Sign in
Sign in
Recover your password.
A password will be e-mailed to you.
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ରାଜନଗର ଭକ୍ତଙ୍କ ଜୟ ଶ୍ରୀରାମ ଧ୍ଵନୀରେ ମୁଖରିତ
ରାଜନଗର : ଦୀର୍ଘ ପାଞ୍ଚଶହ ବର୍ଷ ପରେ ହିନ୍ଦୁ ସନାତନ ଧର୍ମାବଲମ୍ବୀ ଭକ୍ତଙ୍କ ଆଖିରୁ ଆନନ୍ଦର ଅଶ୍ରୁ ଝରିଲା। ଆଜିଐତିହାସିକ ଵିଜୟର ସ୍ମାରକ ସ୍ବରୂପ ରାମ ଜନ୍ମ ଭୂମି ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ଏଥିପାଇଁ ସାରା ଦେଶ ସମେତ ଓଡିଶାରେ ଜୟଶ୍ରୀରାମ ଧ୍ଵନୀ ସହିତ ହୋମ ଯଜ୍ଞ!-->…
ବାଇକ୍ ଦୁର୍ଘଟଣା: ଜଣେ ମୃତ ଜଣେ ଗୁରୁତର…
ଦାରିଙ୍ଗବାଡି,୨୨/୧, ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡ଼ି ସ୍ଥିତ ବୁଡ଼ାଗୁଡ଼ା ଛକରେ ବାଇକ୍ ଦୁର୍ଘଟଣା ଘଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛି । ମୃତକ ଜଣକ ହେଲେ ମୁଣ୍ଡାନାଜୁ ଗ୍ରାମର ଆଇବ ପ୍ରଧାନ(୩୦) ହୋଇଥିବା ବେଳେ ଗୁରୁତର ଜଣକ ହେଲେ ବାସାବାଡ଼ି ଗ୍ରାମର!-->…
“ଅନୁବାଦ କେବଳ ସାହିତ୍ୟ ନୁହଁ ଦୈନିକ ଜୀବନର ଉପଚାରଟିଏ”
"ଶାଳପର୍ଣ୍ଣୀ ସାହିତ୍ୟ ସଂସଦର ମାସିକ ଆସର ପଞ୍ଚମ ଅର୍ଘ୍ୟ ଅନୁଷ୍ଠିତ"
ଫୁଲବାଣୀ : ଶାଳାପର୍ଣ୍ଣୀ ସାହିତ୍ୟ ସଂସଦର ପଞ୍ଚମ ମାସିକ ଆଭାସୀକବିତା ଆସର ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି। ଆସରରେ ମୁଖ୍ୟ ଅତିଥି ଭାବେବେଙ୍ଗାଳୁରୁରୁ ଗାଳ୍ପିକା ତଥା ଆଇନଜୀବୀ ଶ୍ରୀମତୀ ବିଶ୍ୱ ଭାରତୀ!-->!-->!-->…
ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇ ର କାଠ ଫାଳିଆ ମାଡରେ ବଡଭାଇ ଗୁରୁତର…
ହିଞ୍ଜିଳିକାଟୁ, ତା ୨୨/୧(): ପୂର୍ବ ଶତ୍ରୁତା ଓ ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇର କାଠ ଫାଳିଆ ମାଡରେ ବଡଭାଇ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ପିତଳ ଗ୍ରାମରେ ଘଟିଛି। ମିଳିଥିବା ସୂଚନା ପ୍ରକାରେ, ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା!-->…
ମର୍ମନ୍ତୁଦ ଦୁର୍ଘଟଣା, ଆଖିବୁଜିଲେ ଦମ୍ପତି…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଆଖିବୁଜିଲେ ଦମ୍ପତି । ମୃତ ଦମ୍ପତି ହେଲେ ଆୟତପୁର ଗାଁର ବାବୁଲା ପ୍ରଧାନ ଓ ବାଟୁରୀ ପ୍ରଧାନ । ଆଜି ସକାଳେ ଉଭୟ ବାଇକରେ ନିଜ ଗାଁରୁ ବାହାରି…
