ଇନ୍ଫୋସିଟି ପୁଲିସ ହାତରେ ହାର୍ଡକୋର ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର: କମିସନରେଟ ପୁଲିସ ଅଧୀନ ଇନ୍‌ଫୋସିଟି ଥାନାକୁ ବଡ଼ ସଫଳତା ମିଳିଛି। ପୁଲିସ ଟିମ୍‌ ହାତରେ ଡକାୟତି ଗ୍ୟାଙ୍ଗ ଧରାପଡ଼ିଛନ୍ତି। ମୁଖ୍ୟ ଅଭିଯୁକ୍ତ ଏସ୍.କେ.ଇସଲାମ ଓରଫ କଦମ ନାଁ ରେ ରହିଛି ୪୮ ଟି ମାମଲା। କଦମ ଜାମିନରେ ଆସିବା ପରେ ବିଭିନ୍ନ ପ୍ରକାର ଅପରାଧ ଘଟାଉଥିଲା। କଦମ ସହ ରୋମି

ବିଜେଡି ଓ ବିଜେପି ମଧ୍ୟରେ ରାଜ୍ୟରେ କେବେଠାରୁ ମେଣ୍ଟ ହୋଇସାରିଛି: କଂଗ୍ରେସ

ଭୁବନେଶ୍ବର: ବିଜେପି ଓ ବିଜେଡି ମଧ୍ୟରେ ସମ୍ଭାବିତ ମେଣ୍ଟ ଚର୍ଚ୍ଚା ଭିତରେ କଂଗ୍ରେସ ବୟାନ ଦେଇଛି। ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍ତି, ଉଭୟ ବିଜେଡି ଓ ବିଜେପି ମଧ୍ୟରେ ରାଜ୍ୟରେ କେବେଠାରୁ ମେଣ୍ଟ ହୋଇସାରିଛି। ଯଦି ଘୋଷିତ ମେଣ୍ଟ ନ ହୁଏ। ଉଭୟ ଦଳ ଅଘୋଷିତ ମେଣ୍ଟ ନେଇ ନିର୍ବାଚନ

ରାଜଧାନୀରେ ଚାଞ୍ଚଲ୍ୟ; ସ୍ତ୍ରୀ ମୃତଦେହ ସହ ୩ ଦିନ ରହିଥିଲେ ସ୍ୱାମୀ!

ଭୁବନେଶ୍ବର : ନିଶା ଉଜାଡ଼ି ଦିଏ ଘର, ଦ୍ୱାର ଓ ପରିବାର। ଏ କଥା ଆମେ ଶୁଣିଛୁ। ହେଲେ ବାସ୍ତବରେ ଏମିତି ଏକ ଘଟଣା ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଘଟିଛି। ମାତାଲ୍‌ ସ୍ତ୍ରୀଙ୍କୁ ପିଟି ପିଟି ମାରିଦେଲେ ମାତାଲ୍‌ ସ୍ୱାମୀ! ଆଉ ମୃତଦେହକୁ ଘରେ ପୂରାଇ ରଖିଥିଲେ। ଦିନେ କି ଦୁଇ ଦିନ ନୁହେଁ, ୩

ଜାଣନ୍ତୁ – କେଉଁ ସବୁ ଖେଳାଳି ଖେଳିବେନି ଆଇପିଏଲ

ନୂଆଦିଲ୍ଲୀ : ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ। ଏହାପୂର୍ବରୁ ଜଣଙ୍କ ପରେ ଜଣେ ଖେଳାଳି ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଉଛନ୍ତି। ପୂର୍ବରୁ ଏକାଧିକ ଖେଳାଳି ଆଇପିଏଲରୁ ଓହରି ଥିବା ବେଳେ ଏହି ତାଲିକାରେ ଏବେ ହ୍ୟାରୀ ବ୍ରୁକ ଯୋଡ଼ି ହୋଇ ଯାଇଛନ୍ତି।ଜେଜେ

୨୩ ପ୍ରଜାତିର କୁକୁର ଉପରେ ଲାଗିଲା ବ୍ୟାନ୍‌

ନୂଆଦିଲ୍ଲୀ : ଆଉ ରଖିପାରିବେନି ପିଟ୍‌ ବୁଲ୍‌ କୁକୁର। କେବଳ ପିଟ୍‌ ବୁଲ୍‌ ନୁହନ୍ତି ଆମେରିକାନ ବୁଲ ଡଗ୍‌କୁ ମଧ୍ୟ ଆଉ ଘରେ ପୋଷି ପାରିବେନି। ଏହି କୁକୁରମାନଙ୍କୁ ରଖିବା ଉପରେ ଲାଗିଛି ବ୍ୟାନ୍। କେବଳ ଏହି ଦୁଇଟି ନୁହେଁ ପାଖାପାଖି ୨୩ଟି ପ୍ରଜାତିର କୁକୁର ଉପରେ ବ୍ୟାନ୍‌ ଲଗାଯାଇଛି। ପୋଷା

