ପୋଲିସ ପଦକ ଘୋଷଣା, ୨ ଆଇଜିଙ୍କ ସମେତ ୨୦ ପୁଲିସ ଅଧିକାରୀ ପାଇବେ ରାଜ୍ୟପାଳ ପଦକ…

ଭୁବନେଶ୍ଵର: ୨୦୨୩ ବର୍ଷ ପାଇଁ ପ୍ରକାଶ ପାଇଲା ରାଜ୍ୟପାଳ ପୋଲିସ ପଦକ ତାଲିକା । ୨ ଜଣ ଆଇଜିଙ୍କ ସମେତ ମୋଟ ୨୦ ଜଣ ପୋଲିସ୍ କର୍ମଚାରୀଙ୍କୁ ପ୍ରଦାନ କରାଯିବ ରାଜ୍ୟପାଳ ପଦକ। ଏହି କ୍ରମରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଏବଂ କ୍ରାଇମବ୍ରାଞ୍ଚ ଆଇଜି ସଫିନ୍…

ଓଡିଆ ସାହିତ୍ୟ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ମହକୁମାରେ ଥିବା ଵହୁପୁରାତନ ଓ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଶ୍ରୀ ଶ୍ରୀ ଜଗନ୍ନାଥ ମହାଵିଦ୍ୟାଳୟରେ ଓଡିଆ ସାହିତ୍ୟ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଅତୁଲ କୁମାର ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ତାମ୍ପରା ଠାରେ ରେଡ୍ଡୀ ମହାଜନ ସଂଘମ୍ର ବୈଠକ…

ଛତ୍ରପୁର : ଗଞ୍ଜାମ ଜିଲ୍ଲା ରେଡ୍ଡୀ ମହାଜନ ସଂଘମ୍ ଆନୁକୁଲ୍ୟରେ ଛତ୍ରପୁର ଜୋନ୍ ସଭାପତି ଏସ୍‌. ବୈରାଗୀ ରେଡ୍ଡୀଙ୍କ ସଭାପତିତ୍ୱରେ ଏକ ରାଜ୍ୟ ସ୍ତରୀୟ ରେଡ୍ଡୀ ସଂଘମ୍ ର ବୈଠକ ରବିବାର ତାମ୍ପରା ହ୍ରଦ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ପ୍ରତି କୋଣ ଅନୁକୋଣରୁ ରେଡ୍ଡି ସଂଘମ୍ ର

ଲୋକସଭା ଏବଂ ବିଧାନସଭା ସଂଯୋଜକଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ପରିଚାଳନା ପାଇଁ କମିଟି ଗଠନ…

ଭୁବନେଶ୍ୱର: ପାଖେଇ ଆସିଲାଣି ନିର୍ବାଚନ ସମୟ । ସେଥିପାଇଁ ସବୁ ଦଳ ଏବେ ସଜବାଜ ହେଉଛନ୍ତି । ଜାନୁୟାରୀ ୨୩, ୨୦୨୪ ଏବଂ ଜାନୁୟାରୀ ୨୫, ୨୦୨୪ ରେ ଭୁବନେଶ୍ୱରରେ ଲୋକସଭା ଏବଂ ବିଧାନସଭା ସଂଯୋଜକଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ପରିଚାଳନା ପାଇଁ ପିସିସି ସଭାପତି…

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ…

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ। ଆଫଗାନିସ୍ତାନର ଏକ ପାହାଡରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଭାରତୀୟ ବିମାନ ବୋଲି କୁହାଯାଇଛି। ବିମାନଟି ଭାରତରୁ ରୁଷର ମସ୍କୋକୁ ଯାଇଥିଲା। ଏତିକି ବେଳେ ଆଫଗାନିସ୍ତାନରେ ଦୁର୍ଘଟାଗ୍ରସ୍ତ ହୋଇଥିବା ସୂଚନା…

୪ର୍ଥ ଦିନରେ ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆଇଟି ରେଡ୍

ରାଉରକେଲା: ଚତୁର୍ଥ ଦିନରେ ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଚାଲିଛି ଆଇଟି ବିଭାଗର ରେଡ । ଓଡିଶାର ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ରେଡ୍ । ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ଓ ସିଆରପିଏଫ୍ ଯବାନ ସାମିଲ ହୋଇଛନ୍ତି । ଏଯାବତ୍ ଘନଶ୍ୟାମଙ୍କ ଘରୁ ମିଳିଲାଣି ୫କୋଟି…

ଅତିଥିଙ୍କୁ ସୁରକ୍ଷା ଦେବେ ୧୩ହଜାର ସୁରକ୍ଷା ବାହିନୀ, କରାଯାଇଛି ଏସବୁ ବ୍ୟବସ୍ଥା

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ଲୋକମାନେ ବିଶାଳ ଉଦଘାଟନକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଜ୍ୟରୁ ରାମଲାଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଉପହାର ଆସୁଛି। ଜାନୁଆରି ୨୨ରେ…

ବାଲୁକା କଳାରେ ଶୋଭା ପାଉଛନ୍ତି ପ୍ରଭୁ ଶ୍ରୀରାମ…

ଅଯୋଧ୍ୟା: ରାମ ମୟ ଦେଶ । ରାମଙ୍କ ଭକ୍ତିରେ ଦେଶବାସୀ । ସେଥିପାଇଁ ଖୁବ ଜୋରସୋରରେ ଚାଲିଛି ସାଜ୍ଜସଜ୍ଜା । ଏହାରି ଭିତରେ ୫୦୦ ମିନିଚର୍ ବ୍ୟବହାର କରି ଭଗବାନ ଶ୍ରୀରାମଙ୍କ ୨୩ ଫୁଟର ବାଲୁକା କଳା ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।…

ନିଶା ବେପାରୀଙ୍କ ସଂପତ୍ତି ବାଜ୍ୟାପ୍ତ, ୨୦୨୨ରେ ଶିବକୁ କ୍ରାଇମବ୍ରାଞ୍ଚ STF ଗିରଫ କରିଥିଲା…

ଭୁବନେଶ୍ୱର : ନିଶା ବେପାରୀଙ୍କ ସଂପତ୍ତି ବାଜ୍ୟାପ୍ତ । ଗିରଫ ନିଶା ବେପାରୀର ଜବତ ନଗଦ ଟଙ୍କା ଓ ବ୍ୟାଙ୍କ ଜମା ଟଙ୍କାକୁ ବାଜ୍ୟାପ୍ତ କରାଯାଇଛି । ୭୪ଲକ୍ଷ ୭୫ ହଜାର ଟଙ୍କା ବାଜ୍ୟାପ୍ତ ହୋଇଛି । ବ୍ରାଉନସୁଗର କାରବାର କରି ଗିରଫ ହୋଇଥିଲା ଖୋର୍ଦ୍ଧା…

ଦୁର୍ନିତୀ ଅଭିଯୋଗରେ ସେଲରୁ ୨୮ ଅଧିକାରୀ ନିଲମ୍ବିତ…

ଭୁବନେଶ୍ୱର: କେନ୍ଦ୍ର ଲୋକପାଳଙ୍କ ନିର୍ଦ୍ଦେଶ କ୍ରମେ ସେଲର ୨ ବରିଷ୍ଠ ଅଧିକାରୀଙ୍କ ସମେତ ୨୮ ଅଧିକାରୀଙ୍କୁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଶୁକ୍ରବାର ଚାକିରିରୁ ନିଲମ୍ବିତ କରିଛି। ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ୨୦୨୪ ଜାନୁଆରୀ ୧୯ ତାରିଖ ଚିଠି ଆଧାରରେ…