Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁ ବ୍ଲକରେ ଜାତୀୟ ମତଦାତା ଦିବସ ପାଳନ
ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସଭଗୃହରେ ୧୪ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର ଡ଼.ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି ଏବଂ ଅତିରିକ୍ତ ମଣ୍ଡଳ ଉନ୍ନୟନ!-->…
ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଠାରେ ସାଧାରଣତନ୍ତ୍ର ଦିବସ ପାଳିତ…
ଫୁଲବାଣୀ : ଫୁଲବାଣୀ ବିଜୁ ଜନତା ଦଳ ମୁଖ୍ୟ କାର୍ଯ୍ୟାଳୟ ଠାରେ ମାନ୍ୟବର ବିଧାୟକ ଫୁଲବାଣୀ ଅଙ୍ଗଦ କହଁର ଙ୍କ ଦ୍ୱାରା ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତୋଳନ କରାଯାଇ ଥିଲା l ଶ୍ରୀ.କହଁର କର୍ମୀ ମାନଙ୍କୁ ସାଧାରଣତନ୍ତ୍ର ର 75 ବର୍ଷ ପୂର୍ତ୍ତି ଅବସରରେ ଦେଶ ଉପରେ ନିଜର!-->…
ଫୁଲବାଣୀ ପ୍ରେସକ୍ଲବ ଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ
ଫୁଲବାଣୀ -କନ୍ଧମାଳ ଜିଲ୍ଲା ଫୁଲବାଣୀ ପ୍ରେସ କ୍ଲବ ଠାରେ ୭୫ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି |ଏହି ଅବସରରେ ପ୍ରେସ କ୍ଳବ ସଭାପତି ସୁନୀଲ ପଟନାୟକ ପ୍ରେସ କ୍ଳବ ଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ୭୫ ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ଯେଉଁ ମହାପୁରୁଷ ମାନେ!-->…
ମୂର୍ତ୍ତି ଗଢ଼ିବା ସମୟରେ ପ୍ରତିଦିନ ସନ୍ଧ୍ୟା ୪ରୁ ୫ଟା ମଧ୍ୟରେ ଏକ ମାଙ୍କଡ଼ ଆସି ରାମଲଲ୍ଲାଙ୍କୁ ଦେଖି ଚାଲିଯାଏ: ଅରୁଣ…
ନୂଆଦିଲ୍ଲୀ: ଶିଳ୍ପୀ ଅରୁଣ ଯୋଗୀରାଜ ଅଯୋଧ୍ୟା ରାମମନ୍ଦିର ପାଇଁ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିଛନ୍ତି। ଉକ୍ତ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ଜାନୁଆରି ୨୨ ତାରିଖରେ ହୋଇସାରିଛି। ତେବେ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିବା ସମୟରେ ଅରୁଣ ଯୋଗୀରାଜଙ୍କ…
ଯୁଧିଷ୍ଠିରଙ୍କ ଉତ୍ତରକୁ ଭିତ୍ତି କରି ରାୟ ଶୁଣାଇଲେ ବିଚାରପତି…
ରାଞ୍ଚି: ଝାଡ଼ଖଣ୍ଡ ହାଇକୋର୍ଟ ଆଜି ଜଣେ ପିତା ଏବଂ ପୁଅଙ୍କ ବିବାଦରେ ନିଜର ରାୟ ପ୍ରଦାନ କରି ମହାଭାରତ ଏବଂ ବେଦକୁ ସୂଚାଇ କହିଛନ୍ତି ଯେ ପୁଅର ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ ଅଛି ଏବଂ ପିତାଙ୍କ ସ୍ଥାନ ସ୍ୱର୍ଗଠାରୁ ଅଧିକ। ଜଷ୍ଟିସ ସୁଭାଷ ଚନ୍ଦ ମହାଭାରତରେ ଯକ୍ଷଙ୍କ…
ଭାଙ୍ଗିଯିବ ବିହାର ସରକାର! ପୁଣି ମୁଖ୍ୟମନ୍ତ୍ରୀ ହେବ ନୀତୀଶ କୁମାର
ଶେଷରେ ଭାଙ୍ଗିବାକୁ ଯାଉଛି ଆରଜେଡି-ଜେଡିୟୁ ମେଣ୍ଟ। ବିହାରରେ ଗଠନ ହୋଇପାରେ ବିଜେପି-ଜେଡିୟୁ ସରକାର। ଆସନ୍ତା ଜାନୁଆରୀ 28ରେ ଜେଡିୟୁ-ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର।
ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଆସନ୍ତା…
ସମ୍ପର୍କରେ ତିକ୍ତତା ମଧ୍ୟରେ ଭାରତକୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲା କାନାଡା
ଭାରତ-କାନାଡା ସମ୍ପର୍କରେ ତିକ୍ତତା ମଧ୍ୟରେ ଭାରତକୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲା କାନାଡା। ଭାରତରେ ଥିବା କାନାଡାର ହାଇକମିଶନ ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଅଭିନନ୍ଦନ ଜଣାଇଛନ୍ତି।
ଏକ ଏକ୍ସ ପୋଷ୍ଟ ମାଧ୍ୟମରେ ହାଇକମିଶନର କହିଛନ୍ତି, “ଭାରତକୁ ଗଣତନ୍ତ୍ର…
ଏବେ କାଶୀ, ମଥୁରା ବାକି ଅଛି :ଗିରିରାଜ ସିଂ
ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଜ୍ଞାନବାପି ମସଜିଦ ପରିସରର ସର୍ଭେ ରିପୋର୍ଟ ହିନ୍ଦୁ ଓ ମୁସଲମାନ ପକ୍ଷକୁ ପ୍ରଦାନ କରାଯାଇଛି। ହିନ୍ଦୁ ପକ୍ଷର ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଗୁରୁବାର (ଜାନୁଆରୀ ୨୬) ଦାବି କରିଛନ୍ତି ଯେ ଏଏସଆଇ ରିପୋର୍ଟରୁ ଜଣାପଡିଛି ଯେ…
‘ନୀତୀଶ ଯଦି ଇଣ୍ଡିଆ ମେଣ୍ଟରେ ରହନ୍ତେ, ତେବେ ପ୍ରଧାନମନ୍ତ୍ରୀ ହୋଇପାରନ୍ତେ’
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହ ମେଣ୍ଟ କରିବା ନେଇ ଚର୍ଚ୍ଚା ମଧ୍ୟରେ ବଡ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ। ଅଖିଳେଶ କହିଛନ୍ତି, ଯଦି ନୀତୀଶ କୁମାର ଦୃଢ ଭାବେ ଇଣ୍ଡିଆ ମେଣ୍ଟରେ ରହନ୍ତେ, ତେବେ ସେ ପ୍ରଧାନମନ୍ତ୍ରୀ…
ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର/ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ବିଜାପୁରରେ ଆଜି ଅପରାହ୍ଣ ସାଢ଼େ ୨ଟାରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର…