ଖବରକାଗଜର ବ୍ୟୁରୋ ଚିଫ୍ ଓ ରିପୋର୍ଟରଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିବାକୁ ଉପଜିଲ୍ଲାପାଳଙ୍କୁ ମାଗିଲେ ଅନୁମତି…

ଉତ୍ତର ପ୍ରଦେଶର ପ୍ରତାପଗଡ଼ ଉପ-ଜିଲ୍ଲାପାଳ ତଥା ସବ୍‌-ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ ନିକଟରେ ହୋଇଥିବା ଏକ ଲିଖିତ ଆବେଦନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏକ ଖବରକାଗଜର ଜଣେ ବ୍ୟୁରୋ ଚିଫ୍ ଓ ଜଣେ ରିପୋର୍ଟରଙ୍କୁ ୨ ଘଣ୍ଟା ପାଇଁ ଅଶ୍ଲୀଳ ଭାଷାରେ ଗାଳି କରିବାକୁ ଜଣେ…

ସୀମାନ୍ତରେ ୩ ମାଓବାଦୀ ଆତ୍ମସମର୍ପଣ…

ମାଲକାନଗିରି,୧୪।୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନ ଅଧୀନରେ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡର ଦନ୍ତେୱାଡା ଜିଲ୍ଲାର କଟେକଲ୍ୟାଣ ମାଓବାଦୀ କମିଟିରେ ସକ୍ରିୟ ଏଲ୍ଓଏସ୍ କମାଣ୍ଡର

ହାନୀକାରକ ମାଞ୍ଜାସୂତା ବ୍ୟବହାର ନକରିବା ପାଇଁ କମିଶନରେଟ ପୋଲିସର ଅପିଲ

ଭୁବନେଶ୍ଵର: ସୋମବାର ମକର ସଂକ୍ରାନ୍ତି ରହିଛି । ଏଥିଲାଗି ଗାଁଠୁ ସହର ଉତ୍ସବମୂଖର ହୋଇଉଠିଛି । ସବୁଠି ଗୁଡି ଉଡାକୁ ନେଇ ପ୍ରସ୍ତୁତି ଚାଲିଥିବାବେଳେ ଗୁଡି ଉଡାଇବାବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ କରାଯାଇଛି । ଏହି ସୂତା ଅନେକ ଲୋକଙ୍କ ଜୀବନ ନେଇଥାଏ ।…

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜାତୀୟ ଗୁଣବତ୍ତା ପୁରସ୍କାର ପ୍ରଦାନ

ମାଲକାନଗିରି, ୧୪/୦୧/୨୪: ଚଳିତବର୍ଷ ସ୍ୱାସ୍ଥ୍ୟ ପରିବାର ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ୱାରା ମାଲକାନଗିରି ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ଜାନୁଆରୀ ୧୧ରେ ଜାତୀୟ ଗୁଣବତ୍ତା ପୁରସ୍କାର ପ୍ରଦାନ କରାଯାଇଛି । ଏଥି ନିମନ୍ତେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଉତ୍ସବ ଆୟୋଜନ

ମୁଁ ଓବିସି ନୁହେଁ ଓଓ୍ୱେସି କହିଥିଲି : ବାବା ରାମଦେବ

ପୁଣି ବିବାଦ ଘରେରେ ଯୋଗ ଗୁରୁ ବାବା ରାମଦେବ। ତାଙ୍କର ଏକ ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓକୁ ନେଇ ବିବାଦ ଉପୁଜିଛି। ରାମଦେବ ଏହି ଭାଇରାଲ ଭିଡିଓରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ର ଲୋକଙ୍କ ବିରୋଧରେ ଟିପ୍ପଣୀ କରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ବିବାଦ…

ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ଦୁଇ ଗଞ୍ଜେଇ ଚାଲାଣକାରୀ ଗିରଫ

ମାଲକାନଗିରି,୧୪।୧ : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ସମୟରେ ୨ ଜଣ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ ହୋଇଥିବା ବେଳେ ୧୫ କେଜିରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଜିଲ୍ଲା ଅବକ୍ରିୟ ବିଭାଗ ପକ୍ଷରୁ ଜିଲ୍ଲା ସଦରରେ

ଅଲ୍‌ଟିମେଟ୍‌ମ ଦେଲା ଶିକ୍ଷକ ସଂଘ; ୨୭ରେ ଦାବି ପୂରଣ ନହେଲେ ୨୯ରୁ ରାସ୍ତାକୁ ଓହ୍ଲାଇବୁ…

ରାଜ୍ୟ ସରକାରଙ୍କୁ ଅଲ୍‌ଟିମେଟ୍‌ ଦେଲା ଶିକ୍ଷକ ସଂଘ। ଜାନୁଆରୀ ୨୭ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ଶିକ୍ଷକ ସଂଘ। ଜାନୁଆରୀ ୨୯ ତାରିଖରୁ ଦାବି ପୂରଣ ନହେଲେ ସବୁ ବର୍ଗର ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଆଜି ଚେତାବନୀ ଦେଇଛନ୍ତି। ଆନ୍ଦୋଳନ ଯୋଗୁ…

ତୈଳିକ ବୈଶ୍ୟ ସମାଜର ବାର୍ଷିକ ସମ୍ମିଳନୀ ଓ ଶୀତବସ୍ତ୍ର ବଣ୍ଟନ…

ସୋରଡ଼ା : ଚିକିଟୀ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ଅନ୍ତର୍ଗତ ସୋରଡ଼ା ଆଞ୍ଚଳିକ ପରିଷଦ ପକ୍ଷରୁ ସୋରଡ଼ା ଗ୍ରାମ୍ୟ ପରିଷଦ ସମାଜ କୋଠଘର ଠାରେ ଜୀଉରା ଠାରେ ଅନୁଷ୍ଠିତ ମହାସଭାର ଏକ ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ସମ୍ମିଳନୀ ସମୀକ୍ଷା ଓ କେନ୍ଦ୍ରୀୟ ପରିଷଦ ର

କୋଇଲା ଜାଳି ଶୋଇଥିଲେ, ସକାଳୁ ବନ୍ଦ ଘରୁ ମିଳିଲା ୬ ମୃତଦେହ…

ପୁଣି ଜୀବନ ନେଲା କୋଇଲା ଧୂଆଁ। ଶୀତରୁ ବଞ୍ଚିବା ପାଇଁ କୋଇଲା ଅଙ୍ଗାର ଜାଳି ଶୋଇଥିଲା ପୂରା ପରିବାର। ହେଲେ ସକାଳୁ ବନ୍ଦ ଘରୁ ମିଳିଲା ମୃତଦେହ। ଗୋଟିଏ ପରିବାରର ୪ ଜଣଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି କିଛି ଘଟଣା। ପୁଲିସ ସୂଚନା…

ଭଳିକିଭଳି ଫୁଲ ଦେଖିବାକୁ ଏକାମ୍ର କାନନରେ ଲୋକଙ୍କ ଭିଡ…

ଭୁବନେଶ୍ୱର : ଚାରିଆଡ଼ ଫୁଲର ଭଣ୍ଡାର । ମନକୁ ଯେତିକି ମୋହିତ କରୁଛି ହୃଦୟକୁ ସେତିକି ଶାନ୍ତି ବିଦେଉଛି। ପ୍ରକୃତିର ଅବଦାନ ବି ବଡ ବିଚିତ୍ର । ବିଭିନ୍ନ ଫଳ ଫୁଲ ଗଛରେ ହସି ଉଠେ ଧରଣୀ ରାଣୀ । ଲୋକମାନେ ନିଜର ଉପୋଭୋଗ ପାଇଁ ବିଭିନ୍ନ ଫୁଲ ଗଛ ବାଡି ବଗିଚାରେ…