ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ସ୍ମାରକୀ ପ୍ରତିଭାରେ ଶୈଳବାଳା ଜେନାଙ୍କ କୃତିତ୍ଵ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତ ଗଜରାଜପୁରୁ ମହିମା ବିଶ୍ବଶାନ୍ତି ନୋଡାଲ ଇଉପି ବିଦ୍ୟାଳୟ ପରିସରରେ, ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ 29ତମ ସ୍ମାରକୀ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଶିକ୍ଷକ ଦାମୋଦର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ

କଳାନିଧି ପୁରସ୍କାର ପାଇଲେ ସିନେ ଅଭିନେତା କୁମାର ନାୟକ

ମଞ୍ଜୁଷା (ଶ୍ରୀକାକୁଲମ୍) : ଆନ୍ଧ୍ରପ୍ରଦେଶ ଓଡିଆ କଳାକାର ମହାସଂଘର ରାଜ୍ୟ ଉପ-ସଭାପତି ତଥା ସୁନାମଧନ୍ୟ ସିନେ କଳାକାର କୁମାର ନାୟକ ରାଜମହେନ୍ଦ୍ରୀ ନରେନ୍ଦ୍ର ମଞ୍ଚ ଠାରେ ଜାନୁଆରୀ ସାତ ତାରିଖରେ ଅନୁଷ୍ଠିତ ଆନ୍ତର୍ଜାତୀୟ ତେଲୁଗୁ ମହାସଭାରେ ସମ୍ମାନଜନକ କଳାନିଧି ପୁରସ୍କାରରେ

ଅନ୍ଧଧାର୍ମୀକତା ଓ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ଫକୀର ମୋହନ ଜଣେ ଯୁଗାନ୍ତକାରୀ ସାହିତ୍ୟିକ ଥିଲେ : ପୂଜ୍ୟପୂଜା…

ବ୍ରହ୍ମପୁର : ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲଠାରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୮୧ତମ ଜୟନ୍ତୀ ଉପଯୁକ୍ତ ମର୍ଯ୍ୟାଦାର ସହ ପାଳନ ହୋଇଯାଇଛି l ଓଡିଶା ନବଜାଗରଣର ଅନ୍ୟତମ ଅଭିବ୍ୟକ୍ତି ଫକୀର ମୋହନଙ୍କ ରଚିତ ଗଳ୍ପ,

ହାତିନା ସରପଞ୍ଚଙ୍କ ନେତୃତ୍ୱରେ ଗଡିଲା ଅର୍ପଣ ରଥ…

ରାଜନଗର : ଆସନ୍ତା ୧୭ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ପରିକ୍ରମା ମାର୍ଗ ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ସାର୍ଥକ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗାଁ କୁ ଗାଁ ଅର୍ପଣ ରଥ ବୁଲି ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତମାନଙ୍କୁ ଦର୍ଶନ ଦେଇ ଗୁଆ ଅରୁଆ ଚାଉଳ ସଂଗ୍ରହ କରାଯାଉଥିଲା। ଏହାକୁ

ଆସିକା ରେ ରାଜନୈତିକ ଚିତ୍ର ସରଗରମ ଟିକେଟ ଲବିରେ ପ୍ରଶାସନିକ ଅଧିକାରୀ ….!

ବ୍ରହ୍ମପୁର: ୧୪-୧ ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ରହି ଏ ବ୍ଲକରୁ ସେ ବ୍ଲକ ଏହି କାର୍ଯ୍ୟଲୟ ରୁ ସେହି କାର୍ଯ୍ୟାଳୟ କୁ ଘୁରି ବୁଲିବା ପରେ ପୁଣି ଏବେ ତୃତୀୟ ମହଲା ଆଶ୍ରିବାଦ ରେ ଆସିକା ରେ ଏକ ବଡ଼ ଦାୟିତ୍ୱ ମିଳିଥିବା ବେଳେ ଏବେ କୁଆଡ଼େ ପୁଣି ବାବୁ ଜଣକ ଟିକେଟ ପାଇଁ ଯୋଜନା କରୁଥିବା କୁ

ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଅନୁଷ୍ଠିତ…

ମାଲକାନଗିରି, ୧୩।୧ : ମାଲକାନଗିରି ଜିଲ୍ଲାର ବାଲିମେଳା ଏନ.ଏ.ସି ଅନ୍ତର୍ଗତ ମିନି ଷ୍ଟାଡିୟମଠାରେ ଆଜି ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଉଦଘାଟିତ ହୋଇଯାଇଛି । ଏହାକୁ ବାଲିମେଳା ଏନ.ଏ.ସି ଅଧ୍ୟକ୍ଷ ପ୍ରଦୀପ ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ

ଉତ୍କଳ ସାମ୍ବାଦିକ ସଂଘର କର୍ମକର୍ତ୍ତା ଚୟନ ସହିତ ବନ୍ଧୁ ମିଳନ…

ଦାରିଙ୍ଗବାଡି,୧୪/୧ : ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସଙ୍କ ସଭାପତିତ୍ବରେ ଓ ଉପସଭାପତିଙ୍କ ନେତୃତ୍ୱରେ ଦାରିଙ୍ଗବାଡି ପର୍ଯ୍ୟଟନ ସ୍ଥଳୀ ଡୁଲୁରି ପାଇନବଣ ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହେବା ସହ ବ୍ଲକ ସଂଘ ନିମନ୍ତେ କର୍ମକର୍ତ୍ତା ଚୟନ ହୋଇଥିଲା ।

ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି ଙ୍କ ପୌରହିତରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଙ୍କ

ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ…

ଦେବଗଡ଼,୧୩।୧:ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିର ଦେଶ ଭାବରେ ପରିଣତ ହୋଇଛି । ଆଗାମୀ ଦିନରେ ଆମ ଦେଶ ବିଶ୍ୱର ଏକ ନମ୍ବର ଅର୍ଥନୀତି ହେବା ସହ ବିକଶିତ ଭାରତ ହେବ । ଏଥିପାଇଁ ଏବେ ଠାରୁ ଆମର ଛାତ୍ରଛାତ୍ରୀଙ୍କ ଦକ୍ଷ କରିବାକୁ ପଡିବ । ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି

ଟିକାବାଲି ବ୍ଲକ ସରକାରୀ ଏସ. ଏସ. ଡି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ସରକାରୀ ଏସ. ଏସ. ଡି ବାଳିକା ଉଚ୍ଚ ବିଦ୍ୟାଳୟ ପେନାଗୋବେରୀରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁବାସିନୀ ସେଠୀଙ୍କ ସଭାପତିତ୍ୱ ରେ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