Sign in
Sign in
Recover your password.
A password will be e-mailed to you.
ହତ୍ୟାର ୧୧ ଦିନ ପରେ କେନାଲରୁ ମିଳିଲା ମଡେଲଙ୍କ ମୃତଦେହ
ନୂଆଦିଲ୍ଲୀ : ଗୁରୁଗ୍ରାମର ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପହୁଜାଙ୍କ ମିଳିଲା ମୃତଦେହ। ହତ୍ୟାର ୧୧ ଦିନ ପରେ ହରିୟାଣାର ଏକ କେନାଳରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।
ପୁଲିସ ସୂଚନା ଅନୁସାରେ, ଦିବ୍ୟାଙ୍କ ମୃତଦେହ ଟୋହନା କେନାଳରୁ ମିଳିଛି। ମୃତଦେହଟି ଦିବ୍ୟାଙ୍କର…
ମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ, ରିଜେକ୍ଟେଡ୍ ନୁହେଁ: ଶିବରାଜ ସିଂହ…
ଭୋପାଳ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଆଗକୁ ତାଙ୍କର ଭବିଷ୍ୟତ କ’ଣ ରହିଛି, ସେ ନେଇ ଏଯାଏଁ କୌଣସି ସଂକେତ ଦେଇ ନାହିଁ ବିଜେପି। ତାଙ୍କ ପାଇଁ ଦଳ କ’ଣ ବିଚାର କରୁଛି, ସେ ନେଇ ବହୁ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଶିବରାଜ ସିଂହ…
ଗଙ୍ଗାସାଗର ମେଳାକୁ ବାଟ ପଚାରିଲେ ୩ ସାଧୁ, ନିର୍ଧୂମ ପିଟିଲେ ଲୋକେ…
ନୂଆଦିଲ୍ଲୀ : ପ୍ରସିଦ୍ଧ ଗଙ୍ଗାସାଗର ମେଳାକୁ ଯାଉଥିଲେ ୩ ସାଧୁ। ମାତ୍ର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ବାଟ ନ ପାଇବାରୁ ୩ ନାବାଳିକାଙ୍କୁ ପଚାରିଲେ ରାସ୍ତା। ଏହାପରେ ଆରମ୍ଭ ହେଲା ମହାଭାରତ ।
ପିଲା ଚୋରି ସନ୍ଦେହରେ ସ୍ଥାନୀୟ ଲୋକେ ସେମାନଙ୍କୁ ନିର୍ଧୂମ ପିଟିବାକୁ…
ମେଡିକାଲ ଛାତ୍ରୀ ଯୌନ ନିର୍ଯାତନାର ଶିକାର; ଅଭିଯୁକ୍ତ ଅଧିକାରୀଙ୍କୁ କ୍ୟାମ୍ପସ୍ ମନା…
ଗୋରଖପୁର : ଯୌନ ନିର୍ଯାତନାର ଶିକାର ହୋଇଥିବା ପରି ସାଂଘାତିକ ଅଭିଯୋଗ ଆଣିଲେ ମେଡିକାଲ ଛାତ୍ରୀ। ନିଜ କଲେଜର ଜଣେ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଛାତ୍ରୀଜଣକ ଏପରି ଅଭିଯୋଗ ଆଣିବା ପରେ କ୍ୟାମ୍ପସ୍ରେ ଚହଳ ସୃଷ୍ଟି ହୋଇଛି। ଏପରି ଘଟଣା ଗୋରଖପୁରସ୍ଥିତ ଏମ୍ସରେ…
ସାଙ୍ଗ ସାଜିଲା ବଇରୀ,ରାତି ଅଧରେ କଥା କଟାକଟିରୁ କୋଡିରେ ହତ୍ୟା…
ସାଇଣ୍ଟଫିକ ଟିମର ତନାଘନା, ହତ୍ୟାରେ ବ୍ୟବହୃତ କୋଡି ଜବତହିଞ୍ଜିଳିକାଟୁ, ୧୩ା୧(): ସାମାନ୍ୟ କଥାକୁ କେନ୍ଦ୍ର କରି ଆରମ୍ଭ ହୋଇଛି ବଚସା । ବଚସାରୁ ହାତାହାତି ପରେ କୋଡିରେ ଆକ୍ରମଣ କରି ହତ୍ୟା କରାଯାଇଛି । ଏଭଳି ଏକ ଘଟଣା ଶନିବାର ଭୋରରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମରେ!-->…
ଅର୍ପଣ ରଥ ପରିକ୍ରମାରେ ଯୋତା ପିନ୍ଧି କୀର୍ତ୍ତନ “କୋଟି କୋଟି ଜଗନ୍ନାଥ ପ୍ରେମିଙ୍କୁ ଦେଇଛି ଆଘାତ…
ଚୁଲୀକୁ ଗଲାଣି ଧର୍ମ ଓ ସଂସ୍କୃତି..!!
ପଞ୍ଚମ ସମ୍ଭାଗ ସ୍ତରୀୟ ଦୁଇ ଦିନିଆ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ…
ଫୁଲବାଣୀ:ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆନୁକୁଲ୍ୟରେ ଶିକ୍ଷା ବିକାଶ ସମିତି ଓଡିଶା ଦକ୍ଷିଣ ପୂର୍ବ ସମ୍ଭାଗର ଖେଳକୁଦ ସମାରୋହ ଫୁଲବାଣୀ ସ୍ଥିତ ପୋଲିସ ରିଜର୍ଭ ପଡିଆଠାରେ ଉଦ୍ଘାଟିତ ହୋଇ ଯାଇଛି l ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଞ୍ଜୟ କୁମାର ପାତ୍ର ଡ଼ି ପି ଇ ଓ!-->!-->!-->…
ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଙ୍କ ଜୟନ୍ତୀ ଉତ୍ସବ ପାଳିତ…
ବ୍ରହ୍ମପୁର // ଛତ୍ରପୁର : ଆଧୁନିକ ଓଡିଶାର ନିର୍ମାତା ତଥା ଓଡିଶାର ବରପୁତ୍ର ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୪ତମ ଜନ୍ମ ଜୟନ୍ତୀ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ମହା ଆଡମ୍ବର ସହକାରେ ପାଳନ କରାଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ସହ ଅତିଥିମାନେ!-->!-->!-->…
ରିଆମାଳ ପ୍ରେସ କ୍ଲବ ର ୭ମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ରେ ଯୋଗ ଦେଲେ ଏସୟୁଜେ ରାଜ୍ୟ ସଭାପତି…
ଦେବଗଡ, ୧୨|୧: କର୍ତବ୍ୟରତ ସାମ୍ବାଦିକଙ୍କୁ ନେଇ ଗଠିତ ରିଆମାଳ ପ୍ରେସ କ୍ଳବ ଶୁକ୍ରବାର କଲ୍ୟାଣ ମଣ୍ଡପରେ ୭ମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଏସ୍ୟୁଜେ ଦେବଗଡ ଜିଲ୍ଲା ଶାଖା ସଭାପତି ପୃଥ୍ୱୀରାଜ ପଟ୍ଟାନୟକଙ୍କ ପୌରିହିତ୍ୟରେ ଅନୁଷ୍ଠିତ ଉତ୍ସବ!-->…
ଆଦର୍ଶ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ
ବିଏନଏମଇ ବିଦ୍ୟାଳୟର ବାର୍ଷିକୋତ୍ସବ ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡଃ. ନିହାର ରଞ୍ଜନ ପଣ୍ଡାଙ୍କ ତତ୍ତ୍ୱାବଧାନରେ!-->…