ରାମ ମନ୍ଦିର ଫଟୋରେ ଲଗାଇଲେ ପାକିସ୍ତାନ ପତକା, ଜଣେ ଗିରଫ

ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ରହିଛି। କେବଳ ହିନ୍ଦୁ ନୁହେଁ ସବୁ ଧର୍ମର ଲୋକେ, ଯିଏ ରାମଙ୍କ ଠାରେ ଆସ୍ଥା ରଖନ୍ତି ସେମାନେ ଏହି ଅବସରରେ ଉତ୍ସାହିତ ହୋଇପଡିଛି। ଏସବୁ ଭିତରେ ଜଣେ ଦୁର୍ବୃତ୍ତ ସୋଶାଲ…

ରାମଲଲାଙ୍କ ପାଇଁ ରାଲି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ, ୧୩ ଗିରଫ

ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି। ତେବେ ଏହା ପୂର୍ବରୁ ରବିବାର ମୁମ୍ବାଇରେ ଜୟ ଶ୍ରୀ ରାମ ନାରା ଦେଇ ବାଇକ୍‌ ଓ କାର୍‌ ରାଲି ହୋଇଥିଲା। ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଙ୍ଘର୍ଷ ହୋଇଥିଲା। ଏହି ମାମଲାରେ ଆଜି ମୁମ୍ବାଇ ପୁଲିସ…

ପ୍ରାଣ ପ୍ରତିଷ୍ଠା ପରେ ଦୀପୋତ୍ସବ, ସବୁଠି ଜଳିଲା ରାମ ଜ୍ୟୋତି…

ଅଯୋଧ୍ୟରେ ସମ୍ପନ୍ନ ହୋଇଛି ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା। ୫୦୦ ବର୍ଷର ଅପେକ୍ଷା ପରେ ପ୍ରଭୁ ଶ୍ରୀ ରାମ ଅଯୋଧ୍ୟାର ରାମ ମନ୍ଦିରରେ ବିରାଜିଛନ୍ତି। ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ଆରମ୍ଭ ହୋଇଛି ଦୀପୋତ୍ସବ। ସବୁଠି ଜଳିଛି ରାମ ଜ୍ୟୋତି। ସାରା ଦେଶବାସୀ ଦୀପ ଜାଳି…

ଅଯୋଧ୍ୟାରେ ଜଟାୟୁ ମୂର୍ତ୍ତିର ଉନ୍ମୋଚନ କଲେ ମୋଦୀ…

ଅଯୋଧ୍ୟା: ଅଯୋଧ୍ୟାରେ ନବନର୍ମିତ ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ସାରା ଦେଶରେ ଉତ୍ସାହ ଜାରି ରହିଛି । ଏହି ସମାରୋହର ସମସ୍ତ ରୀତିନୀତି ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାର ରାମ ମନ୍ଦିର ପରିସରରେ ଥିବା କୁବେର ଟିଲାରେ…

ଦୁର୍ମୂଲ୍ୟ ରତ୍ନ ପିନ୍ଧିଛନ୍ତି ଭଗବାନ ରାମଲଲ୍ଲା…

ଅଯୋଧ୍ୟା: ଭଗବାନ ରାମଲଲ୍ଲା ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି। ସାମ୍ନାକୁ ଆସିଛି ଭଗବାନ ରାମଙ୍କର ଆକର୍ଷଣୀୟ ବିଗ୍ରହ। ଭଗବାନ ରାମଙ୍କ ମୂର୍ତ୍ତିକୁ ଅତ୍ୟନ୍ତ ଆକର୍ଷଣୀୟ ଅଳଙ୍କାରରେ ସଜାଯାଇଛି । ଆସନ୍ତୁ ଜାଣିବା ଏହି ଅଳଙ୍କାର ତିଆରିରେ କେଉଁ ରତ୍ନପଥର…

ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଉମରକୋଟ ରାମମନ୍ଦିରରେ ବିଶାଳ ସମାରୋହ…

