ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରୁ ଘରକୁ ଫେରୁଥିବା ସମୟରେ କାର୍ ଦୁର୍ଘଟଣାରେ ଅଜା ମୃତ୍ୟୁ, ନାତୁଣୀ ଆହତ…

ଆର,ଉଦୟଗିରି : ଗଜପତି ଜିଲ୍ଲା ରାମଗିରି ପଞ୍ଚାୟତକୁ ନବୀନ ଓଡିଶା ଅଧ୍ୟକ୍ଷ ପି.କେ ପାଣ୍ଡିଆନ ଗସ୍ତରେ ଆସିଥିଲେ। ପାଣ୍ଡିଆନ ଦେଖିବାପାଇଁ ଆଖ-ପାଖ ଗ୍ରାମର ଶହଶହ ଲୋକ ଆସିଥିଲେ। ସେହିପରି ରାମଗିରି ନିକଟସ୍ଥ ପରିସଲ ଗ୍ରାମର ସରସ ଆନନ୍ଦ ଏବଂ ତାଙ୍କ ନାତୁଣୀକୁ ଧରି କାଯ୍ୟକ୍ରମ ଦେଖିବା ପାଇଁ

ଦିନିକିଆ କନ୍ଧମାଳ ଗସ୍ତରେ ରାଜ୍ୟପାଳ…

ଫୁଲବାଣୀ : ଦିନିକିଆ କନ୍ଧମାଳ ଗସ୍ତରେ ଆସିଛନ୍ତି ରାଜ୍ୟପାଳ ରଘୁବର ଦାସ ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ବିଶି ପଡା ମେଡିକାଲ ଠାରେ ପହଁଞ୍ଚି ସେଠାରେ ଡ଼ାକ୍ତର , ମେଡିକାଲ କର୍ମଚାରୀ ଓ ଲୋକମାନଙ୍କ ସହ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରିଥିଲେ | ପରେ ଫିରିଙ୍ଗିଆ ବ୍ଲକ୍ ପରିସରରେ ଥ‌ିବା

ପରିବାର ସମ୍ପର୍କ ଅଭିଯାନ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ…

ଫୁଲବାଣୀ : ବିଜୁ ଜନତା ଦଳ ପକ୍ଷରୁ ପରିବାର ସମ୍ପର୍କ ଅଭିଯାନ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୌର ପରିଷଦର ବଜାର ପେଟ୍ରୋଲ ପମ୍ପ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ପୁଷ୍ପ ମାଲ୍ୟାର୍ପଣ ପରେ ଏଫ ସି ଆଇ ସ୍ଥିତ ସୁବାଷ୍ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ

ବିଭିନ୍ନ ପ୍ରକଳ୍ପର ଶୀଳାନ୍ୟାସ କଲେ ଉପ ବାଚସ୍ପତି…

ଦାରିଙ୍ଗବାଡ଼ି, ୨୩/୧ : ଉପ ବାଚସ୍ପତି ସାଲୁଗା ପ୍ରଧାନ ଦାରିଙ୍ଗବାଡ଼ି ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଶ୍ରୀପଙ୍କା ରାସ୍ତା ନିକଟ ବଡ଼ିପଦର ଛକ ଠାରେ ଭିତିପ୍ରସ୍ତର ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ

ନିଷେଧାଞ୍ଚଳରେ ମାଛ ମାରିବା ମହଙ୍ଗା ପଡିଲା, ଭୁଟିଭୁଟି ଓ ଆନୁସଙ୍ଗିକ ସାମଗ୍ରୀ ଜବତ ସହ ୫ଜଣଙ୍କୁଗିରଫ କରିଛି ବନ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନ ଖଣ୍ଡ ଅଧିନସ୍ଥ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମେଡେଲି ମାଉଥ୍ ଠାରୁ ପ୍ରାୟ ୧କିମି ଦୂରରେ ଗତକାଲି ଜୟମା ଗଙ୍ଗା ନାମକ ଭୁଟୁଭୁଟି ମାଛମାରୁଥିବା ଵେଳେ ଅପରାହ୍ନରେ ଵନଵିଭାଗର ଦୃଷ୍ଟି ଗୋଚର ହୋଇଥିଲା। ଫରେଷ୍ଟର ପ୍ରଫୁଲ୍ଲ କୁମାର ମାଝିଙ୍କ

