ମେ’ ୬ରୁ ଓଜେଇଇ: ୩୩ଟି କେନ୍ଦ୍ରରେ ହେବ ପରୀକ୍ଷା…

ଭୁବନେଶ୍ୱର: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ। ଏଥିପାଇଁ ଆଜିଠାରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଛି। ଆସନ୍ତା…

କଂଗ୍ରେସ କରାଇଲା ବିଜେପି-ବିଜେଡି ବାହାଘର; ବାଜିଲା ସାହାନାଇ, ପଡ଼ିଲା ହାତଗଣ୍ଠି

ଭୁବନେଶ୍ବର :ତେଲଙ୍ଗାନାର ଥିଓରୀ ଓଡ଼ିଶାରେ ଆପଣାଇଛି କଂଗ୍ରେସ। ତେଲଙ୍ଗାନାରେ ବିଜେପି ଓ ବିଆରଏସ୍ ବିବାହ କରି କଂଗ୍ରେସ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଓଡ଼ିଶାରେ ବିଜେଡିର ଓ ବିଜେପିର ବାହାଘର କରୁଛି। ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ମଧୁର ସଂପର୍କ ଥିବା ଅଭିଯୋଗ

ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଦେବେ ଭୋଟ୍

ଭୁବନେଶ୍ବର : ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଜୋରସୋରରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହା ମଧ୍ୟରେ ସାଧାରଣ ନିର୍ବାଚନରେ ପୋଲିଂ ଅଧିକାରୀଙ୍କ ପାଇଁ ଆରମ୍ଭ ହୋଇଛି ନୂଆ ବ୍ୟବସ୍ଥା।ପୋଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁଠାରେ ଡ୍ୟୁଟି କରୁଥିବେ ସେହି ସ୍ଥାନରେ

ଭୁବନେଶ୍ବରରେ ନବଜାତ ଶିଶୁର ମୃତଦେହ ଜାତୀୟ ରାଜପଥକଡ଼ କଣ୍ଟାବୁଦାରୁ ଉଦ୍ଧାର…

ଭୁବନେଶ୍ବର: ପୁଣି ଥରେ ନବଜାତ ଶିଶୁ ଅଲୋଡ଼ା ହୋଇଛି। ରାଜଧାନୀ ଭୁବନେଶ୍ବରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମ‌ଞ୍ଚେଶ୍ବର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥକଡ଼ ଏକ କଣ୍ଟାବୁଦାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ନବଜାତର ଜନ୍ମ ପରେ ତାକୁ କେହି ଫିଙ୍ଗି…

ନକଲି ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ; ୪ ଗିରଫ

କେନ୍ଦୁଝର : ବଡ ଧରଣର ନକଲି ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ କରିଛି କେନ୍ଦୁଝର ପୁଲିସ। ସାଇବର କ୍ରାଇମରେ ବ୍ୟବହୃତ ୫ଶହରୁ ଅଧିକ ନକଲି ସିମକାର୍ଡ ଜବତ ସହ ୪ ଜଣଙ୍କୁ ଗିରଫ କରିଛି କେନ୍ଦୁଝର ପୁଲିସ।…

ସ୍ୱାଭିମାନ ଅଞ୍ଚଳରେ ପାଳନ ହେଲା ବିଜୟ ଦିବସ…

ମାଲକାନଗିରି, ୨୫।୧ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ବିଜୟ ଦିବସ ପାଳନ କରାଯାଇଛି। ଆସନ୍ତା କାଲି ଭାରତରେ ପାଳନ ହେବ ୭୫ ତମ ସାଧାରଣତନ୍ତ୍ର ଦିବସ,ଏହାର ଗୋଟିଏ ଦିନ ପୂର୍ବରୁ ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲା

ବାସନ ଧୋଇବାକୁ ଯାଇ ପୋଖରୀରେ ଖସି ଯୁବତୀ ମୃତ୍ୟୁ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ ଵନଵିହାରିପୁରୁର ନିମାଇଁ ଚରଣ ଖଟୁଆଙ୍କ ପ୍ରାୟ 35ଵର୍ଷର ସ୍ତ୍ରୀ ଆଜି ମଧ୍ୟାହ୍ନରେ ପୋଖରିରେ ବାସନ ମାଜୁଥିବା ସମୟରେ ଗଭିର ପୋଖରିରେ ଗୋଡ ଖସିଯାଇ ମୃତ୍ୟୁ ବରଣ କରିଥିବା ମୃତ ଜ୍ୟୋତ୍ସ୍ନାର ପରିଵାର ଲୋକ ରାଜନଗର ଥାନାରେ

ଜାତୀୟ ମତଦାତା ଦିବସ ପାଳିତ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାରେ ଜାତୀୟ ମତ ଦାତା ଦିବସ ପାଳନ କରାଯାଇଛି । ଏହି ଅବସରରେ ଏକ ମତଦାତା ସଚେତନତା ରାଲି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସଂସ୍କୃତି ଭବନ ପର୍ଯ୍ୟନ୍ତ ଯାତ୍ରା କରିଥିଲା । ଉକ୍ତ ସଚେତନତା ରାଲିରେ ସଦର ମହକୁମାର ଆଠ ଗୋଟି ମହାବିଦ୍ୟାଳୟର

ଅମୃତ କାଳରେ ଦେଶକୁ ନୂଆ ଉଚ୍ଚତାକୁ ନେବାର ସୁଯୋଗ ଆସିଛି : ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶ ଅମୃତ କାଳର ପ୍ରାରମ୍ଭିକ ସମୟରେ ଅଛି । ଦେଶକୁ ଏକ ନୂଆ ଉଚ୍ଚତାକୁ ନେବାକୁ ଆମ ହାତରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ଲକ୍ଷ୍ୟ ହାସଲ ପାଇଁ ପ୍ରତି ନାଗରିକଙ୍କ ଯୋଗଦାନ ଜରୁରୀ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୭୫ତମ ଗଣତନ୍ତ୍ର…

ବିଜେପିକୁ ଫେରିଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର…

ବେଙ୍ଗାଲୁରୁ : ବିଜେପିକୁ ଫେରିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର। ଗତ ବର୍ଷ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିବା ଏହି ବରିଷ୍ଠ ନେତା ଆଜି ପୁନର୍ବାର ବିଜେପିରେ ଯୋଗ ଦେଇଛନ୍ତି। 2023 କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡିଥିଲେ…