କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଫୋନ ଉଠାଉ ନାହାନ୍ତି ନୀତୀଶ କୁମାର

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଶନିବାର ଦାବି କରିଛନ୍ତି ଯେ ମଲ୍ଲିକାର୍ଜୁନ ଖଡଗେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ କଥା ହେବା ପାଇଁ ଅନେକ ଥର ଚେଷ୍ଟା କରିଥିଲେ, କିନ୍ତୁ…

ଏସବୁ ସ୍ଥାନରୁ ଆରମ୍ଭ ହୋଇପାରେ ୩ୟ ବିଶ୍ବଯୁଦ୍ଧ, ଚାଟ୍ ଜିପିଟିର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଓ ଇସ୍ରାଏଲ୍-ହାମାସ ଯୁଦ୍ଧ ଆରମ୍ଭ ହେବା ପରେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଆଶଙ୍କା ବଢିଯାଇଥିଲା । ଏପରିକି ବିଶ୍ୱଯୁଦ୍ଧ ଆରମ୍ଭ ହେବାକୁ ଯାଉଛି ବୋଲି ଲୋକେ ବିଶ୍ୱାସ କରିବା ଆରମ୍ଭ…

ଅଖିଳେଶ ଯାଦବ ଘୋଷଣା କଲେ ‘ଇଣ୍ଡିଆ’ ମେଣ୍ଟର ଆସନ ବୁଝାମଣା ଯୋଜନା, କଂଗ୍ରେସ ‘ଅସହମତ’

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ସପା) ସୁପ୍ରିମୋ ଅଖିଳେଶ ଯାଦବ ଶନିବାର ଘୋଷଣା କରିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳ ଉତ୍ତରପ୍ରଦେଶର ୧୧ଟି ଆସନରେ ଲଢ଼ିବ। କିନ୍ତୁ ସୂତ୍ରରୁ ମିଳିଥିବା ସୂଚନା…

ସମସ୍ତ ଶୁଣାଣି ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ନକଲି ଜାତିପ୍ରମାଣପତ୍ର ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ତଦନ୍ତକୁ ନେଇ କଲିକତା ହାଇକୋର୍ଟର ଦୁଇ ଖଣ୍ଡପୀଠ ଓ ଖଣ୍ଡପୀଠ ମଧ୍ୟରେ ଏକ ବିରଳ ସଂଘର୍ଷ ଦେଖିବାକୁ…

ମରାଠା ଆନ୍ଦୋଳନରେ ପଡିଲା ପୂର୍ଣ୍ଣଚ୍ଛେଦ! ସମସ୍ତ ଦାବି ଗ୍ରହଣ କଲେ ସିନ୍ଦେ ସରକାର

ମୁମ୍ବାଇ : ଶେଷରେ ହଟିଲା ମାରାଠା ଆନ୍ଦୋଳନ। ଦୀର୍ଘ ଦିନ ଧରି ମହାରାଷ୍ଟ୍ରରେ ଚାଲିଥିବା ମରାଠା ଆରକ୍ଷଣ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆନ୍ଦୋଳନସ୍ଥାନରେ ପହଞ୍ଚି ସମସ୍ତ…

ବିଜେପି ବିରୋଧରେ କେଜ୍ରିୱାଲଙ୍କ ଖୁଲାସା; ଆପ୍‌ ବିଧାୟକଙ୍କୁ ମିଳିଛି ୨୫ କୋଟି ଲେଖାଏଁର ଅଫର

ନୂଆଦିଲ୍ଲୀ : ‘ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ଫୁଲ୍‌ ଦମରେ ଲାଗିଛି ବିଜେପି। ଏପରିକି ଆପ୍‌ ଛାଡ଼ି ବିଜେପିରେ ମିଶିବାକୁ ୨୫ କୋଟି ଲେଖାଏର ଅଫର । ଏଥିସହ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାର ଲୋଭ ବି ଦେଖାଯାଉଛି। ’ ବିଜେପି ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି…

ଗଭୀର ସମୁଦ୍ରରେ ବ୍ରିଟିଶ ତୈଳ ଟ୍ୟାଙ୍କରକୁ ମିଶାଇଲ ମାଡ଼, ଜାହାଜରେ ଅଛନ୍ତି ୨୨ ଭାରତୀୟ…

ନୂଆଦିଲ୍ଲୀ : ଗଭୀର ସମୁଦ୍ରରେ ବ୍ରିଟିଶ ତୈଳ ଟ୍ୟାଙ୍କରରେ ଲାଗିଛି ନିଆଁ। ହାଉତି ବିକ୍ଷୋଭକାରୀ ଟ୍ୟାଙ୍କରକୁ ଟାର୍ଗେଟ କରି ମିସାଇଲ ମାଡ଼ କରିବା ପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି। ଏଥିରେ ୨୨ ଜଣ ଭାରତୀୟ ଥିବା ସୂଚନା ମିଳିଛି। ଖବର ପାଇ ଭାରତୀୟ ନୌସେନା…

ବ୍ରହ୍ମପୁର ଉପଖଣ୍ଡରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ…

ବ୍ରହ୍ମପୁର ,୨୬/୧- ବ୍ରହ୍ମପୁର ରେ ୭୫ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସ୍ଥାନୀୟ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଟି ଆଓ(ଭା.ପ୍ର.ସେ),ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ

ସର୍କିଟ ହାଉସ ପରିସର ରେ ଥିବା ସୌଦର୍ଯ୍ୟ କରଣ ପାର୍କ ଉଦଘାଟନ କଲେ -ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା…

ଛତ୍ରପୁର : ପବିତ୍ର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଅଵସର ରେ ଛତ୍ରପୁର ଏନଏନସି ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ପରିସର ହୋଇଥିବା ଆଧୁନିକ ଧରଣ ର ସୌଦର୍ଯ୍ୟ କରଣ ପାର୍କ କୁ ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ, ଆଇନ