ତାମିଲନାଡୁରେ ହେବନାହିଁ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧାପ୍ରସାରଣ..! ଜୋରଦାର ବର୍ଷିଲେ ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲନାଡୁର ଷ୍ଟାଲିନ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ତାମିଲନାଡୁ ସରକାର ଜାନୁୟାରୀ ୨୨ ରେ ହେବାକୁ ଥିବା ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଉପରେ…

ଇଭିଏମ ଓ ଭିଭିପାଟ ସଚେତନତା କାର୍ଯ୍ୟକ୍ରମ…

ନୟାଗଡ଼ : ନିର୍ବାଚନ ସମୟ ନିକଟ ହେଉଥିବାରୁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଭିଏମ ଓ ଭିଭିପାଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଉଦ୍ଘାଟନ କରିଥିଲେ । ଜିଲ୍ଲାର ସମସ୍ତ

SUM ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: IMS ଓ SUM ହସ୍ପିଟାଲର ଫୁଲନଖରା କ୍ୟାମ୍ପସକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। SOAର ପ୍ରତିଷ୍ଠାତା ମନୋଜ ରଞ୍ଜନ ନାୟକ ଏହି ଅବସରରେ ଉପସ୍ଥିତ ଥିଲେ।…

ପୁଣି ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ଆକ୍ରମଣ, କଂଗ୍ରେସ ନେତାଙ୍କ ଗାଡ଼ି ଭଙ୍ଗିଲେ…

ପୁଣି ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆସାମରେ ପୁଣି ଥରେ ବିଜେପି ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆସାମର ଜମୁଗୁରିଘାଟରେ ଏହି ଆକ୍ରମଣ ହୋଇଥିବା…

ଫେବୃଆରୀ ୧୮ରୁ ‘ମିସ୍ ୱାର୍ଲ୍ଡ’ ପ୍ରତିଯୋଗିତା, ୨୮ ବର୍ଷ ପରେ ଭାରତ କରୁଛି ଆୟୋଜନ…

ଦୀର୍ଘ ୨୮ ବର୍ଷର ବ୍ୟବଧାନ ପରେ ମିସ୍ ୱାର୍ଲ୍ଡ ଆୟୋଜନ କରିବାକୁ ଯାଉଛି ଭାରତ। ୭୧ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାକୁ ଭାରତ ଆୟୋଜନ କରିବାକୁ ଯାଉଛି। ରାଜଧାନୀ ଦିଲ୍ଲୀ ଏବଂ ବାଣିଜ୍ୟ ନଗରୀ ମୁମ୍ବାଇରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଶେଷ ଥର ପାଇଁ ୧୯୯୬ରେ…

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଶିକ୍ଷକ ନିଯୁକ୍ତି ଅନିୟମିତା ନେଇ ରାଜ୍ୟ ରାନୀତିରେ ଚାଲିଛି ବାକ୍ ଯୁଦ୍ଧ। ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୁହାଁମୁହିଁ ହୋଇଥିଲେ। ଆଜି କେନ୍ଦ୍ର ମନ୍ତ୍ରୀଙ୍କ ‘ମହାଲମାଣ୍ଡା’…

ପ୍ରାଣପ୍ରତିଷ୍ଠା ସମୟରେ ସାବଧାନ ରହିବାକୁ ସରକାର ଦେଲେ ଚେତାବନୀ…

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ହୋଇଥିବା ରାମମନ୍ଦିରର ପ୍ରାଣପ୍ରତିଷ୍ଠା ପାଇଁ ଚାରିଆଡେ ଉତ୍ସବମୁଖର ଥିବା ଦେଖିବାକୁ ମିଳୁଛି। ଏହି ଉତ୍ସବ ସମୟରେ ଲୋକଙ୍କୁ ସତର୍କ ରହିବାକୁ ସରକାର ଚେତବାନୀ ଦେଇଛନ୍ତି। କାରଣ ଏଭଳି ସମୟରେ ସାଇବର ଅପରାଧୀ ସକ୍ରିୟ…

ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ସଭାପତି ଶ୍ରୀ ମଲ୍ଲିକାର୍ଜୁନ୍ ଖଡଗେ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମାନ୍ୟବର ଶ୍ରୀ ମଲ୍ଲିକାର୍ଜୁନ୍ ଖଡଗେ । ଏହି ପରିପେକ୍ଷିରେ ଭୁବନେଶ୍ୱରରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଶ୍ରୀ ଖଡ଼ଗେ ଙ୍କ ସମ୍ବୋଧିତ ସାଧାରଣ ସଭା ପାଇଁ …

ଟ୍ରକ୍ ଧକ୍କାରେ ଚାଲିଗଲା ୩ ବାଇକ୍ ଆରୋହୀଙ୍କ ଜୀବନ

ଭଦ୍ରକ: ଭଦ୍ରକରେ ଝିପିଝିପି ବର୍ଷା ସହ କୋହଲା ପାଗ ଲାଗି ରହିଥିବା ବେଳେ ୧୬ନମ୍ୱର ଜାତୀୟ ରାଜପଥ ରାଣିତାଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକକୁ ପିଟିଲା ଟ୍ରକ। ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ । ସୂଚନା ଅନୁସାରେ, ବାଲେଶ୍ଵର ଆଡ଼ୁ ଆସୁଥିବା ଏକ ଟ୍ରକ୍…

ପୁରୀରେ କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନ୍ଵାଲ

ପୁରୀ: ପୁରୀରେ ପହଞ୍ଚି ଜଗନ୍ନାଥ ଦର୍ଶନ କରିଛନ୍ତି କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନ୍ଵାଲ। ଜଗନ୍ନାଥ ମନ୍ଦିର ଆସି କେହି ଖାଲି ହାତରେ ଫେରେ ନାହିଁ ବରଂ ମହାପ୍ରଭୁ ବୁଦ୍ଧି, ବଳ,ଶକ୍ତି,ସାହସ ଦେଇଥାନ୍ତି ବୋଲି ଖୁବ୍ ଭାବବିହ୍ୱଳ ହୋଇ କହିଛନ୍ତି। ସେପଟେ…