ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଦାବିପତ୍ର ପ୍ରଦାନ…

ଫୁଲବାଣୀ :ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ, କନ୍ଧମାଳ ଜିଲ୍ଲା ଶାଖାର ସମସ୍ତ ଅଧିକାରୀ ମାନେ ମିଳିତ ଭାବେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ 12 ଗୋଟି ତହସିଲ ପକ୍ଷରୁ ତହସିଲଦାରମାନଙ୍କୁ ତଥା ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟ ସଂଘ ଦେଇଥିବା ବିଭିନ୍ନ ପ୍ରକାର ଦାବିର

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର : ଡ଼ାକ୍ତର ଅଭାବ, ଯେତିକି ଅଛନ୍ତି ନିୟମିତ…

ଆର,ଉଦୟଗିରି : ୧୯/୧/ ସରକାର ସ୍ୱାସ୍ଥ୍ୟର ଉନ୍ନତି ସହ ଡାକ୍ତରଖାନlର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି l ତେବେ ତେବେ ଗୋଟିଏ ପଟେ ସରକାର ଯୋଜନା କରୁଥିବା ବେଳେ ଅନ୍ୟପଟେ କେଉଁଠି ଡାକ୍ତର ଅଭାବ ତ କେଉଁଠି ଡାକ୍ତର ମାନଙ୍କ ମନମାନିରେ ଚାଲିଛି ମେଡିକାଲ l ଏଭଳି ଏକ

‘୫-ଟି’ ଅଧ୍ୟକ୍ଷ ଆର,ଉଦୟଗିରି ଗସ୍ତ ନେଇ ସମୀକ୍ଷା ବୈଠକ…

ଆର,ଉଦୟଗିରି : ଆସନ୍ତା ୨୩ ତାରିଖରେ ରାମଗିରି ଗସ୍ତରେ ଆସିବେ ୫-ଟି ଅଧ୍ୟକ୍ଷ କାତ୍ତିକ ପାଣ୍ଡିଆନ। ଆର,ଉଦୟଗିରି ବ୍ଳକ ରାମଗିରି ଠାରେ ସାଧାରଣ ସଭାରେ ଏବଂ ସେ ଲୋକଙ୍କ ଠାରୁ ଅଭିଯୋଗପତ୍ର ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କ କିଛି ବିକାଶମୂଳକ ଯୋଜନା ସମ୍ପର୍କରେ ସଚେତନ କରାଇବା ସହ ୫-ଟି

ବ୍ରହ୍ମପୁର ବିଜେପି ପକ୍ଷରୁ ମହାମହିମ ରାଜ୍ୟପାଳଙ୍କୁ ଧନ୍ୟବାଦ ଅର୍ପଣ ‌…

‌‌ ବ୍ରହ୍ମପୁର, ୧୯/୧ : ଗତ ୧୧ ତାରିଖ ଦିନ ଗଞ୍ଜାମ ଗସ୍ତରେ ଆସିଥିବା ଓଡ଼ିଶା ପ୍ରଦେଶର ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ ଭାରତୀୟ ଜନତା ପାର୍ଟି ବିଧାନସଭା ନେତା କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ଏକ ପ୍ରତନିଧି ଦଳ ଛତ୍ରପୁର ସାରକିଟ୍ ହାଉସ୍ ଠାରେ ସାକ୍ଷାତ କରି ବ୍ରହ୍ମପୁର ମହାନଗର

ଓମ୍ ଆରୋଗ୍ୟ ହସ୍‌ପିଟାଲ ବିକ୍ରି ନାଁରେ ଠକେଇ ମାମଲା, ଆଉ ଜଣକୁ ଗିରଫ କରିଛି ବୈଦ୍ୟନାଥ ପୁର ଥାନା ପୋଲିସ…

ବ୍ରହ୍ମପୁର : ବ୍ରହ୍ମପୁର ଭାବାନଗରଠାରେ ଥିବା ଓମ ଆରୋଗ୍ୟ ହସପିଟାଲ ବିକ୍ରି ନାଁରେ ହୋଇଥିବା ବହୁ କୋଟି ଟଙ୍କା ଠକେଇ ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଦୈଦ୍ୟନାଥପୁର ଆନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଋଷିପ୍ରସାଦ ନାୟକ। ଷ୍ଟେସିମେନ ହୋଲଗିଂସ

