Sign in
Sign in
Recover your password.
A password will be e-mailed to you.
ଆସିକାର ମୁଖ୍ୟରାସ୍ତା କାମ କଚ୍ଛପ ଗତିରେ ଲୋକେ ହନ୍ତସନ୍ତ…
ଉନ୍ନୟନ ନାମରେ ହରିଲୁଟ ସହର ବାସୀ ଜଳକା….ଵ୍ରହ୍ମପୁର : ଆସିକା ସହର ର ମୁଖ୍ୟ ରାସ୍ତା ଏକ ସପ୍ତାହ ହେଲା ବସ୍ତି ରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଆସିକାସହରକୁ ସୁନ୍ଦରୀକରଣ ନାମରେ ଉନ୍ନୟନ କାର୍ଯ୍ୟକ୍ରମ ନାମରେ କଂକ୍ରିଟ ରାସ୍ତା ଉପରେ ଫେବର ରୋଡ଼ ନିର୍ମାଣ!-->…
ନିରୀହ ଲୋକଙ୍କୁ ଗିରଫର ପ୍ରତିବାଦ ନେଇ ସାମ୍ବାଦିକ ସମ୍ମିଳନୀ…
ଫୁଲବାଣୀ: ଏକ କଲରାପତ୍ରିଆ ବାଘ ଛାଲ ମାମଲାରେ ଏସଟିଏଫ୍ ଟିମ୍ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁଦ୍ରୁକୁମ୍ପା ନିକଟ ନୂଆସାହିର ଭିନ୍ନକ୍ଷମ ଗୌତମ ବେହେରାକୁ ବିନା ଦୋଷରେ ନାଟକୀୟ ଭଙ୍ଗିରେ ଗିରଫ କରି ବୌଦ୍ଧ ପଠାଇଥିବା ନେଇ ପୁଅ ହେରା ଓ ଝିଅ ମମତା ବେହେରା, ଦଣ୍ଡପାଣି ବେହେରା ଓ!-->…
ରାଜସ୍ୱ ବିଭାଗ ର ଆଶୀର୍ବାଦ ରେ ପୁଣି ବାଲି ମାଫିଆ ସକ୍ରିୟ….!
ହିଞ୍ଜିଳି ପୋଲିସ ଧରୁଛି ପୁରୁଷୋତ୍ତମପୁର ପୋଲିସ ଗଣୁଛି...!!
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ସଂଜୀବ ପଣ୍ଡା ହେଲେ ପୁଲିସ କମିସନର
ଭୁବନେଶ୍ବର: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ତଥା ଓପିଏଚ୍ଡବ୍ଲୁସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ତଥା ୧୯୯୪ ବ୍ୟାଚ୍ର ଆଇପିଏସ୍ ସଂଜୀବ ପଣ୍ଡାଙ୍କୁ ରାଜ୍ୟ!-->…
ଭାରତୀୟ ନୌସେନା ନଜରରେ ଚୀନ ଗୁପ୍ତଚର ଜାହାଜ
ନୂଆଦିଲ୍ଲୀ: ମାଳଦ୍ୱୀପର ଏକ ବନ୍ଦରରେ ଚୀନ୍ ଗୁପ୍ତଚର ଜାହାଜ ‘ସିଆଙ୍ଗ ୟାଙ୍ଗ ହଙ୍ଗ- ୩’ ଜାହାଜକୁ ରହିବାକୁ ମାଳଦ୍ବୀପ ସରକାର ଅନୁମତି ଦେଇଛନ୍ତି। ଏ ନେଇ ଭାରତ ବୁଧବାର କହିଛି ଯେ ଆମେ ଚୀନ ଜାହାଜ ଉପରେ ନଜର ରଖିବୁ।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଭାରତୀୟ ନୌସେନା ଭାରତ!-->!-->!-->…
୨୫ରେ ସାର୍ବଜନୀନ ହୋଇପାରେ ଜ୍ଞାନବାପି ମସଜିଦ ସର୍ଭେ…
ନୂଆଦିଲ୍ଲୀ: ଜାନୁଆରୀ ୨୫ ତାରିଖ ଗୁରୁବାର ବାରଣାସୀର ଜ୍ଞାନବାପି ମସଜିଦର ଏଏସଆଇ ସର୍ଭେ ରିପୋର୍ଟ ସାର୍ବଜନୀନ ହୋଇପାରେ । ମିଳିଥିବା ସୂଚନା ଅନୁଯାୟୀ, ଏଏସଆଇ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ହିନ୍ଦୁ ଓ ମୁସଲମାନ ପକ୍ଷରେ ସହମତି ପ୍ରକାଶ ପାଇଛି। ଏହି ରିପୋର୍ଟକୁ ସାର୍ବଜନୀନ କରିବା!-->…
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ…
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ବର୍ଦମାନରୁ ଏକ ବୈଠକରେ ଯୋଗ ଦେଇ ଫେରିବା ବେଳେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି।
ସୂଚନା ମୁତାବକ,!-->!-->!-->…
‘ଇଣ୍ଡିଆ’ ମେଣ୍ଟକୁ ପଞ୍ଜାବରେ ଝଟ୍କା, ଏକା ଲଢ଼ିବ ଆପ୍…
ପଶ୍ଚିମବଙ୍ଗ ପରେ ପଞ୍ଜାମରେ 'ଇଣ୍ଡିଆ' ମେଣ୍ଟକୁ ଝଟ୍କା। ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବ ଆମ୍ ଆଦମୀ ପାର୍ଟି। ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଆପ୍ ଏକା ନିର୍ବାଚନ ଲଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ!-->…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ…
ପୁରୁଷୋତ୍ତମପୁର : ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସିନ୍ଦୁରିଆପଡା ଗାଁ ନିକଟରେ ଦୁର୍ଘଟଣା । ବାଇକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ନିକଟସ୍ଥ ଆମ୍ବପୁଆ ଗ୍ରାମର ମୂରଲୀ ଜେନା । ଘଟଣା ସ୍ଥଳରେ ବାଇକ୍ ଚାଳକ ମଧ୍ୟ ଗୁରୁତର ଆହତ ହେଇଥିଲେ ।
!-->!-->!-->…
ଭାଇବୋହୂଙ୍କୁ ମରଣାନ୍ତକ ଆକ୍ରମଣ କଲେ ଭୁବନ ବିଜେଡି ସଭାପତି
ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବିଜେଡି ସଭାପତି ତଥା ପୂର୍ବତନ ନଗରପାଳଙ୍କ ସ୍ବାମୀ ନରେନ୍ଦ୍ର ସାହୁ ତାଙ୍କ ଭାଇବୋହୂଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଥାନାରେ ଅଭିଯୋଗ ହୋଇଛି। ଆଜି ସକାଳେ ପାରିବାରିକ କଳହରୁ ଝଗଡ଼ା ହୋଇଥିବା ଜଣାଯାଇଛି। ନରେନ୍ଦ୍ର ସାହୁ ତାଙ୍କ ଭାଇବୋହୂ ତନୁଶ୍ରୀ!-->…