ଜୀବନରେ ବଞ୍ଚି ଥାଇ ମୃତ ଘୋଷିତ ମାଣିକ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ…

ଆର,ଉଦୟଗିରି,: ସରକାର ବୃଦ୍ଧା, ବୃଦ୍ଧ, ଭିନ୍ନକ୍ଷମ, ବିଧବା, ଅସହାୟ ମାନଙ୍କୁ ପ୍ରତି ମାସରେ ଭତ୍ତା ଦେବା ବ୍ୟବସ୍ଥା କରିଛନ୍ତି। କିନ୍ତୁ, ଅନେକ ସମୟରେ ପ୍ରାଥମିକ ସ୍ତରରେ କିଛି ଅସାଧୁ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ଦାୟିତ୍ବହୀନତା, ଅବହେଳା, ଯୋଗୁଁ ଏହି ଯୋଜନା ଲୋକଙ୍କ ନିକଟକୁ

୭୫ତମସାଧାରଣତନ୍ତ୍ର ଦିବସ ପାଳନ ଅଵସର ରେ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ…

ଛତ୍ରପୁର : ପବିତ୍ର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଅଵସର ରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୧୬ ଓଭର କୁ ନେଇ ଦୁଇ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା

କନ୍ଧମାଳ ଜିଲ୍ଲାର ଦକ୍ଷ ହୋମଗାର୍ଡଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ହୋମଗାର୍ଡ ବିଭାଗରେ କାର୍ଯ୍ୟରତ ହୋମଗାର୍ଡ ସିମାଞ୍ଚଳ ନାୟକ ଜାନୁୟାରୀ ୨୬ ତାରିଖ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି l ସେ ଜଣେ ସ୍ବଚଟ ନିର୍ଭିକ ଏବଂ ସ୍ବାଭିମାନ ହୋମଗାର୍ଡ

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ନୂଆଁ-ଓ ର ଉପଖଣ୍ଡସ୍ତରୀୟ ପ୍ରତିଯୋଗିତା

ଆସିକା : ଓଡ଼ିଶା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରାୟୋଜିତ କାର୍ଯ୍ୟକ୍ରମ ନୂଆଁ-ଓ ର ଭଂଜନଗର ଉପଖଣ୍ଡ ମଧ୍ୟରେ ଥିବା ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ତିନି ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଗୁଡିକ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଦୁଇ ଦିନ ଧରି ସଂପାଦିତ

ବରାଗୁଡା ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଅସମ୍ମାନ…!

ଉମରକୋଟ : ଆଜି ସମଗ୍ର ଦେଶ ପତାକା ଉତୋଳନ କରି ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଲେ, ନବରଙ୍ଗପୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ମଧ୍ୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି |ଏହି ପରିପ୍ରେକ୍ଷୀରେ ଝୋରୀଗାଁ ବ୍ଲକ ଅନ୍ତର୍ଗତ ବରାଗୁଡା ସ୍ଥିତ ନୂତନ ପ୍ରାଥମିକ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସାଧାରଣତନ୍ତ୍ରଦିବସ…

ଚିକିଟୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ପରିଚାଳନା ସମିତିର ଉପସଭାପତି ସନ୍ତୋଷ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ମାନସକସ୍ତୁରୀ ଗଣେଶ ପ୍ରସାଦ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରି ଭବିଷ୍ୟ ନାଗରିକ

ମୂଳନିବାସୀ ଅନୁସୂଚିତ ଜାତିସଙ୍ଘର ବିଶାଳ ଶୋଭାଯାତ୍ରା…

ଉମରକୋଟ : ମୂଳନିବାସୀ ଅନୁସୂଚିତ ଜାତି ସଙ୍ଘର ବିଶାଳ ଶୋଭାଯାତ୍ରା ସହ ଦାବୀ ପୂରଣ ନହେଲେ ଭୋଟ ବର୍ଜନ କରିବା ପାଇଁ ନାରା ଦେଇ ବିକ୍ଷଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା ସମସ୍ତ ବ୍ଲକର ଅନୁସୂଚୀତ ଜାତି ସଙ୍ଘର ମୁଖ୍ୟ ପଦାଧିକାରିଙ୍କ ସହ ମତଦାତା ଏକତ୍ରିତ ହୋଇ

ମାଲକାନଗିରିରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ମାଲକାନଗିରି : ଆଜି ମାଲକାନଗିରି ସଦର ମହକୁମା ଡ଼ି ଏନ କେ ଠାରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିବା ବେଳେ ଆଜି ପଡିଆ ମଧ୍ୟରେ ବିଭିନ୍ନ ସ୍କୁଲର କୁନି କୁନି ଛାତ୍ର ଛାତ୍ରୀ କଲେଜ୍‌ ଛାତ୍ର

ଆଗାମୀ ୬ ଦିନ ପାଗ ଶୁଖିଲା ରହିବ, କମିବ ରାତି ତାପମାତ୍ରା….

ଭୁବନେଶ୍ବର: ତିନି ଦିନ ପରେ ଆଜି ପାଗରେ ପରିବର୍ତ୍ତନ ଘଟିଛି । କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା ଫଳରେ ଜାଡରେ କଲବଲ ହୋଇଯାଉଥିଲେ ଲୋକେ । ହେଲେ ଆଜି ଖରା କାରଣରୁ କୋହଲା ପାଗ ଓ ଥଣ୍ଡା ପବନରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆଜିଠୁ ଆଗାମୀ ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ

ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ୍.ଭାଲିଆସାହିରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ

ଆର ଉଦୟଗିରି : ଆର,ଉଦୟଗିରି ବ୍ଲକର କେ.ଏମ୍.ଭାଲିଆସାହି: ଜାନୁଆରୀ ୨୬, ୧୯୫୦ ମସିହାରେ ଡଃ. ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ଦେଶର ସମ୍ବିଧାନ ପ୍ରଣୟନ କରାଯାଇଥିଲା I ଏଥି ଉପଲକ୍ଷେ ଅଦ୍ୟ ଶୁକ୍ରବାର ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ୍.ଭାଲିଆସାହିଠାରେ ୭୫ତମ ଗଣତନ୍ତ୍ର ଦିବସ ଅତି ଆନନ୍ଦ