ନର୍ଥଇଷ୍ଟ ଭାରତର ନୂଆ ଇଞ୍ଜିନ ପାଲଟିଛି’…

ଭୁବନେଶ୍ବର : ‘ଆଜି ଦିଲ୍ଲୀ ଓ ମୁମ୍ବାଇ ପରି ମେଟ୍ରୋ ନଗରୀର ଯେତିକି ଉନ୍ନତି ହେଉଛି, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବି ସେତିକି ଉନ୍ନତି ହେଉଛି। ଏବେ ନର୍ଥଇଷ୍ଟ ଭାରତର ନୂଆ ଇଞ୍ଜିନ ପାଲଟିଛି।’ ଆଜି ‘ଓଟିଭି’ର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ…

ଓୟୋ ହୋଟେଲ ରୁମରେ ଅଙ୍ଗନବାଡ଼ି କର୍ମୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ, ପ୍ରେମିକ ଅଟକ…

ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ସ୍ଥିତ ଓୟୋ ହୋଟେଲ ରୁମରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ତାଙ୍କ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତ ଯୁବତୀ ଜଣଙ୍କ ଜଣେ ଅଙ୍ଗନବାଡ଼ି କର୍ମୀ। ତାଙ୍କ ଘର ପୁରୀ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର…

କୋରାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପାତ୍ରପୁଟ ଗାଁ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଧନିଆ ଖରା ଓ ମାଣିକ ଖେମୁଣ୍ଡୁ। ସେମାନେ ନନ୍ଦପୁର ବ୍ଲକ ଖମରା…

ମା’ଙ୍କୁ ଦର୍ଶନ କରିବା ସହ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ…

ସମ୍ବଲପୁର: ସମ୍ବଲପୁର ଗସ୍ତରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ଆଜି ସକାଳ ୭ଟାରେ ସେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ଆରଡିସି, ଜିଲ୍ଲାପାଳ ଓ ମହାନଗର ନିଗର କମିଶନର ପ୍ରମୁଖ…

ପୁଣି ଟାର୍ଗେଟ କଲେ ୫-ଟି ଅଧ୍ୟକ୍ଷ; କହିଲେ- ଓଡ଼ିଶାରେ ସବୁଠାରୁ ଖରାପ ୫୫ ନମ୍ବର ଜାତୀୟ ରାଜପଥ

ଭୁବନେଶ୍ବର/କୁଚିଣ୍ଡା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶନିବାର ଫାଇଭ-ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଟାର୍ଗେଟ କରିଛନ୍ତି। ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ତାତ୍ସଲ୍ୟ କରିଛନ୍ତି। କୁଚିଣ୍ଡାରେ…

ନୂଆ-ଓ କାର୍ଯ୍ୟକ୍ରମର ଆୟୋଜକ ଓ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ କଂଗ୍ରେସର ଏତଲା…

ରାୟଗଡ଼ା: ରାୟଗଡ଼ା ଠାରେ ଗତ ୧୦ ତାରିଖରେ ରାଜ୍ୟ ସରକାରଙ୍କର ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ହୋଇଥିବା ଅବ୍ୟବସ୍ଥା ଏବଂ ଅଘଟଣକୁ ନେଇ କଂଗ୍ରେସ ଓ ବିଜେପି ତରଫରୁ ଉଦବେଗ ପ୍ରକାଶ କରାଯାଇ ଜିଲ୍ଲାପାଳ ଏବଂ ଏସପିଙ୍କୁ ଭେଟି ଆୟୋଜକ ଏବଂ କଲେଜ…

ରାଜ୍ୟରେ ଆରମ୍ଭ ହେଲା ଇ–ଲେକଚର ବ୍ୟବସ୍ଥା…

ଭୁବନେଶ୍ବର: ରାଜ୍ୟ ସରକାର ଉଚ୍ଚଶିକ୍ଷାରେ ସଂସ୍କାର ଆଣିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ଇ–ଲେକଚର ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏଥିରେ କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ଼ କରାଯାଇଛି, ଯାହା ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା…

କଂଗ୍ରେସ ପ୍ରଭାରୀଙ୍କୁ ଭେଟିଲେ ଗମାଙ୍ଗ ପରିବାର; ଦଳରେ ମିଶିବା ନେଇ ଦେଲେ ସବୁଜ ସଂକେତ…

ରାୟଗଡା/ଗୁଣୁପୁର: କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କୁ ଗମାଙ୍ଗ ପରିବାର ଭେଟି ଆଲୋଚନା କରିଛନ୍ତି। ପୂର୍ବରୁ ଗମାଙ୍ଗ ପରିବାର ଦିଲ୍ଲୀରେ ହାଇକମାଣ୍ଡଙ୍କ ସମେତ ଆଗଧାଡିର କଂଗ୍ରେସ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିବା ନେଇ ସଂକେତ ଦେଇଥିଲେ। କଂଗ୍ରେସ ବି…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନିମନ୍ତ୍ରଣ ପାଇ ଖୁସି ବ୍ୟକ୍ତ କଲେ ଅରୁଣ ଗୋଭିଲ୍‌…

ଅଯୋଧ୍ୟା: ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ପ୍ରଭୁ ଶ୍ରରାମଚନ୍ଦ୍ରଙ୍କ ଭୂମିକା ନିଭାଇଥିବା ଅରୁଣ ଗୋଭିଲଙ୍କୁ ଆଜି ବି ଦେଖିଲେ ଲୋକଙ୍କ ମନରେ ଭକ୍ତି ଭାବନା ଜାଗି ଉଠେ। ସେ ତାଙ୍କ ଚରିତ୍ରକୁ ଏପରି ଭାବେ ନିଭାଇଥିଲେ ଯେ ସେ ସମୟରେ କିଛି ଲୋକ ତାଙ୍କ ଫଟୋ ରଖି ରାମ…

କେଜ୍ରିୱାଲଙ୍କୁ ଚତୁର୍ଥ ସମନ ପଠାଇଲା ଇଡି

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ସମନ ପଠାଇଲା ଇଡି। ଦିଲ୍ଲୀ ମଦ ନୀତି ଦୁର୍ନୀତିକୁ ନେଇ ତାଙ୍କୁ ଜାରି ହୋଇଛି ନୋଟିସ । ଜାନୁଆରୀ ୧୮ ତାରିଖ ପୂର୍ବରୁ ହାଜର ହେବା ପାଇଁ ଇଡି ପକ୍ଷରୁ ସମନ ଜାରି କରଯାଇଛି । ଇଡି ପକ୍ଷରୁ…