Sign in
Sign in
Recover your password.
A password will be e-mailed to you.
ସରକାରୀ ଜମି ଜବରଦଖଲ ଉଚ୍ଛେଦ
ରିଆମାଳ, ୨୫/୧ : ଦେବଗଡ ଜିଲ୍ଲା ରିଆମାଳ ତହସିଲ ଅନ୍ତର୍ଗତ ବୁଢାପାଳ ପଂଚାୟତର ବୁଢାପାଳ ମହାବିଦ୍ୟାଳୟ ସମ୍ମୁଖ ରଥସାହିଠାରେ ପ୍ରଶାସନ ତରଫରୁ ଜମି ଜବରଦଖଲ ଉଚ୍ଛେଦ କରାଯାଇଛି । ସୂଚନା ଅନୁସାରେ ରଥସାହିରେ ୧୨ ଏକର ସରକାରୀ ଜମିକୁ ଜବରଦଖଲ କରି କିଛି ଲୋକ ବହୁ ବର୍ଷ ହେଲା ବାସଗୃହ, ଦୋକାନ!-->…
ଦାବି ପୂରଣରେ ବିଳମ୍ବତାର ପ୍ରତିବାଦ : କଂଟାପାଲି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲା ଜିଲା କୃଷକ ସଂଘର୍ଷ…
ଦେବଗଡ଼,୨୫ା୧ : ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମୀହିନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀ ପୁରଣରେ ବିଳମ୍ବତା ଯୋଗୁଁ ଗୁରୁବାର!-->!-->!-->…
ବିଜୁ କଲ୍ୟାଣ ମଣ୍ଡପଠାରେ ନବ ମତଦାତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ଫୁଲବାଣୀ : ଜାତୀୟ ମତଦାତା ଦିବସରେ ଦେଶର ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି।ଏହି ସମ୍ମିଳନୀରେ ଉପସ୍ଥିତ ଯୁବ ଭୋଟର ମାନଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପଠାରେ!-->!-->!-->…
ବିଜେପିରେ ଯୋଗ ଦେଲେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଆଜି ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ…
ଓଡ଼ିଆ କଳାକାର ଭାଗବତ ପ୍ରଧାନ, ଗୋପୀନାଥ ସ୍ବାଇଁଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର…
ଭୁବନେଶ୍ବର: ଭାରତ ସରକାର ୨୦୨୪ ମସିହା ପାଇଁ ସମ୍ମାନ ଜନକ ପଦ୍ମପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ୩୪ ଜଣ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ ଏହି ତାଲିକାରେ ୨ ଜଣ ଅଛନ୍ତି। ଏହି ଦୁଇ ପ୍ରତିଭା ହେଲେ ଶବ୍ଦ ନୃତ୍ୟର ବିଶିଷ୍ଟ…
୯ ମାସ ପରେ ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ବସନ୍ତ ଗିରଫ…
ସୁନ୍ଦରଗଡ଼: ୯ ମାସ ତଳେ ଚର୍ଚ୍ଚାକୁ ଆସିଥିବା ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଚାକିରି ନାଁରେ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ସୁନ୍ଦରଗଡ଼ କାଙ୍କେରଜୁରା ସ୍କୁଲ୍ ପ୍ରଧାନ ଶିକ୍ଷକ ବସନ୍ତ ତାଜନକୁ ଗୁରୁବାର ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ…
ପୂର୍ଣ୍ଣ କାର୍ଯ୍ୟକ୍ଷମ ବିମାନବନ୍ଦର ଆଶା ଫିଟିଲା: ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଲେ ଜୁଏଲ
ରାଉରକେଲା: ରାଉରକେଲା ବିମାନବନ୍ଦରରେ ଲାଗିରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସାଂସଦ ଜୁଏଲ ଓରାମ ଆଜି ପୁନର୍ବାର ଦାବି କରିଛନ୍ତି। ବେସାମରିକ ବିମାନ ଚଳାଚଳା ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି ସବିଶେଷ ଆଲୋଚନା କରିବା ସହ ପଦକ୍ଷେପ ନେବାକୁ…
ମଣ୍ଡିରେ ଭିଜୁଛି ଧାନ, ମିଲରଙ୍କ ମନମାନି ନେଇ ବଢୁଛି ଚାଷୀ ଅସନ୍ତୋଷ…
ଭଦ୍ରକ: ଭଦ୍ରକ ଜିଲ୍ଲାରେ ମିଲରଙ୍କ ମନମାନି ଯୋଗୁ ମଣ୍ଡିରେ ପଡ଼ି ରହିଛି ଟ୍ରକ୍ଟ୍ରକ୍ ଧାନ। ଚାଷୀଙ୍କ ଠାରୁ ଧାନ କିଣା ହୋଇ ମଧ୍ୟ ମଣ୍ଡିରୁ ମିଲକୁ ଉଠି ପାରୁନି ଧାନ। ଫଳରେ ଖରା ବର୍ଷା ଏବଂ ଶୀତ କାକରରେ ପଡି ରହିଛି ଚାଷୀଙ୍କ ଟ୍ରକ୍ଟ୍ରକ୍ ଧାନ। ଗତ ଦୁଇ ଦିନର…
୨୭ରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ରାଜ୍ୟ ସରକାର…
ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପ ଉଦଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ। ମା’ଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ। ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର…
ବୟସ୍କ, ଦିବ୍ୟାଙ୍ଗ ଓ ଅସୁସ୍ଥ ଭୋଟରଙ୍କ ପାଇଁ ଲାଗୁ…
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରୀ ବ୍ୟବସ୍ଥା ସଂପର୍କରେ ନାନା ତଥ୍ୟ ସାମ୍ନାକୁ ଆସୁଛି। ଏଥର ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି। ଘରେ ରହି ବୟସ୍କ, ଦିବ୍ୟାଙ୍ଗ ଓ ଅସୁସ୍ଥ ଭୋଟର ଭୋଟ୍ ଦେବେ। ୮୦…