Sign in
Sign in
Recover your password.
A password will be e-mailed to you.
କାର୍ ସହ ଯାତ୍ରୀବାହୀ ଅଟୋ ଧକ୍କା, ଯୁବକ ମୃତ୍ୟୁ : କ୍ଷତିପୂରଣ ଦାବିରେ ଟାୟାର ଜାଳି ୫୯ ନଂ ଜାତୀୟ ରାଜପଥ ଅବରୋଧ
ହିଞ୍ଜିଳିକାଟୁ : ଶୁକ୍ରବାର ରାତ୍ର ପ୍ରାୟ ୧୦ଘଣ୍ଟା ସମୟରେ ବ୍ରହ୍ମପୁର ସଦର ଥାନା କୁକୁଡାଖଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଏକ କାର୍ (ଓଡ୦୭ଏଜେ ୬୯୧୭)ସହ ଏକ ଯାତ୍ରୀବାହୀ ଅଟୋ (ଓଡି୦୭ଏ ୫୭୧୮)ମୁହାଁମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାରେ ଅଟୋ ଯାତ୍ରା କରୁଥିବା ଜଣେ ଯୁବକଙ୍କ ମୃତ୍ୟୁ!-->…
ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ୍.ଭାଲିଆସାହି ଠାରେ ସୃଜନଶୀଳତା କାର୍ଯ୍ୟକ୍ରମ ଆୟୋଜିତ
ଆର,ଉଦୟଗିରି : ଶୁକ୍ରବାର ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ୍.ଭାଲିଆସାହି ଠାରେ "ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ" ର ନିର୍ଦେଶ କ୍ରମେ ଭାଷା, ସାହିତ୍ୟ ଓ ସୃଜନଶୀଳତା ତଥା "ମୋ କଥା ମୋ କାହାଣୀ" ର ପୁସ୍ତକ ମେଳା ଅତି ଆଡମ୍ବର ସହକାରେ ଆୟୋଜିତ ହୋଇଯାଇଛି I ଉକ୍ତ ବିଦ୍ୟାଳୟର!-->…
ଗରିବ ଲୋକଙ୍କ ସହ ଖେଳ ସରକାର ଦେଉଥିବା ଚାଉଳ ଓଜନ ରେ ଠକେଇ…..!
ଅଧିକାରୀ ନେତାଙ୍କ ଆଶୀର୍ବାଦ ରେ ଚାଲିଛିଏହି ଘୋଟାଲା…
ବ୍ରହ୍ମପୁର : ଗରିବଙ୍କ ମୁହଁ ରେ ହସ ଫୁଟାଉଥିବାର ବାଃ ବାଃ ନେଉଥିବା ସରକାର ଙ୍କ ମାଗଣା ଚାଉଳ ଯୋଜନା ପ୍ରହସନ ଓ ନେତା ଅଧିକାରୀ ଙ୍କ ଯୋଗୁଁ ଓଜନ ରେ ଠକେଇ ଅଭିଯୋଗ।ଆସିକା ବ୍ଲକରେ ୨୭ଟି ପଞ୍ଚାୟତ ଓ ଏନ.ଏ. ସିରେ ୧୮ ୱାର୍ଡ!-->!-->!-->…
ସାମୁଦ୍ରିକଅଭୟାରଣ୍ୟରେ ୯ଟି ଟିମ୍ ଆଜିଠୁ ତିନିଦିନଧରି ଗଣନା କରିବେ ଡଲଫିନ୍
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଜାତୀୟ ଉଦ୍ୟାନ ଭିତରକନିକା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଆରମ୍ଭ ହେଉଛି ଡଲଫିନ୍ ଗଣନା। ଏହି ଗଣନା 22ତାରିଖ ପର୍ଯ୍ୟନ୍ତ ଚାଲିବ, ଏଥିପାଇଁ ୯ଟି ଟିମ୍ କରାଯାଇଛି ପ୍ରତ୍ୟେକ ଟିମରେ ୩ରୁ ୫ଜଣ ଲେଖାଏ କର୍ମଚାରୀ!-->…
ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକ ଗଲେ ଜେଲ…
ରାଜନଗର : ଏକ ଅଭାବନୀୟ ଲଜ୍ୟାଜନକ ଘଟଣା ଘଟିଯାଇଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ଗାଁରେ ଅଵସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ମଧୁସୁଦନ ବିଦ୍ୟାମନ୍ଦିର । ଏହି ଵିଦ୍ୟାମନ୍ଦିରର ମାଲିକ ନିଜେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରଦୀପ ପ୍ରଧାନ। ସେ ବିଭିନ୍ନ ସମୟରେ ଛାତ୍ରୀମାନଙ୍କୁ!-->…
ପୂଜ୍ୟପୂଜା ସମିତି ପକ୍ଷରୁ ବୀର ଚକରା ବିଶୋଇଙ୍କ ଜୟନ୍ତୀ ପାଳନ…
ବ୍ରହ୍ମପୁର : ସହରର ଅଗ୍ରଣୀ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ବିପ୍ଲବୀ ବୀର ଚକରା ବିଶୋଇଙ୍କ ୧୦୨ତମ ଜୟନ୍ତୀ ପାଳନ ହୋଇଯାଇଛି l ବୀର ଚକରା ବିଶୋଇଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରି ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ଏକ ସ୍ମରଣ ସଭା ଆୟୋଜିତ ହୋଇଥିଲା l ୧୮୨୩!-->…
କଳାକାରମାନଙ୍କ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ…
ଓଡ଼ଗାଁ : ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ଆନୁକୁଲ୍ୟରେ ବ୍ଲକ୍ କଳା ଓ ସଂସ୍କୃତି ସଙ୍ଘ ଓଡ଼ଗାଁର ପଞ୍ଜୀକୃତ ହୋଇଥିବା କଳାକାର ମାନଙ୍କର ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲକ ସଦଭାବନାଗୃହରେ ଆୟୋଜିତ ହୋଇଅଛି । ବ୍ଲକ ସାମାଜିକ ଅଧିକାରୀ ରାଜସ୍ଵିନୀ ପ୍ରଧାନଙ୍କ!-->…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି, ପରିକ୍ରମା ପ୍ରକଳ୍ପ ପାଇଁ ଜଣାଇଲେ ଧନ୍ୟବାଦ
ଭୁବନେଶ୍ବର: ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାସହିତ…
ମାଟ୍ରିମୋନିରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ଠକୁଥିଲେ
ଭୁବନେଶ୍ୱର : ଶିକ୍ଷାଗତ ଯୋଗ୍ୟତା ନବମ ଫେଲ୍, ହେଲେ କାମ ଥିଲା ଅତି ଚତୁର। ମାଟ୍ରିମୋନି ଆପ୍ରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍ରେ ଦେଇଥିଲେ ସୁନ୍ଦରୀ ଯୁବତୀଙ୍କ ଫଟୋ। ବିବାହ ପାଇଁ କନ୍ୟା ଖୋଜୁଥିବା ଯୁବକଙ୍କ ସହ ଚାଟ୍ କରି ଫସାଉଥିଲେ। ନିଜକୁ…
ଶାମ୍ବ ଦଶମୀ: ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼…
ଭୁବନେଶ୍ୱର,୨୦।୧: ଶନିବାର ପବିତ୍ର ଶାମ୍ବ ଦଶମୀ । ଏହି ଅବସରରେ ଅର୍କକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ସୂର୍ଯ୍ୟ ଉପାସକମାନେ ଭୋରୁଭୋରୁ ଚନ୍ଦ୍ରଭାଗାଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ ଦେବା…