ନିଜ ଜମି ପାଇବା ପାଇଁ ତହସିଲ କାର୍ଯ୍ୟାଳୟ ଫାଟକରେ ଅନଶନ ରେ ବସିଲେ ପରିବାର ଲୋକେ

ଦାରିଙ୍ଗବାଡ଼ି, ୧୯/୧, ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟ ମୁଖ୍ୟ ଫାଟକ ରେ ଅନଶନରେ ବସିଲେ ଗୋଟିଏ ପରିବାର ଲୋକେ। ସରକାର ଆମକୁ ନ୍ୟାୟ ଦିଅ, ଆମ ଜମି ଅଧିକାରରୁ ବଞ୍ଚିତ କରୁଛି କିଏ, ଆମ ପରିବାରର ଦାବି ପୂରଣ କର , ଦାବି ପୂରଣ ନ କଲେ ଆମେ ପରିବାର ଜୀବନ ହାରିବୁ ବୋଲି ଲେଖା ଥିବା

ବାର୍ଷିକ କ୍ରୀଡା ଓ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ୨୦୨୪ ଉଦଯାପିତ…

ଉମରକୋଟ (୧୯/୦୧/୨୦୨୪) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଞ୍ଚାୟତ ଅଧିନସ୍ଥ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଧାଲୟର ୧୧ ତମ ବାର୍ଷିକ କ୍ରୀଡା ମହୋତ୍ସବ ମହାଆଡ଼ମ୍ବରେ ଉଦଯାପିତ ହୋଇଯାଇଛି | ଆଜିର ଉକ୍ତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଫୁଫୁଗାଁ ସରକାରୀ ବିଦ୍ୟାଳୟର

ଓଡ଼ଗାଁରେ କଂଗେସ କାର୍ଯ୍ୟାଳୟ ଉଦ୍ଘାଟିତ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ଓଡ଼ଗାଁ : ଓଡ଼ଗାଁ ସିଭିଲ କୋର୍ଟ ନିକଟସ୍ଥ ମୁଖ୍ୟ ରାସ୍ତା ପାର୍ଶ୍ବରେ କଂଗ୍ରେସ ର ଏକ ନୂତନ କାର୍ଯ୍ୟାଳୟ ଲୋକାର୍ପିତ ହୋଇଅଛି । ଏହି ଲୋକାର୍ପଣ ଉତ୍ସବ ରେ ବ୍ଲକ କଂଗେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କର୍ମୀ ସମ୍ମିଳନୀରେ ଜିଲ୍ଲା ସାଂଗଠାନିକ ପ୍ରଭାରୀ ତଥା

କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡିଆ ଆସୋସିଏସନର ସାଧାରଣ ବୈଠକ…

ଫୁଲବାଣୀ - କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡିଆ ଆସୋସିଏସନର ଏକ ସାଧାରଣ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବନାନୀ କଳା ସଙ୍ଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ବରିଷ୍ଠ ସାମ୍ବାଦିକ, ପ୍ରେସ କ୍ଲବ ସଭାପତି ତଥା ଡିଜିଟାଲ ମିଡିଆ ଆସୋସିଏସନର ପରାମର୍ଶଦାତା ସୁନୀଲ ପଟ୍ଟନାୟକଙ୍କ

ସନ୍ଦେହ ଜନକ ଅବସ୍ଥାରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର…

ଓଡିଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଭାଡ଼ିକିଳା ହରିଜନ ସାହିରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ପୁଲିସ୍ ଉଦ୍ଧାର କରିଛି । ମୃତକ ମହିଳା ଜଣଙ୍କ ଭାଡ଼ିକିଳା ହରିଜନ ସାହି ମିଟୁ ଦାସ ଙ୍କ ସ୍ତ୍ରୀ ପୂଜା ଦାସ । ସ୍ବାମୀ ମିଟୁ ଦାସ ବାହାର ରାଜ୍ୟରେ କାମ