Sign in
Sign in
Recover your password.
A password will be e-mailed to you.
ବଦଳିଲେ ମାଲକାନଗିରି ଜିଲ୍ଲାପାଳ…
ମାଲକାନଗିରି, ୨୨।୧ ରାଜ୍ୟରେ ଆଇଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂଙ୍କ ମଧ୍ୟ ଅନ୍ୟତ୍ର ବଦଳି ହୋଇଛି । ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ପାୱାର ସଚିନ ପ୍ରକାଶଙ୍କୁ ବଦଳି କରାଯାଇଥିବା ଜଣା ପଡିଛି । ତେବେ ପୂର୍ବରୁ ଶ୍ରୀ ପ୍ରକାଶ କଳାହାଣ୍ଡି!-->…
କଂଗ୍ରେସ ପ୍ରଭାରୀଙ୍କୁ ଭେଟିଲେ ମୋକିମ ଓ ଚିରଞ୍ଜିବ…
ଭୁବନେଶ୍ୱର: ୬ ମାସରୁ ଅଧିକ ଦିନ ଧରି କଂଗ୍ରେସରୁ ନିଲମ୍ବନ ହୋଇଥିବା ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ ଖୁବଶୀଘ୍ର ଦଳକୁ ଫେରିପାରନ୍ତି । ଆଜି ଦୁଇ ହେଭିୱେଟ୍ ନେତା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଖୋଦ୍…
ଅଯୋଧ୍ୟାରେ ନିର୍ମିତ ହୋଇଥିବା ରାମମନ୍ଦିରର ପ୍ରାଣପ୍ରତିଷ୍ଠା ପାଇଁ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଉତ୍ସବ ମୁଖର…
ଦାରିଙ୍ଗବାଡ଼ି, ୨୨/୧, ଅଯୋଧ୍ୟାରେ ନିର୍ମିତ ହୋଇଥିବା ରାମମନ୍ଦିରର ପ୍ରାଣପ୍ରତିଷ୍ଠା ପାଇଁ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଉତ୍ସବମୁଖର ଥୂବା ଦେଖିବାକୁ ମିଳୁଛି। ଏହି ଅବସରରେ ପ୍ରଭୁ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା କୁ ନେଇ ଦାରିଙ୍ଗବାଡ଼ି ଉତ୍ସବ ମୁଖର ହୋଇଛି। ଏହାକୁ ନେଇ ଆଜି!-->…
ରାଜ୍ୟ ଆଇନଜୀବୀ ପରିଷଦର ଅର୍ଥ ବିଭାଗକୁ ନିର୍ବାଚିତ ହେଲେ ପୀତବାସ ପଣ୍ଡା…
ବ୍ରହ୍ମପୁର : ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନରେ ସର୍ବାଧିକ ଭୋଟ୍ ପାଇ ଓଡ଼ିଶାରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ବ୍ରହ୍ମପୁର ସହରର ସୁନାମଧନ୍ୟ ଆଇନଜୀବୀ ତଥା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ମୁଖପାତ୍ର ଶ୍ରୀ ପୀତବାସ ପଣ୍ଡା ଚଳିତ ରାଜ୍ୟ ଆଇନଜୀବୀ ପରିଷଦର ଅର୍ଥ ବିଭାଗ ,ଆଇନ!-->…
ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମ
ବ୍ରହ୍ମପୁର, ୨୨/୧ : ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମିରେ ବିଧର୍ମୀ ମାନଙ୍କର ଚକ୍ରାନ୍ତକୁ ଧୂଳିସାତ କରି ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପରେ ରାମ ମନ୍ଦିର ନିର୍ମାଣ ହୋଇଛି । କୋଟି କୋଟି ହିନ୍ଦୁମାନଙ୍କର ଆସ୍ଥାର କେନ୍ଦ୍ର କେତେ ଯେ ସାଧୁ ସନ୍ଥ,କର ସେବକ ମାନଙ୍କର ବଳିଦାନରେ ସାଂସ୍କୃତିକ!-->…
କେନାଲରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର…
ଅନୁଗୁଳ : କେନାଲରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ଜନ୍ମପରେ କେହି ନାଳରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ।
ନାଲକୋ ଥାନା ଅନ୍ତର୍ଗତ ହଟିଙ୍ଗ ନିକଟ କେନାଲରେ ନବଜାତ ଶିଶୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ…
ରାମଲାଲଙ୍କ ପ୍ରାଣପ୍ରତିଷ୍ଠା, ହିଞ୍ଜିଳିକାଟୁରେ ଆଧ୍ୟାତ୍ମିକ ପରିବେଶ…
ଦୀପର ଆଲୋକରେ ଝଲସିଲା ହିଞ୍ଜିଳିକାଟୁ
ହିଞ୍ଜିଳିକାଟୁ (୨୨/୧) : ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇଉଠିଛି ରାମଙ୍କ ନଗରୀ ଅଯୋଧ୍ୟା । ଉତ୍ତରପ୍ରଦେଶର ଅଯୋଧ୍ୟା ସହରରୁ ନେଇ ରାମ ଜନ୍ମଭୂମୀ ସବୁ ହୋଇଉଠିଛି ଆଲୋକମୟ । ତେବେ ସରଜୁ ନଦୀ ତଟରେ ଆଲୋଜନ ହୋଇଛି!-->!-->!-->…
ତୁମୁଡିବନ୍ଧରେ ରାମଲାଲାଙ୍କ କାର୍ଯ୍ୟକ୍ରମ…
ଫୁଲବାଣୀ : ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଅବସରରେ ସାରା ଭାରତରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେବା ସହିତ ପୁରପଲ୍ଲୀ ରାମମୟ ହୋଇ ଉଠିଛି l ତୁମୁଡିବନ୍ଧ ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଏହି ଅବସର ରେ!-->…
ସିର୍କାବର୍ଗ ହାଇସ୍କୁଲରେ ବାର୍ଷିକ ଉତ୍ସବ…
ଦାରିଙ୍ଗବାଡି,୨୨/୧: ସିର୍କାବର୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସଵରେ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ସିଂ ଙ୍କ ଅଧ୍ୟକ୍ଷତା କ୍ରମେ ମୁଖ୍ୟ ଅତିଥି ଭାବେ ଉପ ବାଚସ୍ପତି ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ଅତିଥି ଭାବେ ସମିତି ଅଧକ୍ଷ!-->…
ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ରର ହସ୍ତକ୍ଷେପ – ବରିଷ୍ଠ ନାଗରିକଙ୍କୁ ଗ୍ୟାସ ବିତରକ ଯୋଗାଣ କରିଲା ରିଫିଲ୍…
ବ୍ରହ୍ମପୁର : ପ୍ରକାଶଥାଉକି, ବହୁ ମାସ ଧରି ବ୍ରହ୍ମପୁର ବାସିନ୍ଦା ତଥା ବରିଷ୍ଠ ନାଗରିକ ଶ୍ରୀ ଏସ୍. ଏନ୍. ପାଣିଗ୍ରାହୀଙ୍କୁ ଇଷ୍ଟଦିପ ଇଣ୍ଡେନ୍ ଗ୍ୟାସ୍ ବିତରକ ଠାରୁ କେବଳ ମୋବାଇଲ ରେ ମେସେଜ ପାଉଥିଲେ କିନ୍ତୁ ରିଫିଲ୍ ଗ୍ୟାସ ଯୋଗାଣ ହେଉନଥିଲା । ବହୁବାର ଅଭିଯୋଗ ପରେ ବି ଉକ୍ତ ଗ୍ୟାସ!-->…