Sign in
Sign in
Recover your password.
A password will be e-mailed to you.
ଆସନ୍ତାକାଲି ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ନିୟୋଜିତ ହେବ ୩୫ ପ୍ଲାଟୁନ ଫୋର୍ସ…
ସମ୍ବଲପୁର : ସଜେଇ ହେଉଛି ସମଲେଶ୍ୱରୀ ପୀଠ । ଆସନ୍ତା କାଲି ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସମ୍ବଲପୁର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ନିୟୋଜିତ ହେବ!-->!-->!-->…
ଚିଲିକା ମଧ୍ୟରେ ଡଙ୍ଗାରୁ ଖସି ପଡି ଚାଳକ ମୃତ
ଟାଙ୍ଗି : ଚିଲିକା ମଧ୍ୟରେ ଡଙ୍ଗାରୁ ଖସି ଡଙ୍ଗା ଚାଳକ ମୃତ | ମୃତ ଡଙ୍ଗା ଚାଳକଙ୍କ ନାମ ମୁନା ଦିହୁଡ଼ି (୩୩)। ସେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସାମନ୍ତରାୟପୂର ଅଂଚଳର ବୋଲି ଜଣାଯାଇଛି । ମୃତ୍ୟୁର କାରଣ ଜଣାପଡିନାହିଁ । ସବୁଦିନ ପରି ଜୀବନ ଜୀବିକା ପାଇଁ ସେ ଚିଲିକା!-->…
ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଭିଭାଷଣ ପଢି ଗୌରବ ଆଣିଲେ ଓଡ଼ିଆ ଝିଅ
କଟକ: କଟକ ତଥା ସମଗ୍ର ଓଡିଶା ପାଇଁ ଗୌରବ ଆଣିଲେ ଓଡିଆ ଝିଅ ବର୍ଣ୍ଣାଳୀ ସାହୁ । ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ‘ବୀର ଗାଥାର ତୃତୀୟ ସଂସ୍କରଣ’ ପ୍ରତିଯୋଗିତାର ସମ୍ମାନ ପ୍ରଦାନ ଉତ୍ସବରେ ପ୍ରତିରକ୍ଷାମନ୍ତ୍ରୀଙ୍କ ଅଭିଭାଷଣ ପଢି ଚର୍ଚ୍ଚାରେ ଏବେ!-->…
ଗଣତନ୍ତ୍ର ଦିବସ ପାଳନ…
ଆର,ଉଦୟଗିରି : ଆମେ ଭାରତର କୃଷକ, ଶ୍ରମିକ ଏବଂ ସମସ୍ତ ବର୍ଗର ଜନଗଣ,ଭାରତୀୟ ଜନତା ନିଜକୁ ଭାରତୀୟ ସମ୍ବିଧାନ ପ୍ରଦାନ କରିଥିବାର ଏହି ୭୪ତମ ବାର୍ଷିକୀ ଅବସରରେ ଭାରତର ସମ୍ବିଧାନ ଅନୁଯାୟୀ ସମ୍ମାନଜନକ ଜୀବନ ଏବଂ ଜୀବିକାର ସୁରକ୍ଷା ପାଇଁ ସଂଘର୍ଷ କରିବାକୁ ସଂକଳ୍ପ ନେଉଛୁ, ଏବଂ ଯାହା ଆଜି!-->…
ଚାଲିଥିଲା ବ୍ରେନ୍ ଟ୍ୟୁମର ଅପରେସନ; ରୋଗୀ ବଜାଉଥିଲେ ଗିଟାର
ଅପରେସନ କଥା ଶୁଣିଲେ ସମସ୍ତେ ଛାନିଆ ହୋଇ ଯାଆନ୍ତି। ଅପରେସନ ଟେବୁଲକୁ ଗଲେ କଥା ସରିଲା। କିପରି ଭଲରେ ଭଲରେ ଅପରେସନ ସରିବ ସେଥିପାଇଁ ମୁଣ୍ଡିଆ ମାରୁଥାନ୍ତି ପରିବାର ଲୋକେ। ଆଉ ରୋଗୀ କଥା ତ ଛାଡ଼ । ମାତ୍ର ଏବେ ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ଏହାର…
୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୦ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ…
ସାଧାରଣ ଦିବସର ଅବ୍ୟବହିତ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ୫ ଜଣଙ୍କୁ ପଦ୍ମ ବିଭୁଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୦ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ଏଥିନିମନ୍ତେ ସେମାନଙ୍କ…
ରାଜନଗରରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି
ରାଜନଗର : ସାରାରାଜ୍ୟରେ ଆଜି ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହେଉଥିବା ଵେଳେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦରମହକୁମାରେ ଆଜି ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସରକାରୀ ଵେସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି। ଏହିଅବସରେ ସ୍କୁଲ କଲେଜର!-->…
ଶେଷରେ ସ୍କୁଲ ଓ କଲେଜ ପିଲା ବାଲି ଚାଲାଣକୁ ବିରୋଧ କରି ରାସ୍ତାରୋକ କରିଲେ….!
ପ୍ରଶାସନ ଜଳକା ଦୀର୍ଘ ଘଣ୍ଟା ରାସ୍ତା ଅବରୋଧ…..ବ୍ରହ୍ମପୁର : ଗତ ଗୁରୁବାର ଦିନ ଆସିକା ବ୍ଲକ ଅନ୍ତର୍ଗତ ବଡ଼ଖୋଲି ଓ ଧନିଜା ଗ୍ରାମର ଶତାଧିକ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମିଶି ଅବାଧ ରେ ବାଲି ଚାଲାଣ କୁ ବିରୋଧ କରି ରାସ୍ତା ରୋକ କରିଲେ। ଦୀର୍ଘ ଘଣ୍ଟା ବୁଗୁଡ଼ା - ବାଲିପଦର ରାସ୍ତା ବନ୍ଦ!-->…
ଅଧିକାରୀମାନେ ଟିକସ ଠକେଇରେ ଭାଗିଦାର ……!
ଵ୍ରହ୍ମପୁରରେ ବିନା ପଞ୍ଜିକୃତ ରେ ଲକ୍ଷ ଲକ୍ଷ ଟଙ୍କାର ସୁନା କାରବାର……ଵ୍ରହ୍ମପୁର : ବ୍ରହ୍ମପୁରରେ ଥିବା ସୁନା ବେପାରକୁ ବାବୁ ମାନେ ସୁନାପୁଅ ଭାବେ ଆଶୀର୍ବାଦ ଦେବା ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହେଉଛି। ବ୍ରହ୍ମପୁର ରେ ଛତୁ ଫୁଟିଲା ଭଳି ସୁନା ଦୋକାନ ଦିନକୁ ଦିନ!-->…
ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ…
ନୟାଗଡ଼ : ନୟାଗଡ଼ ଜିଲ୍ଲା ସମସ୍ତ ପଞ୍ଚାୟତ ଓ ଏନଏସିରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ପାଇଁ ଜାନୁୟାରୀ ୩୧ତାରିଖରୁ ଫେବୃଆରି ୨୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେଥିପାଇଁ ଏହି କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ ଓଡ଼ଗାଁ ବ୍ଲକ ରୋଡ କଲ୍ୟାଣୀମଣ୍ଡପ!-->…