Sign in
Sign in
Recover your password.
A password will be e-mailed to you.
ବିମାନ ବାଥ୍ରୁମ୍ରେ ନାବାଳିକାଙ୍କ ଭିଡିଓ ଉଠାଉଥିବା କର୍ମଚାରୀ ଗିରଫ
ଭର୍ଜିନିଆ: ବିମାନ ବାଥ୍ରୁମ୍ରେ ଏକାଧିକ ନାବାଳିକାଙ୍କ ଭିଡିଓ ଉତ୍ତୋଳନ କରିଥିବା ଆମେରିକାନ୍ ଏୟାର୍ଲାଇନ୍ର ଜଣେ ଆଟେଣ୍ଡାଣ୍ଟ୍ଙ୍କୁ ଗୁରୁବାର ଦିନ ଭର୍ଜିନିଆରୁ ଫେଡେରାଲ୍ ଏଜେଣ୍ଟ୍ମାନେ ଗିରଫ…
ଜେରା କରିବାକୁ ହେମନ୍ତ ସୋରେନ୍ଙ୍କ ରାଞ୍ଚି ବାସଭବନରେ ପହଞ୍ଚିଲା ‘ଇଡି’ ଟିମ୍
ନୂଆଦିଲ୍ଲୀ: ‘ମନି ଲଣ୍ଡରିଂ’ ମାମଲାରେ ଜେରା କରିବା ଲାଗି ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ରାଞ୍ଚିସ୍ଥିତ ବାସଭବନରେ ପହଞ୍ଚିଥିବା କଥା…
ଓଡିଶା ସୀମାନ୍ତ ଛତିଶଗଡ଼ରେ ପୁଲିସର ବଡ ଅପରେସନ, ୩ ମାଓବାଦୀ ନିହତ
ରାୟପୁର: ଓଡିଶା ସୀମାନ୍ତ ଛତିଶଗଡ ବିଜାପୁରଠାରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୁଲିସ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତକ ମାଓବାଦୀଙ୍କ ମଧ୍ୟରେ ୨ ମହିଳା…
ପତ୍ନୀ ଥାଉ ଥାଉ ଅନ୍ୟତ୍ର ବିବାହ କଲେ ସାନିଆଙ୍କ ସ୍ବାମୀ
ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍ ମଲ୍ଲିକଙ୍କ ବୈବାହିକ ଜୀବନ ଶେଷରେ ଭିନ୍ନ ମୋଡ଼ ନେଇଛି। କାରଣ ଦ୍ବିତୀୟ ବିବାହ କରି…
ଇସ୍ରାଏଲର କ୍ଷେପଣାସ୍ତ୍ର ଆକ୍ରମଣରେ ଇରାନର ଚାରି ଜଣ ଅଧିକାରୀ ମୃତ…
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଦେଶଗୁଡିକ ମଧ୍ୟରେ ତିକ୍ତ ହେଉଛି ସମ୍ପର୍କ। ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ମୁଣ୍ଡ ଟେକିଛି ଇରାନ। ଚାରି ଦିନ ତଳେ ଇରାନ ଇସ୍ରାଏଲ ଗୁପ୍ତଚର ମୁଖ୍ୟାଳୟ ଉପରେ ଟାର୍ଗେଟ କରିଥିବା ବେଳେ ଏବେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି।…
ମିଆଁମାର୍ରୁ ଆସି ମିଜୋରାମରେ ଆଶ୍ରୟ ନେଇଛନ୍ତି ୬୦୦ ସୈନିକ…
ମିଆଁମାର : ମିଆଁମାର୍ରେ ଦିନକୁ ଦିନ ବଢ଼ି ଚାଲିଛି ବିଦ୍ରୋହ। ଏଠାରେ ଜୁଣ୍ଟା-ଶାସନ ସହ ସେମାନଙ୍କ ଲଢ଼େଇ ଜାରି ରହିଛି। ଏହାରି ଭିତରେ ମିଆଁମାର୍ ସେନାର ଶହ ଶହ ସୈନିକ ଭାରତ ଆଡକୁ ପଳାୟନ କରିଛନ୍ତି। ଏନେଇ ମିଜୋରାମ ସରକାର କେନ୍ଦ୍ର ସରକାରଙ୍କୁ ସତର୍କ କରାଇଛନ୍ତି।…
ରାମଲଲାଙ୍କ ଭାଇରାଲ ଫଟୋକୁ ନେଇ ରାଗିଗଲେ ମୁଖ୍ୟ ପୂଜକ…
ଅଯୋଧ୍ୟା : ଆଉ ଦିନକ ପରେ ଅଯୋଧ୍ୟାରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ତେବେ ଏହା ପୂର୍ବରୁ ଭଗବାନ ରାମଙ୍କ ଫଟୋ ସୋଶାଲ ମିଡଆରେ ଜୋରେସୋର୍ରେ ଭାଇରାଲ ହେଉଛି। ଏହାକୁ ନେଇ ଏବେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ପୂଜକ ରାଗି ଯାଇଛନ୍ତି। ପ୍ରାଣ ପ୍ରତିଷ୍ଠା…
ବନ୍ଦ ହେବ ଅନୁପ୍ରବେଶ, ମିଆଁମାର ସୀମାରେ ଲାଗିବ ତାରବାଡ଼…
ବନ୍ଦ ହେବ ଅନୁପ୍ରବେଶ। ଆଉ ମିଆଁମାରରୁ ଭାରତକୁ ଆସିପାରିବେନି ଅନୁପ୍ରବେଶକାରୀ। ଭାରତ-ମିଆଁମାର ସୀମାରେ ଲାଗିବ ତାରବାଡ଼। ଆଜି ଏଭଳି କିଛି ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦୁଇ ଦେଶ ମଧ୍ୟରେ ସହଜ ଗମନାଗମନକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯିବ।…
ମୁସଲମାନଙ୍କଠାରୁ ଯୋଜନାବଦ୍ଧ ଢଙ୍ଗରେ ଛଡ଼େଇ ନିଆଯାଇଛି ବାବ୍ରି ମସଜିଦ୍
କଲବୁର୍ଗି : ଜାନୁଆରୀ ୨୨ ରେ ଅଯୋଧ୍ୟାରେ ହେବାକୁ ଥିବା ବିବାହ ସମାରୋହ ପୂର୍ବରୁ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ (ଏଆଇଏମଆଇଏମ୍) ସଭାପତି ଅସଦୁଦ୍ଦିନ ଓୱେସି ଏକ ବଡ଼ ଅଭିଯୋଗ କରିଛନ୍ତି । ସେ…
ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି କଲେ ରଦ୍ଦ ହେବ ଲାଇସେନ୍ସ…
ନୂଆଦିଲ୍ଲୀ : ଆଣ୍ଟିବାୟୋଟିକ୍ର ଅତ୍ୟଧିକ ବ୍ୟବହାର ରୋକିବାକୁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଆଣିବା ପରେ ଆକ୍ସନ ମୁଡକୁ ଆସି ଯାଇଛନ୍ତି ରାଜ୍ୟ ସରକାର। ଏଣିକି ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି କରି ଧରା ପଡ଼ିଲେ ମେଡିସିନ ଦୋକାନୀଙ୍କ ଲାଇସେନ୍ସ…