Sign in
Sign in
Recover your password.
A password will be e-mailed to you.
କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ; ମୋଦିଙ୍କୁ ପ୍ରଶଂସାରେ ପୋତିଲେ ନୀତୀଶ…
ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜସେବୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ଘୋଷଣା ପରେ ବଦଳି ଯାଇଛି ରାଜନୈତିକ ପାଣିପାଗ। କାରଣ ମେଣ୍ଟ ଦଳରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ରର ବିଜେପି…
୧୪ତମ ଜାତୀୟ ମତଦାତା ଦିବସ ପାଳିତ…
ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ୧୪ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡ଼ି ମାଲେଶ୍ୱର ପାତ୍ର, ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ!-->…
ସ୍ତ୍ରୀକୁ ମାରି ଜଙ୍ଗଲରେ ଫୋପାଡ଼ି ଦେଲା ସ୍ବାମୀ…
ଦାରିଙ୍ଗବାଡି,୨୫/୧ : କନ୍ଧମାଳ ଜିଲ୍ଲାଦାରିଙ୍ଗବାଡି ଥାନା ଅନ୍ତର୍ଗତ ବି. ଡକେବାଡ଼ିର ବଡଧାଡ଼ି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ତ୍ରୀକୁ ମାରି ପାହାଡ଼ରେ ଫୋପାଡ଼ି ଦେଇଛି ସ୍ବାମୀ । ବଡ଼ଧାଡ଼ି ଗ୍ରାମର ମୀତୁ ପ୍ରଧାନ ଙ୍କ ସ୍ତ୍ରୀ ସାନ୍ତନା ନାୟକ ମଙ୍ଗଳବାର ଠାରୁ ନିଖୋଜ ଥିଲେ ।!-->…
ଶେରଗଡ଼ରେ ବିଜେପିର ନବ ମତଦାତା ସମ୍ମିଳନୀ
ହିଞ୍ଜିଳିକାଟୁ ୨୫/୧ : ଚଳିତ ନିର୍ବାଚନରେ ମୁଖ୍ୟ ନିର୍ଣ୍ଣାୟକ ସାଜିବେ ନୂତନ ମତଦାତା । ନୂଆ ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ବିଜେପିର ବଡ ପ୍ଲାନ । ଜାତୀୟ ଭୋଟର ଦିବସରେ ଓଡ଼ିଶାରେ ୨୫୦ ସ୍ଥାନ ସହ ସାରା ଦେଶରେ ୫ ହଜାର ସ୍ଥାନରେ ହେବ ନବ ମତଦାତା ସମ୍ମିଳନୀ । ନୂଆ ଭୋଟରଙ୍କ ସହ!-->…
ମୁଗକଣି ଗ୍ରାମରେ ମହିମା ଅଲେଖଙ୍କ ଯଜ୍ଞରେ ଯୋଗଦେଲେ ପ୍ରାକ୍ତନ ଵିଧାୟକ…
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ହାତୀନା ପଞ୍ଚାୟତ ମୁଗ କଣି ଗ୍ରାମରରେ ମହିମା ଅଲେଖ ମହୋତ୍ସବ ତିନିଦିନ ଧରି ଚାଲୁଥିବା ବେଳେ ଆଜି ପ୍ରାତଃ କାଳରେ ପୂର୍ଣ୍ଣାହୁତି କରାଯାଇଛି। ବ୍ରହ୍ମାବଧୂତ ନଟବର ବାବାଙ୍କ ପୌରହିତ୍ୟରେ ଏହି ସତ୍ ସଙ୍ଗ ଅନୁଷ୍ଠିତ ହୋଇଯାଇଛି। ଏଥିରେ!-->…
ଝରୀଗାଁ ଆଶାକର୍ମୀମାନଙ୍କ ୧୦ଦଫା ଦାବୀ ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…
ଉମରକୋଟ : ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ଆଶାକର୍ମୀ ସଙ୍ଘର ଆହ୍ୱାନ କ୍ରମେ ୨୪/୦୧/୨୦୨୪ ରିଖ ଝରୀଗାଁ ବ୍ଲକ ଅଫିସ ସମ୍ମୁଖରେ ପହଂଚି ସେଠାରେ ଶାନ୍ତି ପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ପରେ ଏକ ସଭାର ଆୟୋଜନ ଆଶା କର୍ମୀ ମାନେ କରିଥିଲେ |!-->…
ସଡକ ସୁରକ୍ଷା ଲକ୍ଷ୍ୟରେ ଟିପିଏସ୍ଓଡିଏଲ୍ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର
ବ୍ରହ୍ମପୁର : ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ପକ୍ଷରୁ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି । ଏହିକ୍ରମରେ ଗୁରୁବାର କମ୍ପାନୀର ବ୍ରହ୍ମପୁର ଆମ୍ବଗଡ଼ସ୍ଥିତ ତାଲିମ କେନ୍ଦ୍ରରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଛି । ଟିପିଏସ୍ଓଡିଏଲର!-->…
ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ନବମତଦାତା ସମ୍ମିଳନୀ
ବ୍ରହ୍ମପୁର, ୨୫/୧ : ଭାରତୀୟ ଜନତା ଯୁବମୋର୍ଚ୍ଚା ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ନବ ମତଦାତା ସମ୍ମିଳନୀ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ରଙ୍କ ସଂଯୋଜନାରେ ଗୋସାଇଁନୂଆଗାଁ ସ୍ଥିତ ଉତ୍ତରେଶ୍ୱର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ବିଜେପି!-->…
ପଶ୍ଚିମବଙ୍ଗରେ ପ୍ରବେଶ କଲା ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା, ବିରୋଧ ପ୍ରଦର୍ଶନ କଲା ଟିଏମସି
କୋଲକାତା : କଂଗ୍ରେସ ଦଳର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିଛି। ଏହି ପ୍ରବେଶ ସହିତ ରାହୁଲ ଗାନ୍ଧୀ ବାର୍ତ୍ତା ଦେଇଛନ୍ତି ଯେ ସେ ଇଣ୍ଡିଆ ମେଣ୍ଟ ସହଯୋଗୀ ତୃଣମୂଳ କଂଗ୍ରେସକୁ ଚ୍ୟାଲେଞ୍ଜ କରିବା ପାଇଁ ନୁହେଁ…
ଆଗାମୀ ନିର୍ବାଚନରେ ରାହୁଲଙ୍କ ଅହଂକାରକୁ ଲୋକ ଦେଖିବେ – ହିମନ୍ତ
ଗୌହାଟୀ : ବଦଳିଲା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସ୍ୱର। ଗତକାଲି ରାହୁଲ ଗାନ୍ଧିଙ୍କୁ ନିର୍ବାଚନ ପୂର୍ବରୁ ଗିରଫ କରିବାକୁ କହୁଥିଲେ କିନ୍ତୁ ଆଜି ଦରକାର ବୋଲି କହୁଛନ୍ତି।ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି!-->…