Sign in
Sign in
Recover your password.
A password will be e-mailed to you.
କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଚାରିଲେ-‘ଏ ମାହଲ ମାଣ୍ଡା…
ଭୁବନେଶ୍ୱର,୨୦।୧: କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଆସିଥିବା ଆଡମିଟ କାର୍ଡରେ ”ମାହାଲ ମାଣ୍ଡା” ନାଁ ଆସିବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଲାଗି ରହିଛି। ଏହାପରେ ପରୀକ୍ଷାର୍ଥୀମାନେ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଦ୍ୱାରା ଚୟନ…
କଲରାପତରିଆ ବାଘର ଛାଲ ଜବତ…
ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ରାଣୀପଥ ଗାଁ ନିକଟରେ ଏସ୍ଟିଏଫ୍ ଟିମ୍ ଆଜି ଚଢ଼ାଉ କରି ଗୋଟିଏ କଲରାପତରିଆ ବାଘର ଛାଲ ଜବତ କରିଛି। ଏହା ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ଅଭିଯୁକ୍ତଙ୍କ ନାଁ ଗୌତମ ବେହେରା (୫୫)। ତାଙ୍କ ଘର…
ଯୌତୁକ ପାଇଁ ବଧୂହତ୍ୟା, ଶାଶୁଘର ଲୋକେ ଫେରାର
ସାତ ଜନମର ସାଥୀ ହେବା ପାଇଁ କେତେ ଆଶା ନେଇ ଆସିଥିଲେ ଗୀତା! ହେଲେ ସାତ ଜନମ କଣ, ଏଇ ଜନ୍ମରେ ସାଥ୍ ଦେଇପାରିଲାନି ଜୀବନ ସାଥୀ। ଯୌତୁକ ପାଇଁ ପତ୍ନୀକୁ ମାରିଦେଲା! ଅଳତା ଲିଭିବା ଆଗରୁ ଗାଁ ଶ୍ମଶାନରେ ଜଳିଲା ଜୁଇ! ମାମଲା ଥାନାକୁ ଗଲା ପରେ ଶାଶୁ ଘର ଲୋକେ ଫେରାର।…
ଶାମ୍ୱ ଦଶମୀରେ ଅର୍କ କ୍ଷେତ୍ରରେ ବୁଲିଲା ସୂର୍ଯ୍ୟ ରଥ…
କୋଣାର୍କ : ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ। ଘରେ ଘରେ ହୋଇଛି ସୂର୍ଯ୍ୟ ପୂଜା। ମହିଳାମାନେ ନିଜ ପରିବାରକୁ ବ୍ୟାଧି ମୁକ୍ତ ରଖିବା ପାଇଁ ସକାଳେ ସୂର୍ଯ୍ୟ, ମଧ୍ୟାହ୍ନ ସୂର୍ଯ୍ୟ ଓ ଅପରାହ୍ନ ସୂର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ପୂଜା କରିଛନ୍ତି। ଏଥିସହ ସୂର୍ଯ୍ୟ ଦେବଙ୍କ…
କ୍ରିପ୍ଟୋ କରେନ୍ସି କାରବାର ନାଁରେ ନୀରିହ ଲୋକଙ୍କ ଭବିଷ୍ୟତ ସହ ଖେଳିଥିବା ପ୍ରଶାନ୍ତଙ୍କ ସହ ୭ ଗିରଫ
ବଲାଙ୍ଗୀର : ପ୍ରଶାନ୍ତ ମେହେର 12th ଫେଲ୍ ! କିନ୍ତୁ କ୍ରିପ୍ଟୋ କରେନ୍ସି କାରବାର ନାଁରେ ନୀରିହ ଲୋକଙ୍କ ଭବିଷ୍ୟତ ସହ କରୁଥିଲା ଖେଳ। ଆଉ ଲୋଭ ଦେଖାଇ ଲୁଟି ନେଇଥିଲା ୧୦ କୋଟିରୁ ଅଧିକ ଟଙ୍କା। ସେହି ଟଙ୍କାରେ ନାମୀଦାମୀ ଗାଡ଼ି କିଣି କରୁଥିଲା ଅୟସ୍। ଏପରି ଅଭିଯୋଗ…
ଆଗାମୀ ତିନି ଦିନ ପଡ଼ିବ ଘନ କୁହୁଡ଼ି, ୨୬ ଯାଏଁ ଅଛି ବର୍ଷା…
ଭୁବନେଶ୍ବର : ଆଗାମୀ ତିନି ଦିନ ରାଜ୍ୟର କିଛି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ସେଥିପାଇଁ ସଂପୃକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। ସେହିପରି ଆଗାମୀ ୬ ଦିନ ଯାଏ ଅର୍ଥାତ୍ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ହାଲୁକା…
ବାପାଙ୍କ ପରେ ‘ଜଙ୍ଘା ବଡ଼ଦେଓ’ଙ୍କୁ କାନ୍ଧେଇଲେ ବିଧାୟିକା ଦୀପାଳି ଦାସ
ଝାରସୁଗୁଡ଼ା : ବାପା ସ୍ୱର୍ଗତ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ‘ଜଙ୍ଘା ବଡ଼ଦେଓ’ଙ୍କୁ ପୂଜା କରିଛନ୍ତି ବିଜେଡି ବିଧାୟିକା ଦୀପାଳି ଦାସ। ସେ ଖାଲି ପୂଜା କରିନାହାନ୍ତି, ‘ଜଙ୍ଘା ବଡ଼ଦେଓ’ଙ୍କୁ କାନ୍ଧେଇ ନୃତ୍ୟ ପରିବେଷଣ କରିଛନ୍ତି। ବାପାଙ୍କ କଥା ମନେ ପକାଇ ଭାବ ବିହୋଳ…
ଆରପାରିରେ ପୂର୍ବତନ ସାଂସଦ ଅନାଦି ଚରଣ ସାହୁ
ଭୁବନେଶ୍ୱର: ପରଲୋକରେ ପୂର୍ବତନ ସାଂସଦ ତଥା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅନାଦି ଚରଣ ସାହୁ | ୧୯୯୯ ମସିହାରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚିତ ହୋଇଥିଲେ ଅନାଦି | କଟକର ସିଡିଏ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି…
ଜାନୁଆରୀ ୨୯ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ…
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୯ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ । ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଖଡଗେଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଦୃ୍ଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । କଂଗ୍ରେସ ସଭାପତି ହେବା ପରେ ଏହା…
ବିଭିନ୍ନ ଯୋଜନାରେ ନାଗରିକଙ୍କୁ ଋଣ ପ୍ରଦାନ କରାଯାଇ ସଶକ୍ତ ଓ ସ୍ୱାବଲମ୍ବୀ କରାଯାଉଛି: କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ବର/ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ସମ୍ବଲପୁର ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ସେ ଋଣ ସମ୍ପ୍ରସାରଣ ମେଳାରେ ଯୋଗ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ୭୦,୭୬୯ ଜଣ ଗ୍ରାହକଙ୍କୁ ୨୨୮୯ କୋଟି ଟଙ୍କାର ଋଣ ପ୍ରଦାନ…