Sign in
Sign in
Recover your password.
A password will be e-mailed to you.
ଖସୁଛି ଅତଡ଼ା ଆତଙ୍କିତ ଜୁଣଗଡି ଗ୍ରାମବାସୀ ତଟବନ୍ଧ ବିଭାଗର ନିଘା ନାହିଁ
ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ନଦୀ କୂଳିଆ ଗ୍ରାମବାସୀମାନେ କୁମ୍ଭୀର ଆତଙ୍କ ପାଇଁ ଭୟଭିତରେ ଚଳପ୍ରଚଳ କରି ଦିନ କାଟୁଥିବା ଵେଳେ ନଦୀରେ ଅତଡାଖସୀ ଗ୍ରାମ ଲୀନ ହେବାକୁ ଵସିଲାଣି। ହେଲେ ତଟଵନ୍ଧ ବିଭାଗର ଦୃଷ୍ଟି ପଡୁନଥିବା ତାହା ସାଧାରଣରେ ଆଲୋଚ୍ୟ ବିଷୟ ପାଲଟିଛି।ସୂଚନା!-->…
ଲଷ୍ମୀନୃସିଂହ ଚନ୍ଦନ ଯାତ୍ରା ପରିଚାଳନା କମିଟି ଗଠିତ : ପାର୍ଥ ସଭାପତି ଦାରୁଣ ସମ୍ପାଦକ
ଫୁଲବାଣୀ : ଲକ୍ଷ୍ମୀ ନୃସିଂହ ଠାକୁର ଙ୍କର ଜନ୍ମ ଚତୁର୍ଦ୍ଦଶୀ ପାଳନ ଅବସରରେ ଚନ୍ଦନ ଯାତ୍ରା ଫୁଲବାଣୀ ସହର ସ୍ଥିତ ଜିରିଙ୍ଗିପଡା ମନ୍ଦିର ପ୍ରାଙ୍ଗଣ ରେ ଜିରିଙ୍ଗିପଡା ଗ୍ରାମ କମିଟି ଆନୁକୂଲ୍ୟରେ ସହର ବାସୀଙ୍କର ଏବଂ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗରେ ଏହି ଯାତ୍ରା ଦୀର୍ଘ ୧୫ ଦିନ ଧରି!-->…
ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ବୃଦ୍ଧି
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ବୃଦ୍ଧି ହୋଇଛି l ୟୁଜିସି ପତ୍ର ସଂଖ୍ୟା F2-10/2023 ତା 20.02.2024 ଏବଂ ବ୍ରହ୍ମପୁର ବିଶ୍ଵାବିଦ୍ୟାଳୟ ପତ୍ର ସଂଖ୍ୟା 1830/CDC/BU/24 ତା 18.03.2024 ମାଧ୍ୟମରେ!-->!-->!-->…
ଟ୍ରେନରେ ଦୁର୍ଘଟଣା ଘଟି ଫୁଲବାଣୀର ବ୍ୟବସାୟୀ ମୋହନ ସାହୁଙ୍କ ମୃତ୍ୟୁ
ଫୁଲବାଣୀ : ଆନ୍ଧ୍ରପ୍ରଦେଶ ବିଜୟନଗରମ ଠାରେ ଟ୍ରେନରେ ଦୁର୍ଘଟଣା ଘଟି ଫୁଲବାଣୀ ନଦିଖଣ୍ଡି ସାହିର ଜଣେ ଯୁବକ ମୋହନ ସାହୁ (୪୨)ଙ୍କ ମୃତ୍ୟୁ ଘଟିଛି। ସୁଚନା ଅନୁସାରେ ମୋହନ ତାଙ୍କ ପିତା ଓ ପରିବାର ସହ ତିରୁପତି ବୁଲିବା ପାଇଁ ଯାଇଥିଲେ। ଗତ ରବିବାର ଦିନ ବୁଲାବୁଲି ସାରି ଟ୍ରେନ୍ ଯୋଗେ!-->…
ପାନୀୟ ଜଳରେ ପଙ୍କ ମିଶ୍ରିତ ନାଳ ନର୍ଦ୍ଦମା ପାଣି ବାହାରୁଥିବା କୁ ନେଇ ଅଭିଯୋଗ…
ଛତ୍ରପୁର, ତା.୨୦ / ୩ : ଛତ୍ରପୁର ସହରରେ ପାନୀୟଜଳଯୋଗାଣରେ ଦୂଷିତ, ଗୋଳିଆ, ପଙ୍କ ମିଶ୍ରିତ ନର୍ଦ୍ଧାମ ପାଣି ବାହାରୁଛି । ଏନେଇ ଲୋକେ ଅତିଷ୍ଠ ହୋଇ କ୍ଷୋଭ ପ୍ରକାଶ କରିଛନ୍ତି ।ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରାଞ୍ଚଳରେ ପାନୀୟ ଜଳରେ ଦୂଷିତ ଗୋଳିଆ ପାଣି!-->…
ଗଞ୍ଜାମ ଅବକାରୀ ବିଭାଗ ର ଏବେ ପୁଷ ମାସ, ବାଜିଲା ନିର୍ବାଚନୀ ବିଗୁଲ …!
