Sign in
Sign in
Recover your password.
A password will be e-mailed to you.
ହିଞ୍ଜିଳିରେ ପୁଣି ମାତିଲେ ଲୁଟେରା : ୩ ଟ୍ରାକ୍ଟରରୁ ବ୍ୟାଟେରୀ ସହ ୪୦ଲିଟରରୁ ଉର୍ଦ୍ଧ୍ୱ ଡିଜେଲ ଚୋରୀ…
ପ୍ରାଟ୍ରୋଲିଂ ବ୍ୟବସ୍ଥା କଡକଡି କରିବାକୁ ଦାବୀହିଞ୍ଜିଳିକାଟୁ, ୧୫ା୧(): କିଛି ଦିନର ନିରବତା ପରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ପୁଣି ଥରେ ଲୁଟେରାଙ୍କ ପାର୍ଦୁଭାବ ଦେଖାଦେଇଛି । ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଉନଥିବା!-->…
କୁଦାନଗରୀ ହାଇସ୍କୁଲର ୧୯୮୫ ମସିହା ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କର ତୃତୀୟ ବନ୍ଧୁମିଳନ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅର୍ନ୍ତଗତ କୁଦାନଗରୀ ହାଇସ୍କୁଲର ୧୯୮୫ ମସିହା ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏହା ଥିଲା ତୃତୀୟ ବନ୍ଧୁ ମିଳନ | ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ…
ଆସନ୍ତାକାଲି ଠାରୁ ଆରମ୍ଭ ହେବ ବରଗଡ଼ ଧନୁଯାତ୍ରା ମହୋତ୍ସବ…
ବରଗଡ଼ : ଆରମ୍ଭ ହେଉଛି ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା। ଏଥିଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। କଂସଙ୍କ ରାଜ ଦରବାର ସମେତ ରଙ୍ଗମହଲ ଓ ବିଭିନ୍ନ ତୋରଣ କାମ ଜୋରସୋରରେ ଆଗେଇ ଚାଲିଛି।
ବରଗଡ଼ ଧନୁଯାତ୍ରା ଚଳିତଥର ୭୬ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହା ଜାନୁଆରୀ ୨୫…
‘ବୟଫ୍ରେଣ୍ଡ୍’ଙ୍କ ଝିଅକୁ ବ୍ୟାଟେରି, ପେଚକଣ୍ଟା ଓ ନେଲ୍ ପଲିସ୍ ରିମୋଭର୍ ଖୁଆଇ ମାରିଲେ ଯୁବତୀ
ନୂଆଦିଲ୍ଲୀ: ବୟଫ୍ରେଣ୍ଡ୍ର ୧୮ମାସିଆ ଝିଅକୁ ବ୍ୟାଟେରି, ପେଚକଣ୍ଟା ଓ ନେଲ୍ ପଲିସ୍ ରିମୁଭର୍ ଖୁଆଇ ମାରିବା ଘଟଣାରେ ଆମେରିକାର ପେନ୍ସିଲ୍ଭେନିଆ ପ୍ରଦେଶରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଅଭିଯୁକ୍ତ କରାଯାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି।…
୫% ଅଧିକ ହ୍ବିଲଚେୟାର ବରାଦ ଦେଲେ ରାଜ୍ୟ ସରକାର
ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟରେ ଆଉ କିଛି ମାସ ମଧ୍ୟରେ ଆରମ୍ଭ ହୋଇଯିବ ନିର୍ବାଚନ ପ୍ରକ୍ରିୟା । ଏହା ପୂର୍ବରୁ ଭୋଟରଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଉଛି। ବିଶେଷ କରି ଏଥର ଦିବ୍ୟାଙ୍ଗ ଭୋଟରଙ୍କୁ ପ୍ରଧାନ୍ୟ…
ଫସିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ, ମାମଲା ରୁଜୁ
ଆଇନ ଜାଲରେ ଫସିଲେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀ। ବଢ଼ିଲା ତାଙ୍କ ଅଡୁଆ। ତାଙ୍କ ବିରୋଧରେ ରୁଜୁ ହେଲା ମାମଲା। ତେଲେଙ୍ଗାନା କଂଗ୍ରେସର ଜଣେ ନେତା ତାଙ୍କ ବିରୋଧରେ ଆଣିଲେ ଅଭିଯୋଗ। ଏହାକୁ ଆଧାର କରି ପୁଲିସ ଉପ-ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି।…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଚଳିତ ଜାନୁଆରି ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡ଼ିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ…
ରାସ୍ତାକଡ଼ରେ ନମାଜ ପଢ଼ିଲେ ଡ୍ରାଇଭର୍, ଉଠାଇ ନେଲା ପୁଲିସ…
ରାସ୍ତା କଡ଼ରେ ଟ୍ରକ୍ ରଖିଲେ। ବ୍ୟସ୍ତ ବହୁଳ ରୋଡ୍ ଉପରେ ବସି ପଢ଼ିଲେ ନମାଜ। ଏଭଳି କରିବା ଏବେ ଜଣେ ଡ୍ରାଇଭରଙ୍କୁ ମହଙ୍ଗା ପଡିଛି। ପୁଲିସ ତାଙ୍କୁ ଉଠାଇନେଇଛି। ଗୁଜରାଟର ବନାସକଣ୍ଠାରେ ଘଟିଛି ଏଭଳି କିଛି ଘଟଣା।
ପ୍ରକୃତରେ ନିକଟରେ ରାସ୍ତା ଉପରେ ଜଣେ ଡ୍ରାଇଭର ନମାଜ…
ଆଜିଠୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା…
ଆଜିଠୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା। ହିଂସାଗ୍ରସ୍ତ ମଣିପୁରର ଥୋବାଲ ଠାରୁ ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏହି ଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ଜୋରଦାର ଟାର୍ଗେଟ୍ କରିଛନ୍ତି।…
ଭିଜିଲାନ୍ସ ଏସପି ପରିଚୟରେ ୭.୬୦ଲକ୍ଷ ଠକେଇ ଅଭିଯୋଗ, ଅଧ୍ୟାପକ ଗିରଫ
ଭୁବନେଶ୍ୱର: ୭.୬୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଧ୍ୟାପକ ଗିରଫ । ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗ । ଗିରଫ ଅଭିଯୁକ୍ତ ମୟୂରଭଞ୍ଜ ଉଦଳା ଝାଡେଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ମନୋଜ କୁମାର ମାଝୀ ।
ଗତବର୍ଷ ମେ ୩୧ତାରିଖରେ…