Sign in
Sign in
Recover your password.
A password will be e-mailed to you.
ଅନୁରାଧା ପୌଡୱାଲ ଓ ଶଙ୍କର ମହାଦେବନଙ୍କ ଭକ୍ତି ସଂଗୀତ ପରିବେଷଣ…
ଅଯୋଧ୍ୟା: ଅଯୋଧ୍ୟାର ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସମାରୋହରେ ମନୋରଞ୍ଜନ ଜଗତର ଶ୍ରେଷ୍ଠ କଳାକାରମାନେ ଉପସ୍ଥିତ ଥିଲେ। ପ୍ରସିଦ୍ଧ ଗାୟକ ସୋନୁ ନିଗମ ଏହି ସମାରୋହରେ ରାମଚରିତମାନସର କିଛି ଦୋହା ଗାନ କରିଥିଲେ। ଏକ ଜଣାଶୁଣା ଗଣମାଧ୍ୟମ ଏଜେନ୍ସିକୁ ଗାୟକ କହିଛନ୍ତି…
ପୂରା ପରିବାର ସହ ଅଯୋଧ୍ୟାରେ ଅମ୍ବାନୀ; ରାମ ମନ୍ଦିର ଟ୍ରଷ୍ଟ୍କୁ ଦାନ କରିଛନ୍ତି ୨.୫୧ କୋଟି ଟଙ୍କା…
ଅଯୋଧ୍ୟା: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦେଶର ଅନେକ ଶିଳ୍ପପତିଙ୍କୁ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପୂରା ପରିବାର ସହ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା। ପୂରା ପରିବାର କଡ଼ା…
ରାମମନ୍ଦିର ପ୍ରାଣପ୍ରତିଷ୍ଠାକୁ ନେଇ ମାୟାବତୀଙ୍କ ଉତ୍ତରାଧିକାରୀଙ୍କ ବୟାନ, ବିଜେପି ବଡ ଭୁଲ କରିଦେଲା…
ନୂଆଦିଲ୍ଲୀ: ପ୍ରାୟ ୫୦୦ ବର୍ଷର ବ୍ୟବଧାନ ପରେ ଅଯୋଧ୍ୟାରେ ନିର୍ମିତ ନୂଆ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ସ୍ଥାନ ପାଇଛନ୍ତି। ଗତକାଲି ଅତ୍ୟନ୍ତ ଭକ୍ତି ଓ ଭାବ ସହକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବ୍ୟ-ଭବ୍ୟ-ଦିବ୍ୟ ମନ୍ଦିରରେ ସ୍ଥାପିତ…
ଚୀନ୍ର ଦକ୍ଷିଣ ଝାଜିୟାଙ୍ଗ ପ୍ରାନ୍ତରେ ଭୟଙ୍କର ଭୂମିକମ୍ପ
ନୂଆଦିଲ୍ଲୀ : ଭୂମିକମ୍ପରେ ଦୋହଲିଲା ପଡୋଶୀ ଦେଶ ଚୀନ୍। ଚୀନ୍ର ଦକ୍ଷିଣ ଝାଜିୟାଙ୍ଗ ପ୍ରାନ୍ତରେ ଭୟଙ୍କର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଏହି ଭୂମିକମ୍ପ ଝଟ୍କା ଏତେ ତୀବ୍ର ଥିଲା ଯେ ଦେଶର ରାଜଧାନୀ ଦିଲ୍ଲୀ ଓ…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ରାହୁଲ ଗାନ୍ଧିଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କର…
ଗୌହାଟୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ରୁଜୁ କର କେସ୍। ତାଙ୍କ ବିରୋଧରେ ଏଫ୍ଆଇଆର୍ କରାଯାଉ। ପୁଲିସକୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଭିଡକୁ ଉସ୍କାଇବା ଅଭିଯୋଗରେ ରାହୁଲ ବିରୋଧରେ ମାମଲା ରୁଜୁ…
ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଝଟ୍କା, ଇସ୍ତଫା ଦେଲା ଆଉ ଜଣେ ସାଂସଦ…
ହାଇଦ୍ରାବାଦ : ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀଙ୍କୁ ପୁଣି ଝଟ୍କା। ଓ୍ୱାଇଏସ୍ଆର୍ କଂଗ୍ରେସର ହାତ ଛାଡିଲେ ଆଉ ଜଣେ ନେତା। ନରସରାଓ୍ୱପେଟ୍ର ସାଂସଦ ଲାବୁ ଶ୍ରୀ କୃଷ୍ଣ ଦେବରାୟଲୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ସେ…
ସମୟର କାଳଚକ୍ରରେ ଆଜିର ଦିନ କାଳ କାଳ ପାଇଁ ସାକ୍ଷୀ ହୋଇ ରହିବ : ପ୍ରଧାନମନ୍ତ୍ରୀ…
ଶହ ଶହ ବର୍ଷ ଅପେକ୍ଷାରେ ଅନ୍ତ ଘଟିଲା। ଜନ୍ମଭୂମିରେ ବିରାଜିଲେ ପ୍ରଭୁ ଶ୍ରୀରାମ। କେବଳ ଅଯୋଧ୍ୟା ନୁହେଁ ସମଗ୍ର ଭାରତ ବର୍ଷ ଆଜି ରାମମୟ ହୋଇଯାଇଛି। ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁଙ୍କ ପ୍ରାଣ ପତିଷ୍ଠା କରାଇଛନ୍ତି। ଏହାପରେ ଦେଶବାସୀଙ୍କୁ…
ବିରୋଧ ପରେ ବି ରାଲି କଲେ ସିଦ୍ଧୁ…
ବାରମ୍ବାର ବିରୋଧ ପରେ ବି ସୁଧୁରୁ ନାହାନ୍ତି ପୂର୍ବତନ କ୍ରିକେଟର୍ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ପୁଣି ଥରେ ସେ ପଞ୍ଜାବର ଶାସକ ତଥା ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ସିଂହ ମାନଙ୍କ ସରକାର ଉପରକୁ ଟାର୍ଗେଟ୍ କରିଛନ୍ତି। ପଞ୍ଜାବରେ ଚୋରଙ୍କ ଶାସନ ଚାଲିଥିବା ସେ…
ମୋଦି ପିଇଲେ ଚରଣାମୃତ, ଭାଙ୍ଗିଲେ ୧୧ ଦିନର ବ୍ରତ…
ଅଯୋଧ୍ୟା ରାମ ମନ୍ଦିରର ଉଦ୍ଘାଟନ ସରିଛି। ବିରାଜି ସାରିଛନ୍ତି ରାମ ଲଲା। ରାମଙ୍କ ପବିତ୍ର ବିଗ୍ରହର ପ୍ରାଣ ପ୍ରତିଷ୍ଠା ମଧ୍ୟ ହୋଇ ସାରିଛି। ଏହି ସମାରୋହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବ୍ରତ ଭାଙ୍ଗିଛନ୍ତି। ଭଗବାନ ରାମଙ୍କ ଆଖିରୁ ପଟି ଖୋଲିବା ପରେ ମୋଦି…
ମୋତେ ଲାଗୁଛି ମୁଁ ଏହି ଧରିତ୍ରୀ ମା’ର ସବୁଠାରୁ ଭାଗ୍ୟଶାଳୀ ମଣିଷ: ଅରୁଣ ଯୋଗୀରାଜ…
ନୂଆଦିଲ୍ଲୀ: କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରି ମୂର୍ତ୍ତି ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ ସ୍ଥାପନ କରାଯାଇ ଆଜି ପ୍ରାଣପ୍ରତିଷ୍ଠା ହୋଇଛି।
୩ଟି ୫ ବର୍ଷୀୟ ବାଳୁତ ରାମଲାଲାଙ୍କ ଶୈଶବାବସ୍ଥାର ରୂପକୁ ଆଧାର କରି ବିଗ୍ରହ ତିଆରି…