ବିଜେପିରେ ମିଶିଲେ ପଶ୍ଚିମ ଓଡ଼ିଶା ନେତା ମଧୂସୁଦନ ଶର୍ମା…
ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଯୁବନେତା ମଧୂସୁଦନ ଶର୍ମା ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। କେବଳ ଇସ୍ତଫା ଦେଇନାହାନ୍ତି ବରଂ ବିଜେପିରେ ନିଜ ଦଳବଳ ସହିତ ବିଜେପିରେ ଯୋଗ ଦେଇଛନ୍ତି। ସେପଟେ ବିଜେପିରେ ଯୋଗ ଦେଇଥିବା ଏହି ନେତାଙ୍କୁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ…
ଶୀତ ବଢାଉଛି କୋହଲା ପାଗ…
ଭୁବନେଶ୍ଵର: ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ଗତକାଲି ଠାରୁ ଆରମ୍ଭ ହୋଇଛି ଝିପଝିପ ବର୍ଷା । ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱର ରେ କୋହଲା ପାଗ ସହ ଲାଗିରହିଛି ଝିପିଝିପି ବର୍ଷା । ଦକ୍ଷିଣ ଉପକୂଳ ଓଡିଶା ସମେତ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା,…
ଓଡିଶାର ବିଭିନ୍ନ ସ୍ଥାନରେ ଥିବା ରାମ ମନ୍ଦିରରେ ପ୍ରବଳ ଭିଡ…
ଭୁବନେଶ୍ୱର : ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେବଳ ଅଯୋଧ୍ୟା ନୁହେଁ ଦେଶର କୋଣ ଅନୁକୋଣ ଗଗନପବନ ରାମ ଭକ୍ତିରସରେ ଝଙ୍କୃତ ହେଉଛି । ଦେଶର ବିଭିନ୍ନ ସ୍ଥାନରେ ବି ପାର୍ବଣର ମାହୋଲ । ଓଡିଶାର ବିଭିନ୍ନ ସ୍ଥାନରେ ଥିବା ରାମ ମନ୍ଦିରରେ…
ମହାକାଶରୁ କିଭଳି ଦିଶୁଛି ରାମମନ୍ଦିର? ଇସ୍ରୋ ଜାରି କଲା ଫଟୋ…
ରାତି ପାହିଲେ ଉଦ୍ଘାଟନ ହେବ ଅଯୋଧ୍ୟାର ରାମ ମନ୍ଦିର। ମନ୍ଦିରରେ ରାମ ଲଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା। ଏଥିପାଇଁ ଚାରିଆଡେ ଜୋରସୋର୍ରେ ପ୍ରସ୍ତୁତି ଚାଲିଛି। ରାମମୟ ହୋଇଯାଇଛି ପୂରା ଅଯୋଧ୍ୟା ନଗରୀ। ଚାରିଆଡେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ହୋଇଛି। ଭବ୍ୟ ରାମ…
ପ୍ରତିବାଦ ପରେ ନିଷ୍ପତ୍ତି ବଦଳାଇଲା ଦିଲ୍ଲୀ AIIMS, ରାମ ମନ୍ଦିର ପ୍ରତିଷ୍ଠା ଦିନ ବନ୍ଦ ରହିବନି ଆଉଟଡୋର୍
ରାମ ମନ୍ଦିର ପ୍ରତିଷ୍ଠା ଦିନ ହସ୍ପିଟାଲ ବନ୍ଦ ରଖିବା ନିଷ୍ପତ୍ତି ବଦଳାଇଲା ଦିଲ୍ଲୀ ଏମ୍ସ। ଜାନୁଆରୀ 22 ଦିନ ହସ୍ପିଟାଲ ବନ୍ଦ ରହିବ ନାହିଁ। ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ପୁନଃ ଘୋଷଣା କରାଯାଇଛି।
ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଦେଶରେ ବିଭିନ୍ନ ସରକାରୀ…