Sign in
Sign in
Recover your password.
A password will be e-mailed to you.
ଋଷିମାଳ ମହାବିଦ୍ୟାଳୟର ନୂଆ-ଓ, ଓଡ଼ିଆ ଭାଷା ସାହିତ୍ୟର ଉଦଯାପନୀ ସମାରୋହ…
ଦାରିଙ୍ଗବାଡ଼ି, ୨୪/୧ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ନୂଆ-ଓ, ଯୁବ ଓଡିଶା ଓ ନବୀନ ଓଡ଼ିଶାର ଉଦଯାପନୀ ତଥା ପୁରୁସ୍କାର ବିତରଣ ଉତ୍ସବ ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା!-->…
ସମୁଦ୍ର ପତନଠାରୁ ପାଞ୍ଚହଜାର ଫୁଟ ଉଚ୍ଚତାରେ ବଣ୍ଡାଘାଟିରେ ଷ୍ଟ୍ରବେରୀ ଚାଷ…
ମାଲକାନଗିରି : ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ବଣ୍ଡା ଘାଟିରେ ଷ୍ଟ୍ରବେରୀ ଫଳୁଥିବା ଦେଖିବାକୁ ମିଳିଛି। ସମୁଦ୍ର ପତନ ଠାରୁ ପାଞ୍ଚହଜାର ଫୁଟ ଉଚ୍ଚତାରେ ବଣ୍ଡାଘାଟି ଅବସ୍ଥିତ ଥିବାରୁ ସର୍ବଦା ଏଠାରେ ଥଣ୍ଡା ତାପମାତ୍ରା ଅଧିକ ରହିଥାଏ ଫଳରେ ଏଠାରେ ଷ୍ଟ୍ରବେରୀ ଚାଷର କରିବା ପାଇଁ!-->…
ମୋ ଓଡିଶା ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ ଓ ପାଠଚକ୍ର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ମୋ ଓଡିଶା ସାହିତ୍ୟ ପ୍ରତଯୋଗିତା ଓ ଜଗନ୍ନାଥ ସଂସ୍କୃତି ର ଉଦଯାପନୀ ଉତ୍ସବ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି, ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଧରାକୋଟ ର ରାଷ୍ଟ୍ରପତି!-->…
ଖେଳହେଲା କାଳ: ବାଲି ଚାଲାଣ ଦ୍ଵାରା ସୃଷ୍ଟି ଗାତରେ ପଡ଼ି ନାବାଳକର ମୃତ୍ୟୁ
ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ଅନ୍ତର୍ଗତ ଗୌଡ଼ପୁଟ ଗୋଲାସାହିରେ ବାଲି ଗାତରେ ପଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଛି ଏବଂ ଦୁଇଜଣ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।ମୃତ ନାବାଳକ ଜଣକ ଗୌଡ଼ପୁଟ ଗୋଲାସାହିର ଲଡୁ ପାତ୍ରଙ୍କ ପୁଅ ସାଇରାମ ପାତ୍ର। ସୂଚନା ଅନୁଯାୟୀ ସାଇରାମ ଓ ତାର!-->…
ଗଞ୍ଜାମ ଜିଲ୍ଲାର ୩ ପ୍ରଶାସନିକ ଅଧିକାରୀ (ଓ.ଏ.ଏସ) ଜିଲ୍ଲାରୁ ବଦଳି ହେବେ କେବେ..?
ବାବୁ ମାନେ କାହାର ଗେଲ୍ହା ପୁଅ...!!
କେନାଲ ରେ ଭାସୁଛି ବୃଦ୍ଧଙ୍କ ମୃତ ଦେହ…
ମାଲକାନଗିରି : ଆଜି ସକାଳ ୭ଟା ସମୟରେ ମାଲକାନଗିରି ମୁଖ୍ୟ କେନାଲରେ ଏକ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । କିଛି ବ୍ୟକ୍ତି ଶୌଚ କରୁଥିବା ସମୟରେ କେନାଲ ମଧ୍ୟରେ ଏକ ଶବ ରହିଥିବା ଦେଖି ନିକଟସ୍ଥ ବସ୍ତିରେ ଖବର ଦେଇଥିଲେ । ଘଟଣା ପ୍ରଘଟ ହେବା ପରେ କେନାଲ ନିକଟରେ ଲୋକାରଣ୍ୟ ହେଇ!-->!-->!-->…
ଦୁଇ ଫେରାର ଆସାମୀ ୱାରେଣ୍ଟି ବଳରେ ଗିରଫ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ପୁଲିସ ମଙ୍ଗଳବାର ଦୁଇ ଜଣ ଫେରାର ଆସାମୀକୁ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ୨୦୦୮ କନ୍ଧମାଳ ଦଙ୍ଗା ମାମଲାରେ ସମ୍ପୃକ୍ତ ରହିଥିବା ଅଭିଯୋଗରେ ଦୁର୍ଗାପଙ୍ଗା ଗ୍ରାମର ନରସିଂହ ବଣିଆ!-->…
ରାଜମିସ୍ତ୍ରୀକୁ ନିର୍ମମ ହତ୍ୟା ଘଟଣା : ତିନିଦିନ ପରେ ମଧ୍ୟ ପୁଲିସର ହାତ ଖାଲି
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପଣସପଡ଼ି ସାହିର ପ୍ରଶାନ୍ତ ପୂଜାରୀ ନାମକ ଜଣେ ରାଜମିସ୍ତ୍ରୀ କୁ ଏକ ନିର୍ମାଣାଧୀନ କୋଠା ମଧ୍ୟରେ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା କୁ ମଙ୍ଗଳବାର ତିନିଦିନ ବିତିଥିବା ବେଳେ ପୁଲିସ ର ହାତ ଖାଲି ରହିଛି.। ପ୍ରଶାନ୍ତ କୁ ଶନିବାର!-->…
ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଅପରେଶନଙ୍କ ମାଲକାନଗିରି ଗସ୍ତ…
ମାଲକାନଗିରି,୨୩।୧ : ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଅପରେଶନ) ଦେବଦତ୍ତ ସିଂ ଦୁଇ ଦିନିଆ ମାଲକାନଗିରି ଗସ୍ତ କରି ମାଓଗଡ଼ ତୁଳସୀ ପାହାଡ଼ ଓ ସ୍ୱାଭିମାନ ଅଞ୍ଚଳ ପରିଦର୍ଶନ କରିବା ସହିତ ସୁରକ୍ଷା ବ୍ୟବସ୍ଥା ଓ ମାଓଦମନ ନେଇ ବିଏସଏଫ ଅଧିକାରୀ ଓ ପୁଲିସ ଅଧିକାରୀ ଙ୍କ ସହିତ ସମୀକ୍ଷା!-->…
ଦିନିକିଆ କନ୍ଧମାଳ ଗସ୍ତରେ ରାଜ୍ୟପାଳ
ଫୁଲବାଣୀ : ଦିନିକିଆ କନ୍ଧମାଳ ଗସ୍ତରେ ଆସିଛନ୍ତି ରାଜ୍ୟପାଳ ରଘୁବର ଦାସ ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ବିଶି ପଡା ମେଡିକାଲ ଠାରେ ପହଁଞ୍ଚି ସେଠାରେ ଡ଼ାକ୍ତର , ମେଡିକାଲ କର୍ମଚାରୀ ଓ ଲୋକମାନଙ୍କ ସହ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରିଥିଲେ |ପରେ ଫିରିଙ୍ଗିଆ ବ୍ଲକ୍ ପରିସରରେ ଥିବା!-->…