ଭାଗବତ ସପ୍ତାହ, ଭକ୍ତି ଜ୍ଞାନଯଜ୍ଞ ଉଦଯାପିତ…

ହିଞ୍ଜିଳିକାଟୁ ୨୩/୧ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ମନ୍ଦିର ଆଗରେ ହିଞ୍ଜିଳିକାଟୁ ଭଗଵତ କଥା ଵିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସପ୍ତାହ ବ୍ୟାପୀ ଭକ୍ତି, ଜ୍ଞାନ ଯଜ୍ଞ ଉଦଯାପିତ ହୋଇଯାଇଛି । ଭଗବତ କଥା ଵିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ଦୀର୍ଘ ୨୫ ବର୍ଷ

ଋଣ ଟଙ୍କା ଆଦାୟ କରିବାକୁ ଯାଇ ଫାଇନାନ୍ସ କର୍ମଚାରୀ ଆକ୍ରମଣର ଶୀକାର…

କୋଡି ମାଡରେ ୨ ଫାଇନାନ୍ସ କର୍ମଚାରୀ ଗୁରୁତର, ଥାନାରେ ୨ ମାମଲା ରୁଜୁ, ଆକ୍ରମଣକାରୀ ଗିରଫହିଞ୍ଜିଳିକାଟୁ (୨୩ା୧) : ଋଣ ଟଙ୍କା ଆଦାୟ କରିବାକୁ ଯାଇ ଏକ ଘରୋଇ ଫାଇନାନ୍ସ କମ୍ପାନୀର ୨ଜଣ କର୍ମଚାରୀ ଆକ୍ରମଣର ଶୀକାର ହୋଇଛନ୍ତି । ଋଣ ନେଇଥିବା ମହିଳାଙ୍କ ସ୍ୱାମୀ ଫାଇନାନ୍ସ କମ୍ପାନୀର ୨

ମହାନ୍ ସଂଘ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ବ୍ରହ୍ମପୁର : ନେତାଜୀ ସୁଭାଷ ବୋଷ ଙ୍କ ପରି ସୁପୁତ୍ର ପାଇ ଭାରତ ମାଟି ଧନ୍ୟ ହୋଇଛି।ବୀର ସ୍ଵାଧୀନ ସଂଗ୍ରାମୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ମହାନ ସଂଘ ଓ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ପକ୍ଷ ରୁ ସକାଳେ ନେତାଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସଂଘର

ନବୀନ ଓଡ଼ିଶା ଅଧ୍ୟକ୍ଷ ପାଣ୍ଡିଆନଙ୍କ ଗଜପତି ଜିଲ୍ଲା ଗସ୍ତ, ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଅର୍ଥ ବରାଦ ନିମନ୍ତେ କଲେ…

ଆର,ଉଦୟଗିରି : ଗଜପତି ଜିଲ୍ଲା ଗସ୍ତ କରିଛନ୍ତି ମୋ ଓଡିଶା ନବୀନ ଓଡ଼ିଶା ତଥା ୫- ଟି ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ। ଦିନିକିଆ ଗସ୍ତରେ ଆସି ଗଜପତି ଷ୍ଟାଡିୟମ ଠାରେ ନୂଆ- ଓ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କଲେଜ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇ ସଠିକ୍ ମାର୍ଗରେ ଶିକ୍ଷ୍ୟା

ବାଲିଗୁଡାରେ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ…

ବାଲିଗୁଡା : ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶଭକ୍ତ, ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉତ୍ସବ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