ଜିଲ୍ଲା ଅବକାରୀ ବିଭାଗ ର ବଡ଼ ପଣ୍ଡା ମାନେହିଁ ବଡ଼ ମାଫିଆ..!!
ବଟି ମାଗିବା ପଡ଼ିଲା ମହଙ୍ଗା : ଆସିକା ସାଂସଦଙ୍କ ଦୁଇ ନାତିଙ୍କ ନାମ ରେ ମାମଲା ରୁଜୁ….
ବାଲି ଗାଡିକୁ ଅଟକାଇବା ଓ ଧମକ ଦେବା ନେଇ ଅଭିଯୋଗ…..
ଵ୍ରହ୍ମପୁର: ୨୦-୩ ଆସିକା ଥାନା ଅନ୍ତର୍ଗତ ଚେରମରିଆ ବ୍ରିଜ ନିକଟରେ ବେଆଇନ ଭାବେ ବାଲି ହାଇବା କୁ ଅଟକାଇ ବା ନେଇ ଲିଜ ଧାରୀ ସୁଧାନିଧି ଚୌଧୁରୀଙ୍କ ଅଭିଯୋଗ ପ୍ର କାରେ ଆସିକା ଥାନା ରେ ଏକ ମାମଲା ୨୧୬/୨୪ ରେ ଏକ ମାମଲା ଆଇ ପି!-->!-->!-->!-->!-->…
ଯନ୍ତ୍ରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଜଣେ ମୃତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରୁ ମାଧପୁର ପର୍ଯ୍ୟନ୍ତ ଚାଲିଥିବା ପୂର୍ତ୍ତ ବିଭାଗ କାର୍ଯ୍ୟ ପାଇଁ ଅନେକ ଦୁର୍ଘଟଣା ଘଟିଛି । ବିଭାଗୀୟ ଅଧିକାରୀ କିମ୍ବା ଠିକାଦାର ବେଫିକର ରହି ଦିନ ରାତି କାମ କରୁଥିବା ଦେଖୁବାକୁ ମିଳିଛି ଗତକାଲି ସନ୍ଧ୍ୟା ବେଳେ ଦୁତିମେଣ୍ଡି ମଲିକସାହି!-->!-->!-->…
ଦିନ ଦ୍ୱିପହରେ ହେଉଛି ଲୁଟ ଫିରିଙ୍ଗିଆରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ…
ଝାମ୍ପି ନେଲେ ୭୩ ହଜାର ଟଙ୍କା...
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଗତ କିଛିଦିନ ହେଲା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଦିନ ଦ୍ୱିପହରରେ ଜନଗହଳି ପୂର୍ଣ୍ଣ ବଜାର ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଠାରୁ ଦୁଇଜଣ ଦୁର୍ବୃତ୍ତ ଏକ ପଲସର ଗାଡ଼ିରେ ଆସି ଏକ ବ୍ୟାଗରେ ଥିବା!-->!-->!-->…
ହାତ ଛାଡ଼ିଲେ ବିଧାୟକ ଅଧିରାଜ ପାଣିଗ୍ରାହୀ
ଭୁବନେଶ୍ବର : କଂଗ୍ରେସକୁ ପୁଣି ଏକ ଝଟକା ଲାଗିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସ ଛାଡ଼ିଛନ୍ତି। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।
ବିଧାୟକ ଶ୍ରୀ ପାଣିଗ୍ରାହୀ!-->!-->!-->…