Sign in
Sign in
Recover your password.
A password will be e-mailed to you.
ଗଙ୍ଗା ସ୍ନାନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ପିଟିଲା ଟ୍ରକ୍ – ୧୨ ମୃତ…
ଲକ୍ଷ୍ନୌ : ଅଧା ରହିଗଲା ଗଙ୍ଗା ସ୍ନାନ। ଅଟୋରେ ଗଙ୍ଗା ସ୍ନାନ ପାଇ ଯାଉଥିବା ଶ୍ରଦ୍ଧାଳୁଙ୍କୁ ପଛରୁ ପିଟିଲା ଟ୍ରକ୍। ଚାଲିଗଲା ୧୨ ଜଣଙ୍କ ଜୀବନ। ଉତ୍ତରପ୍ରଦେଶର ଶାହାଜାହାଁପୁରରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ଆଜି ସକାଳୁ ଶହାଜାହାଁପୁର ମଦନାପୁର…
ପ୍ରକଳ୍ପ ଉଦ୍ଘାଟନ କରିବାକୁ ଯାଇ ହଟହଟା ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା…
ବେଙ୍ଗାଲୁରୁ : ପ୍ରକଳ୍ପ ଉଦ୍ଘାଟନ କରିବାକୁ ଯାଇ ହଟହଟା ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା। ସ୍ୱିଚ୍ ଟିପିବା ପରେ ବି ଷ୍ଟାର୍ଟ ହେଲାନି ମଟର୍। ସର୍ବସମ୍ମୁଖରେ ଲୋକହସା ହେଲେ ମୁଖ୍ୟମନ୍ତ୍ରୀ। ଏହି ଘଟଣା ପରେ ଆକ୍ସନ ମୁଡ୍କୁ ଆସିଛନ୍ତି କର୍ଣ୍ଣାଟକ…
ଗଣତନ୍ତ୍ର ଦିବସରେ ୧୧୩୨ ଜଣ ବୀରଙ୍କୁ ମିଳିବ ସମ୍ମାନ, ଜମ୍ମୁ କଶ୍ମୀରରୁ ପାଇବେ ସର୍ବାଧିକ…
ନୂଆଦିଲ୍ଲୀ : ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଠତା ଏବଂ ସାହସିକତା ପ୍ରଦର୍ଶନ ପାଇଁ ୧୧୩୨ ଜଣଙ୍କୁ ମିଳିବ ସମ୍ମାନ। ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାଲିକା ପ୍ରକାଶ କରିଛି।ଆସନ୍ତାକାଲି ୭୫ତମ ଗଣତନ୍ତ୍ର ଦିବସରେ ଏହି ସମ୍ମାନ ପ୍ରଦାନ କରାଯିବ।
ପୁଲିସ, ଅଗ୍ନିଶମ,…
ପ୍ରଥମ ଦିନରେ ଅଯୋଧ୍ୟା ରାମ ମନ୍ଦିରକୁ ଦାନ ହୋଇଛି ୩ କୋଟି ଟଙ୍କା…
ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ତା’ପର ଦିନ ଅର୍ଥାତ୍ ଜାନୁଆରୀ ୨୩ରେ ଏହାକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲି ଦିଆଯାଇଥିଲା। ଆଉ ପ୍ରଥମ ଦିନରେ ହିଁ ଭକ୍ତମାନେ ରାମ ମନ୍ଦିରକୁ ୩.୧୭ କୋଟି…
ଆତ୍ମରକ୍ଷା କାର୍ଯ୍ୟକ୍ରମ ଉଦଯାପିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ବ୍ୟକ୍ତା!-->…
କଂଗ୍ରେସ ପ୍ରଭାରୀଙ୍କୁ ମଟର ସାଇକେଲ ଶୋଭାଯାତ୍ରାରେ ସ୍ଵାଗତ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ସଭାଗୃହ ଠାରୁ ସ୍ଵାଗତ କରିବା ସହ ଇଣ୍ଡିଆନ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରା କରି ସ୍ୱାଗତ!-->…
ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା…
ଉମରକୋଟ : ଓଡ଼ିଶା ସରକାର ଦୀର୍ଘ ଦିନ ଧରି ବାଳିକା ବିବାହ, ଏବଂ ଶିଶୁ ମୃତ୍ୟୁକୁ ରକିବା ନେଇଁ ବିଭିନ୍ନ କାର୍ଯ୍ୟ କରୁଥିଲେ କିନ୍ତୁ ସମ୍ପୂର୍ଣ ସଫଳ ହେଇ ପାରୁ ନଥିଲେ | ବର୍ତମାନ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ଏବଂ ପୋଷଣର ଅଭିବୃଦ୍ଧି ଏକ ଅଭିନବ ପ୍ରୟାସ କୁ!-->…
ଦାରିଙ୍ଗବାଡ଼ି ସରକାରୀ ଉଚ୍ଚବିଦ୍ୟାଳୟରେ ରାଷ୍ଟ୍ରୀୟ କନ୍ୟା ଶିଶୁ ଦିବସ ପାଳନ
ଦାରିଙ୍ଗବାଡ଼ି,୨୫/୧ : ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ଶିଶୁ ଦିବସ ସିଡିପିଓ ଅଞ୍ଜଳି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ, ମୁଖ୍ୟ ବକ୍ତା ଭାବେ ସରକାରୀ ଉଚ୍ଚ!-->…
ଓଡ଼ଗାଁ କଲେଜରେ ଓଡ଼ିଆ ଭାଷା ଉପଯୋଗୀତା ସମ୍ପର୍କିତ ଆଲୋଚନା ଚକ୍ର
ଓଡ଼ଗାଁ : ରଘୁନାଥ ସମବାୟ ମହାବିଦ୍ୟାଳୟ ଓଡ଼ଗାଁ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଦ୍ଵାରା ଓଡ଼ିଆ ଭାଷାର ଉପଯୋଗୀତା କୁ ନେଇ ଏକ ସାହିତ୍ୟ ଆଲୋଚନା ଚକ୍ର ଆୟୋଜିତ ହୋଇଅଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ!-->…
ଓଡ଼ଗାଁରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୧୭ଟି ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପିତ…
ଓଡ଼ଗାଁ : ୫ଟି ବିଦ୍ୟାଳୟ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ନୟାଗଡ଼ ଜିଲ୍ଲାର ୭୫ଟି ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ ହୋଇଥିବା ବେଳେ ଓଡ଼ଗାଁ ବ୍ଲକ୍ ର ୧୭ଟି ଉଚ୍ଚ ବିଦ୍ୟାଳୟ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଅଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଅଛି । ଏଥିପାଇଁ!-->…