ୍ରୋନ୍ ନିରୀକ୍ଷଣ ବ୍ୟବସ୍ଥା ଲାଗୁ କଲା ଟିପିଏସ୍ଓଡିଏଲ୍

• ଗ୍ରୀଷ୍ମ କାଳରେ ସୁରକ୍ଷା ଓ ଭରସାଯୋଗ୍ୟ ବିଜୁଳି ଯୋଗାଣକୁ ପ୍ରାଥମିକତା• ୪୮,୭୫୧ ବର୍ଗ କିଲୋମିଟର ଅଞ୍ଚଳରେ ଡ୍ରୋନ୍ ନିରୀକ୍ଷଣ ବ୍ୟବସ୍ଥା କାର୍ଯ୍ୟକ୍ଷମ• ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ଏହି ବ୍ୟବସ୍ଥା ଲାଗୁ ବ୍ରହ୍ମପୁର: ଚଳିତ ଗ୍ରୀଷ୍ମ କାଳରେ ଭରସାଯୋଗ୍ୟ ବିଜୁଳି ଯୋଗାଣକୁ

ଝଙ୍କଡ ସାରଳାପୀଠରେ ୧୦ ଘଟ ପରମ୍ପରାର ଶୁଭାରମ୍ଭ

ଝଙ୍କଡ଼ : ପବିତ୍ର ମୀନସଂକ୍ରାନ୍ତି, ଗୁରୁବାର ଠାରୁ, ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠରେ , ଦଶଘଟ ପରମ୍ପରାର ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ଅପରାହ୍ନରେ , କନକପୁର ଦେଉଳି ଗ୍ରାମ ସ୍ଥିତ ବାବା କନକେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣ ରେ, ମା ବୃନ୍ଦାବତୀ ଙ୍କ ମଣ୍ଡପ ଉପରେ ଦଶଘଟ ପୂଜା