ଉମରକୋଟ : ଦୀର୍ଘ ୫୦୦ବର୍ଷ ପ୍ରତୀକ୍ଷାର ସମସ୍ତ ପ୍ରକାର ଜଳ୍ପନା କଳ୍ପନାର ସମାପ୍ତ ଘଟିଛି | ସମଗ୍ର ଭାରତ ବର୍ଷ ଜୟଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ | ଏହି ଉପଲକ୍ଷେ ଆଜି ସକାଳ ଠାରୁ ଉମରକୋଟର ସମଗ୍ର ଅଞ୍ଚଳବାସୀ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟମ ପ୍ରହର ନାମ କୀର୍ତ୍ତନ କରିବା ସହ

ବ୍ରାହ୍ମଣୀଗାଁ ଉତ୍ସଵ ମୁଖର , ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ମହୋତ୍ସବକୁ ଭବ୍ୟ ସ୍ଵାଗତ

ଦାରିଙ୍ଗବାଡି,୨୨/୧ : ଅଯୋଧ୍ୟାରେ ନିର୍ମିତ ହୋଇଥିବା ରାମମନ୍ଦିରର ପ୍ରାଣପ୍ରତିଷ୍ଠା ପାଇଁ ଦେଶ ବ୍ୟାପି ଧୁମ୍ ଧାମରେ ପାଳନ କରାଯାଉଛି । ଏହି ଅବସର ରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ର ହିନ୍ଦୁସମାଜ ପକ୍ଷରୁ ଏହି ମହୋତ୍ସବ କୁ ଧୁମ୍ ଧାମରେ ପାଳନ

ଜୟ ଶ୍ରୀ ରାମ ନାରାରେ ପ୍ରକମ୍ପିତ ହେଲା ମାଲକାନଗିରି ସହର…

ମାଲକାନଗିରି : ଅଯୋଧ୍ୟାରେ ପ୍ରଭୁ ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଚଳ ଚଞ୍ଚଳ ଓ ରାମମୟ ହୋଇ ଯାଇଛି ପୁରା ଦେଶ । ବିଭିନ୍ନ ସ୍ଥାନରେ ଲୋକେ ଜୟ ଶ୍ରୀରାମ ନାରା ଦେଇ ବିଭିନ୍ନ କାର୍ଯ୍ୟକ୍ରମ ଓ ପୂଜାର୍ଚ୍ଚନା କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ରାମ ଭକ୍ତଙ୍କ ମଧ୍ୟରେ

କଳଙ୍କବିହୀନ ଅଂଶୁମାନଙ୍କ ଚରିତ୍ର ସମ୍ପର୍କରେ ସୋସିଆଲ ମିଡିଆରେ ମିଛ ଟିପ୍ପଣୀ ଦେଵାରୁ ବିଧାୟକଙ୍କ କୁଶପୁତ୍ତଳିକା ଦାହ

ରାଜନଗର : ଆସନ୍ତା ନିର୍ଵାଚନ ଯେତେ ପାଖେଇ ଆସୁଛି ସ୍ବର୍ଗତ ନଳିନୀ ମହାନ୍ତିଙ୍କର ଲୋକ ସମ୍ପର୍କ ଉନ୍ନୟନ କାର୍ଯ୍ୟ ତଥା ଅଭୁଲା ସ୍ମୃତି ପାଇଁ ତାଙ୍କର ପୁତ୍ର ପ୍ରାକ୍ତନ ଵିଧାୟକ ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତିଙ୍କ ପ୍ରତି ଲୋକମାନଙ୍କର ସ୍ନେହ ଶ୍ରଦ୍ଧା ସମର୍ଥନ ଵଢୁଥିବା ବେଳେ ଉପର ନେତାଙ୍କ

୧୪ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ୧୨ ବିଭାଗର ୧୪ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର। ଆଉ ଗୋଟାଏ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ଅଧିକ ଆଲୋଚନା ପାଇଁ ରଖା ଯାଇଛି। ଓଡ଼ିଶାରେ ଜିନ୍ଦଲ କରିବ ଇଲେକ୍ଟ୍ରିକ୍ ଭେଇକିଲ ମାନୁ ଫାକଚରିଁ ୟୁନିଟ। ଏହି ପ୍ରସ୍ତାବ ଉପରେ…