କଂଗ୍ରେସର ଭାଷା କହୁଛନ୍ତି ଅବିମୁକ୍ତେଶ୍ବରାନନ୍ଦ ସରସ୍ବତୀ: ସ୍ୱାମୀ ଅଧୋକ୍ଷଜାନନ୍ଦ…

ନୂଆଦିଲ୍ଲୀ: ଅଯୋଧ୍ୟାରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ କେତେକ ଶଙ୍କରାଚାର୍ଯ୍ୟ ପ୍ରଶ୍ନ ଉଠାଇଥିବାବେଳେ ଏହାକୁ ନେଇ ପ୍ରୟାଗରାଜରେ ଥିବା ସାଧୁ ଓ ସନ୍ଥମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗୋବର୍ଦ୍ଧନ ପୀଠର ମୁଖ୍ୟ ଧର୍ମଚାର୍ଯ୍ୟ, ଜଗତଗୁରୁ…

ଦୁର୍ଘଟଣାରେ ନିର୍ଦ୍ଦେଶକ ସୁଧାକର ବସନ୍ତ ଆହତ…

କଟକ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବିଶିଷ୍ଟ ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସହିତ ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ କଟକ ମଙ୍ଗୁଳି ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା…

ଶିବକୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍‌ର ପ୍ରତିଷ୍ଠା ଉତ୍ସବ ମହାସମାରୋହ ରେ ପାଳିତ

ଛତ୍ରପୁର : ସ୍ଥାନୀୟ ଶିବକୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍‌ର ପ୍ରତିଷ୍ଠାତ୍ସୋବ ମହା ସମାରୋହରେ ପାଳିତ ହୋଇଯାଇଛି । ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଉପଦେଷ୍ଟା ବି. ଶ୍ରୀନିବାସ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରିଜୋନାଲ୍

ପ୍ରାଣୀ ଚିକିତ୍ସା ଠପ, ମୃତ୍ୟୁ ଦ୍ୱାରଦେଶରେ ପ୍ରାଣୀ…

ଛତ୍ରପୁର : ପ୍ରାଣୀ ଚିକିତ୍ସକଙ୍କ ସାମୂହିକ ଛୁଟି ଆନ୍ଦୋଳନ ରବିବାର ଚତୁର୍ଥ ଦିନରେ ଓ ସଦା କର୍ମ ତତ୍ପର ଓ ଉତ୍କୃଷ୍ଟ ସେବା ଯୋଗାଇ ଆସିଥିବା ଛତ୍ରପୁର ପ୍ରାଣୀ ଚିକିତ୍ସାଳୟ ପରିସରରେ ପ୍ରବଳ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଅଛି ଓ ଗତ ୧୯.୧.୨୪ ତାରିଖରେ ଗୋଟିଏ ଏବଂ ୨୦.୧.୨୪

ସର୍ବ ଭାରତୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ଶ୍ରୀ ଗଦାଧର ସାହୁଙ୍କୁ ଗଞ୍ଜାମ ଜିଲ୍ଲା…

ହିଞ୍ଜିଳିକାଟୁ ୨୧!୧ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଲକ୍ଷ୍ମୀ ବଜାର ଚନ୍ଦ୍ର କଳ୍ପେଶ୍ୱର ମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲା ମଧୁବୈଶ୍ୟ ସମାଜର ୩୦ ତାଲୁକା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏହି ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାର 30ଟି ତାଲୁକାର କର୍ମକର୍ତ୍ତାଗଣ ଯୋଗ ଦେଇଥିଲେ

ନୂଆ -ଓ ଓଡ଼ିଆ ଭାଷା ସାହିତ୍ୟର ଉଦଯାପନୀ ସମାରୋହ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ଉଚ୍ଚମାଧ୍ୟ୍ୟମିକ ବିଦ୍ୟାଳୟରେ ନୂଆ -ଓ ଓଡ଼ିଆ ଭାଷା ସାହିତ୍ୟଓ ଜଗନ୍ନାଥ ସଂସ୍କୃତି କୁ ନେଇ ଯେଉଁ ପ୍ରତଯୋଗିତା ହୋଇଥିଲା ତାର ଉଦଯାପନୀ ଅଧ୍ୟକ୍ଷ ଡ଼ ଜ୍ୟୋତି ରଞ୍ଜନ ରଥ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ

ଫୁଲବାଣୀରେ ମେଗା ନିଯୁକ୍ତି ମେଳା : ଯୋଗଦେବେ ୧୨୦ରୁ ଉର୍ଦ୍ଧ୍ବ ଜାତୀୟ ତଥା ବହୁରାଷ୍ଟ୍ରୀୟ କମ୍ପାନୀ…

ପୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣଠାରେ ସଂସଦୀୟ କ୍ଷେତ୍ରର ବେକାର ଯୁବକ ଯୁବତୀଙ୍କ ନିମନ୍ତେ ଦ୍ଵିତୀୟ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହେଉଛି । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ, କିଟ୍ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନର ସହ‌ଯୋଗରେ ଏହି ମେଗା ନିଯୁକ୍ତି ମେଳା

ଚନ୍ଦ୍ରଗିରି ରେଞ୍ଜ ଅଧିକାରୀ ଶାଗୁଆନ କାଠ ସହ ଟ୍ରାକ୍ଟର ଜବତ କଲେ

ଆର,ଉଦୟଗରି : ଗଜପତି ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରଗିରି ବନ ବିଭାଗ ଅଧିକାରୀ ରୂପକ କୁମାର ପ୍ରଧାନ ଅଜି ନିଜ ଅଞ୍ଚଳରେ ତନଖି କରୁଥିବା ବେଳେ ଏକ ଟ୍ରାକ୍ଟର ପୁଡ଼ାମାରି ଠାରୁ ଭିଷ୍ମଗିରି ଅଞ୍ଚଳ ଦେଇ ୩୦ଟି ଶାଗୁଆନ କାଠ ଗଣ୍ଡି ଧରି ଚୋରାରେ ଆସୁଥିବା ବେଳେ ଜବତ କରିଛନ୍ତି। ଯାହା ୪୩ସିଏଫ୍ଟି

ମଧୁମେହ ଓ ରକ୍ତଚାପ ରୋଗ ସମ୍ପର୍କିତ ସଚେତନତା ଏବଂ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଆର,ଉଦୟଗିରି : ବୁରୁସିଂ ଏବଂ ଏଙ୍ଗାରସିଂ ଗ୍ରାମରେ ମଧୁମେହ ଓ ରକ୍ତଚାପ ରୋଗ ସମ୍ପର୍କିତ ସଚେତନତା ଏବଂ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ। ହୋଇଯାଇଛି | ଦେଶାଇ ଫାଉଣ୍ଡେସନ ସହାୟତା ରେ ସିସିଡି ଅନୁଷ୍ଠାନ ପକ୍ଷ’ରୁ ରାୟଗଡ଼ ବ୍ଲକ’ର , ପୁତ୍ତାର ପଞ୍ଚାୟତ’ର