ଏପଟେ ସମଲେଇ ପ୍ରକଳ୍ପ ଲୋକାର୍ପିତ, ସେପଟେ ବିସ୍ଥାପିତଙ୍କ ପ୍ରତିବାଦ

ସମ୍ବଲପୁର : ମହାଆଡମ୍ୱରେ ଲୋକାର୍ପିତ ହୋଇଛି ମାଆ ସମଲେଇ ପ୍ରକଳ୍ପ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ହେଲେ ଏଥିରେ ଦେଖିବାକୁ ମିଳିଥିଲା ବିଚିତ୍ର ଚିତ୍ର। ଏପଟେ ସମଲେଇ ପ୍ରକଳ୍ପ ପାଇଁ ଲୋକାର୍ପଣ ଚାଲିଥିଲା। ସେପଟେ ପ୍ରକଳ୍ପ ପାଇଁ ବିସ୍ଥାପିତ…

ହୋଟେଲରେ ଚାଲିଥିଲା ହାତୀ ଦାନ୍ତ କାରବାର; ମାଡ଼ି ବସିଲା ବନ ବିଭାଗ

ଦେବଗଡ଼ : ହୋଟେଲରେ ଚାଲିଥଲା ହାତୀଦାନ୍ତ କାରବାର। ବନ ବିଭାଗ ଚଢ଼ାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଘଟଣା ଘଟିଛି ଦେବଗଡ ବନ ଖଣ୍ଡ ଅଞ୍ଚଳରେ। ଗିରଫ ଅଭିଯୁକ୍ତମାନେ ଦେବଗଡ଼ ଲାଲୁ ସାହିର ପ୍ରେମରାଜ ସାହୁ, ଦେବଗଡ଼ର କପଟଦାର ଓ ଦିଲ୍ଲୀର…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯକ୍ରମ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହେଇଥିଲା l ଏଥିରେ ଡ଼ଃ. ଅମିତ କୁମାର ବେହେରା, ଡ଼ଃ. ପ୍ରତ୍ୟୁଷ କୁମାର ସେନାପତି, ଡ଼ଃ. ବାସନ୍ତୀ ମଞ୍ଜରୀ ପାତ୍ର, ବିପିଏମ

ସାମ୍ବାଦିକ କାର୍ଯ୍ୟାଳୟ ଉପରେ ଆକ୍ରମଣ, ସଂଘ ବୋର୍ଡ ପରେ ଜାତୀୟ ପତାକାକୁ ଚିରି କଲେ ଅସମ୍ମାନ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ମହକୁମାର ଷ୍ଟେଟବ୍ୟାଙ୍କ ସାମ୍ନାରେ ଥିବା ବ୍ଲକ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ 75ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗତକାଲି ଵନ୍ଧାହୋଇଥିବା ଜାତୀୟ ପତାକାକୁ ରାଜନଗର ନିବାସୀ ଜନୈକ ମହିଳା ଓ ତାଙ୍କ ଝିଅ ପୂର୍ବ ଶତୃତା ତଥା

ଜଳିଗଲା କାର୍‌, ୪ ଜୀବନ୍ତ ଦଗ୍ଧ

ଚଣ୍ଡୀଗଡ଼ : ପଞ୍ଜାବର ହୋସିଆରପୁରରେ ଗତରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ କାର୍‌ରେ ନିଆଁ ଲାଗିବା ଯୋଗୁ ଘଟଣାସ୍ଥଳରେ କାର୍‌ଟି ଜଳି ଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ପୁଲିସ୍‌ ମାମଲାର ଯାଞ୍ଚ ଆରମ୍ଭ କରିଛି।ଏହି ଭୟଙ୍କର ଦୁର୍ଘଟଣା ହୋସିଆରପୁରର

ଆମେରିକାରେ ପ୍ରଥମ; ନାଇଟ୍ରୋଜେନ୍ ଗ୍ୟାସରେ ଦୋଷୀକୁ ମିଳିଲା ମୃତ୍ୟୁଦଣ୍ଡ

ନିୟୁର୍କ : ନାଇଟ୍ରୋଜେନ୍ ଗ୍ୟାସରେ ମୃତ୍ୟୁଦଣ୍ଡ ଦେବାରେ ପ୍ରଥମ ଦେଶ ହେଲା ଆମେରିକା। ନାଇଟ୍ରୋଜେନ ବା ଯବକ୍ଷାରଜାନ ବ୍ୟବହାର କରି ଆମେରିକାର ଅଲବାମାରେ ଜଣେ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ତାଙ୍କ…

କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଲେ ମମତା

କୋଲକାତା: ଇଣ୍ଡିଆ ମେଣ୍ଟରୁ ଅଲଗା ହୋଇ ପଶ୍ଚିମବଙ୍ଗରେ ଏକୁଟିଆ ଲୋକସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ…

ହରିୟାଣାରେ ମଧ୍ୟ ଏକୁଟିଆ ନିର୍ବାଚନ ଲଢ଼ିବ ଆପ

ନୂଆଦିଲ୍ଲୀ: ବିଜେପିକୁ ପରାଜିତ କରିବାକୁ ବିରୋଧୀ ଦଳମାନଙ୍କ ମଧ୍ୟରେ ହୋଇଥିବା ଇଣ୍ଡିଆ ମେଣ୍ଟକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି | ଦୁଇ ଦିନ ତଳେ ଆମ୍ ଆଦମୀ ପାର୍ଟି ପଞ୍ଜାବରେ ଏକାକୀ ନିର୍ବାଚନ ଲଢ଼ିବାକୁ…

ବିହାର ରାଜନୀତିରେ ହଟଚମଟ; ରାତାରାତି ବଦଳିଲେ ଆଇଏଏସ୍‌,ଆଇପିଏସ, ଆଜି ୩ ପାର୍ଟିର ଦଳୀୟ ବୈଠକ

ପାଟନା : ସାଧାରଣ ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଆରମ୍ଭ ହୋଇଗଲାଣି ହଟଚମଟ। ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତିଶ କୁମାର । ମାରି ପାରନ୍ତି ୟୁ-ଟର୍ଣ୍ଣ । ମହାଗଠବନ୍ଧନ ଛାଡି ପଦ୍ମ…

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପୁଣି ସମନ ଜାରି କଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ନୂଆ ସମନ ଜାରି କରି ଆସନ୍ତା ସପ୍ତାହରେ ମନି ଲଣ୍ଡରିଂ ମାମଲାର ତଦନ୍ତରେ ଯୋଗ ଦେବାକୁ କହିଛି। ଜାନୁଆରି ୨୯…