ଭାରତୀୟଙ୍କ ଆୟୁଷ ଓ ମୁଣ୍ଡ ପିଛା ଆୟ ବଢ଼ିଛି, ପ୍ରଶଂସା କଲା ମିଳିତ ଜାତିସଂଘ

ନୂଆଦିଲ୍ଲୀ : ଭାରତରେ ଲୋକଙ୍କ ହାରାହାରି ଆୟୁଷ ୨୦୨୨ରେ ୬୭.୭ ବର୍ଷ ରହିଛି। ବର୍ଷକ ତଳେ ଏହା ୬୨.୭ ରହିଥିଲା। ସେହିପରି ଭାରତୀୟଙ୍କ ମୋଟ ଜାତୀୟ ଆୟ (ଜିଏନଆଇ ମୁଣ୍ଡ ପିଛା) ମଧ୍ୟ ବର୍ଷକ ମଧ୍ୟରେ ୬.୩% ବଢ଼ି ୬୯୫୧ ଡଲାର ହୋଇଯାଇଛି। ମିଳିତ ଜାତିସଂଘର ମାନବ ବିକାଶ ସୂଚକାଙ୍କ ବା ଏଚଡିଆଇ

ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ପୀୟୁଷ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ହେଭିୱେଟ ନେତାଙ୍କୁ ପ୍ରାର୍ଥୀ କରିବାରେ ଲାଗିଛି। ଦଳ ପକ୍ଷରୁ ବହୁ ରାଜ୍ୟସଭା ସଦସ୍ୟଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଯୋଜନା କରାଯାଇଛି। ଦଳର ପ୍ରଥମ ପ୍ରାର୍ଥୀ ତାଲିକାରେ ରାଜୀବ ଚନ୍ଦ୍ରଶେଖରଙ୍କୁ

ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ଉପରେ ରିପୋର୍ଟ ଦାଖଲ କଲେ କୋବିନ୍ଦଙ୍କ ଟିମ୍‌

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱାଧୀନ କମିଟି ଗୁରୁବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ଉପରେ ଏକ ରିପୋର୍ଟ ଦାଖଲ କରିଛନ୍ତି। ଏକକାଳୀନ ନିର୍ବାଚନର ଚକ୍ରକୁ ପୁନସ୍ଥାପିତ କରିବା ପାଇଁ କେନ୍ଦ୍ର ସରକାର ଏକ

ଅଶ୍ଳୀଳ ବିଷୟବସ୍ତୁ ଦେଖାଉଥିବା ୧୮ଟି ଓଟିଟି ପ୍ଲାଟ୍‌ଫର୍ମ, ୧୯ଟି ୱେବ୍‌ସାଇଟ୍‌କୁ ବନ୍ଦ କଲେ ସରକାର

ନୂଆଦିଲ୍ଳୀ: ଏକାଧିକ ବାର ଚେତାବନୀ ଦେବା ସତ୍ତ୍ବେ ଅମାନ୍ୟ କରିବାରୁ ଗୁରୁବାର ସରକାର ୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ୍‌ କରିଦେଇଛନ୍ତି। ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ ହେତୁ ସରକାର ଏହି ପ୍ଲାଟ୍‌ଫର୍ମଗୁଡ଼ିକୁ ବନ୍ଦ କରି ଦେଇଛନ୍ତି।ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି

୨୦% କର୍ମଚାରୀଙ୍କୁ ଛଟେଇ କରିବ ପେଟିଏମ୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟବ୍ୟାଙ୍କ ଉପରେ କଟକଣା ଜାରି କରିବା ପରେ ଏହି କମ୍ପାନି ପାଇଁ ସମୟ ଏବେ ଭଲ ନାହିଁ । ରିଜର୍ଭବ୍ୟାଙ୍କର ଏହି କଟକଣା ମାର୍ଚ୍ଚ ୧୫ରୁ ସଂପୂର୍ଣ୍ଣ ଭାବେ ଲାଗୁ ହେବ । ଏହାର ଦିନକ ପୂର୍ବରୁ ପେଟିଏମ ନିଜର ୨୦ ପ୍ରତିଶତ କର୍ମଚାରୀଙ୍କୁ