ସହକର୍ମୀଙ୍କ ଉପରକୁ ଗୁଳି କଲେ ଆସାମ ରାଇଫଲ୍ସର ଜଣେ ଯବାନ, ୬ ଆହତ

ସହକର୍ମୀଙ୍କ ଉପରକୁ ଗୁଳି କଲେ ଆସାମ ରାଇଫଲ୍ସର ଜଣେ ଯବାନ। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯବାନ ଜଣକ ତାଙ୍କ ସହକର୍ମୀମାନଙ୍କୁ ଗୁଳି ମାରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମଣିପୁର ପୁଲିସର ସୂଚନା ମୁତାବକ, ଦକ୍ଷିଣ

୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ…

ସମ୍ବଲପୁର : ସମଲେଇ ପ୍ରକଳ୍ପ ଲୋକାର୍ପଣକୁ ମଝିରେ ଆଉ ୨ ଦିନ । ୨୭ ତାରିଖରେ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପକୁ ନେଇ କେବଳ ସମ୍ବଲପୁର ନୁହେଁ, ସାରା ଦେଶରେ ମାଆ ସମଲେଶ୍ବରୀ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଦିନ ପାଖେଇବା ସହ ପଶ୍ଚିମ

କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ୱର : ଚଳିତ ସାଧାରଣତନ୍ତ୍ର ଦିବସ ପରେଡରେ ମହିଳା ସଶକ୍ତିକରଣ ଓ ଅର୍ଥନୈତିକ ଉନ୍ନତିର ବାର୍ତ୍ତା ଦେଇ କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ବିଶ୍ବ ଦେଖିବ ଓଡ଼ିଶାର କଳା । ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ଼ ପାଇଁ ଚଳିତ ବର୍ଷର ବିଷୟବସ୍ତୁ ‘ବିକଶିତ

ଶଙ୍ଖ ଛାଡ଼ି ହାତ ଧରିଲେ ବଳଭଦ୍ର ମାଝୀ…

ଭବାନୀପାଟଣା: ଶଙ୍ଖ ଛାଡ଼ି ହାତ ଧରିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ। ଦୁଇ ସପ୍ତାହ ତଳେ ବିଜେଡି ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣାରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ

ପ୍ରତିଶୋଧ ନେଲେ ଇଡି ଅଧିକାରୀ; ଏଥର ପୂରା ସୁରକ୍ଷା ବଳୟରେ ଟିଏମସି ନେତାଙ୍କ ଘରେ ପଶିଲେ

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଶାହଜାହାନ ଶେଖ ଘରକୁ ଚଢ଼ାଉ ପାଇଁ ଯାଇ ଆକ୍ରମଣର ଶିକାର ହୋଇଥିବା ଇଡି ଟିମ୍‌ ଆଜି ପୁଣି ତରେ ଶାହଜାହାନଙ୍କ ଘର ଉପରେ ଚଢ଼ାଉ କରିଛି। ଗତ ଥର ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଇଡି ଅଧିକାରୀ ଆଜି ସମ୍ପୂର୍ଣ୍ଣ ସୁରକ୍ଷା ବଳୟରେ ପହଞ୍ଚି

କୋଚିଂ ସେଣ୍ଟର ପଞ୍ଜିକରଣ ସହ ନୂଆ ଗାଇଡଲାଇନ ଲାଗୁ କରାଯାଉ: ଓଡ଼ିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: କୋଚିଂ ସେଣ୍ଟର ପଞ୍ଜିକରଣ ସହ ନୂଆ ଗାଇଡଲାଇନ ଲାଗୁ ପାଇଁ ଦାବି କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଏଗୁଡିକୁ ନିୟନ୍ତ୍ରଣ କରିବାପାଇଁ ଓଡିଶା ଅଭିଭାବକ ମହାସଂଘ ଦୀର୍ଘ ଦିନ ଲଢେଇ କରିଆସୁଥିଲା। ପ୍ରାୟ ୪ବରର୍ଷ ପରେ କେନ୍ଦ୍ର ସରକାର କୋଚିଂ ସେଣ୍ଟର ଉପରେ ସ୍ୱତନ୍ତ୍ର ଗାଇଡ଼ ଲାଇନ

ରାହୁଲଙ୍କ ନାଁରେ ମାମଲା ରୁଜୁ; ଅମିତ ଶାହଙ୍କୁ ଚିଠି ଲେଖିଲେ ଖଡଗେ…

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ୍‌ ସହ ମୁହାଁମୁହିଁ ହେବା ତଥା ଭିଡ଼କୁ ଉସକାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କେସି ବେଣୁଗୋପାଳଙ୍କ ସମେତ ଶତାଧିକ ଦଳୀୟ କର୍ମୀଙ୍କ

ଶିମିଳିପାଳରେ କଳାବାଘ ଦେଖିବେ ପର୍ଯ୍ୟଟକ; ସଫାରୀ ନେଇ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ସଫାରୀ ହେବ। ପର୍ଯ୍ୟଟକମାନଙ୍କୁ ସଫାରୀ ଭିତରେ କଳାବାଘ ଦେଖିବାର ନିଆର ସୁଯୋଗ ମିଳିବ। ରାଜ୍ୟ ସରକାର ଏଥିପାଇଁ ପଦକ୍ଷେପ ନେବାକୁ ଯାଉଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି।

କାନାଡାରେ କ୍ରାଶ ହେଲା ବିମାନ; ୬ ମୃତ, ଜଣେ ଗୁରୁତର

କାନାଡାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କର ପ୍ରାଣହାନୀ ହୋଇଛି। କାନାଡାର ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି। କାନାଡାର ଉପାନ୍ତ ଅଞ୍ଚଳରେ

କଂଗ୍ରେସ ନେତାଙ୍କ ପ୍ରଶ୍ନ – ସତରେ କ’ଣ ମୋଦି ୧୧ ଦିନିଆ ବ୍ରତ ପାଳନ କରିଥିଲେ..?

ଅଯୋଧ୍ୟା ରାମ ମନ୍ଦିରର ଉଦ୍‌ଘାଟନ ପୂର୍ବରୁ ୧୧ ଦିନର ଉପବାସ ବ୍ରତ ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଭଗବାନ ରାମଙ୍କ ଆଖିରୁ ପଟି ଖୋଲିବା ପରେ ମୋଦି ଚରଣାମୃତ ପିଇ ନିଜ ୧୧ ଦିନର ଉପବାସ ଭାଙ୍ଗିଥିଲେ। ମାତ୍ର ମୋଦିଙ୍କ ଉପବାସ ବ୍ରତକୁ ନେଇ ସନ୍ଦେହ ପ୍ରକଟ କରିବା ସହ ପ୍ରଶ୍ନ ଉଠାଇଛନ୍ତି