Sign in
Sign in
Recover your password.
A password will be e-mailed to you.
ହାତ ଛାଡ଼ି ଏକନାଥ ସିନ୍ଦେଙ୍କ ଧନୁ ତୀର ଧରିଲେ ମିଲିନ୍ଦ…
ହାତ ଛାଡି ଏକନାଥ ସିନ୍ଦେଙ୍କ ଧନୁ ତୀର ଧରିଲେ ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା। ଆଜି ସକାଳୁ କଂଗ୍ରେସରୁ ଇସ୍ତଫା ଦେଇଥିବା ମିଲିନ୍ଦ ସିନ୍ଦେ ଗ୍ରୁପର ଶିବ ସେନାରେ ସାମିଲ ହୋଇଛନ୍ତି। ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ…
ବସ୍-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୧୨ ଯାତ୍ରୀ ଆହତ…
ନୂଆପଡା : ବସ୍-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୧୨ ଯାତ୍ରୀ ଆହତ। ନୂଆପଡା ଜିଲ୍ଲା 353 ଜାତୀୟ ରାଜପଥର ତରବୋଡ଼ ସମ୍ଭବ ପ୍ରୋଜେକ୍ଟ ନିକଟରେ ଦୁର୍ଘଟଣା ଘଟିଛି । ଏଥିରେ ମୋଟ ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ତରବୋଡ ସ୍ବାସ୍ଥ୍ୟକେନ୍ଦ୍ର ଓ ନୂଆପଡା ଜିଲ୍ଲା…
ବଜ୍ରକାପ୍ତା ଡିଲ୍ ବେଳେ ୩ ଜଣଙ୍କୁ ମାଡ଼ି ବସିଲା ବନ ବିଭାଗ…
ନବରଙ୍ଗପୁର : ନବରଙ୍ଗପୁର ବନବିଭାଗକୁ ମିଳିଛି ସଫଳତା। ଜୀବନ୍ତ ବଜ୍ରକାପ୍ତା ମୁଲଚାଲ ସମୟରେ ମାଡି ବସିଲା ବନବିଭାଗ। ୩ ଅଭିଯୁକ୍ତ ଗିରଫ ବନ ବିଭାଗ। କୋଡିଙ୍ଗା ବନାଞ୍ଚଳ ଅଞ୍ଚଳରେ ବଜ୍ରକାପ୍ତାର ମୁଲଚାଲ ହେଉଥିବା ବିଶେଷସୂତ୍ରରୁ ଖବର ପାଇଁ ବନ ବିଭାଗ ଚଢ଼ଉ କରି ଅଭିଯୁକ୍ତଙ୍କୁ ଧରିବାରେ…
ବିଗୁଡୁଛି ଏୟାର କ୍ୱାଲିଟି, କେନ୍ଦ୍ର ନେଲା ବଡ଼ ନିଷ୍ପତ୍ତି
କଲବଲ କରୁଛି କୁହୁଡ଼ି। ଘନ କୁହୁଡି ଯୋଗୁ ଜିରୋ ଭିଜିବଲିଟି ପରିସ୍ଥିତି ସୃଷ୍ଟି ହୋଇଛି। ତା’ସହ ପ୍ରଦୂଷଣ ମାତ୍ର ମଧ୍ୟ ବଢ଼ିବାରେ ଲାଗିଛି। ବିଗିଡି ଯାଇଛି ଏୟାର କ୍ୱାଲିଟି। ଏହାକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।
ବାୟୁର ପ୍ରଦୂଷଣ ମାତ୍ରା ବଢ଼ୁଥିବା…
ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ୍, ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ…
ଗୁଣୁପୁର: ପୁଣି ଥରେ ବଗି ଛାଡି ଚାଲିଗଲା ଇଞ୍ଜିନ୍ । ଗୁଣୁପୁର ଷ୍ଟେସନ ଛାଡିବାର ପ୍ରାୟ ଏକ କିଲୋମିଟର ପରେ କପିଳପୁର ନିକଟରେ ହଠାତ୍ ବିଶାଖାପାଟଣା ଏକ୍ସପ୍ରେସ୍ (୧୮୫୨୧)ର ଇଞ୍ଜିନ୍ ରୁ ବଗି ଅଲଗା ହୋଇଯାଇଥିଲା । ତେବେ ଏହି ଅଘଟଣରେ କେହି ମୃତାହତ ହୋଇନାହାନ୍ତି ।…
ବାଲେଶ୍ବରରୁ ନିର୍ବାଚନ ଲଢ଼ିବେନି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…
ଭୁବନେଶ୍ବର : ବାଲେଶ୍ବରରୁ ଲଢ଼ିବେନି ଅଶ୍ବିନୀ। ବାଲେଶ୍ବରରୁ ନିର୍ବାଚନ ଲଢ଼ିବେନି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କଟକରୁ ଲଢ଼ିବା ନେଇ ସମ୍ଭାବନା ଅଧିକା ରହିଛି । ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖି ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ ଖାଲି…
ସାଂସଦ ବ୍ରିଜଭୂଷଣ ଓ ସଞ୍ଜୟ ସିଂହଙ୍କୁ ବୋମା ଲଗାଇ ଉଡ଼ାଇ ଦେବାକୁ ଧମକ…
କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପିର ବାହୁବଳି ସାଂସଦ ବ୍ରିଜଭୂଷଣ ଶରଣ ସିଂହ ଙ୍କୁ ହତ୍ୟା ଧମକ। କେବଳ ସେତିକି ନୁହେଁ ଭାରତୀୟ କୁସ୍ତି ମହାସଂଘର ନିଲମ୍ବିତ ସଞ୍ଜୟ ସିଂହଙ୍କୁ ମଧ୍ୟ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି। କେହି ଜଣେ ଦୁର୍ବୃତ୍ତ ବାରମ୍ବାର…
ଯାଜପୁରରେ ଚାଞ୍ଚଲ୍ୟ, ବାଡିପଟରୁ ମିଳିଲା ଶିଶୁର କଟାମୁଣ୍ଡ…
ଯାଜପୁର: ଯାଜପୁରରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଘରପଛ ବାଡିରୁ ଏକ ଶିଶୁର କଟା ମୁଣ୍ଡ ଉଦ୍ଧାର କରାଯାଇଛି । ଯାଜପୁର ରୋଡ ଥାନା ଶଙ୍ଖଚିଲା ରାଧାନଗର ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନିୟ ଘଟଣା । ମୃତ ଶିଶୁର ପରିଚୟ ମିଳିପାରିନାହିଁ । ପୋଲିସ କଟାମୁଣ୍ଡକୁ…
ପାକିସ୍ତାନରେ ବିସ୍ଫୋରଣ: ୫ ଯବାନ ମୃତ…
ପାକିସ୍ତାନର ବଲୁଚିସ୍ତାନର କେଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣରେ ୫ ଜଣ ଯବାନ ନିହତ ହୋଇଛନ୍ତି। ଯବାନମାନେ ଏକ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଥିଲେ।
ଏହି ବିସ୍ଫୋରଣ ପରେ ଅନ୍ୟ ଯବାନମାନେ ତୁରନ୍ତ…
ପାରାଦୀପ ବନ୍ଦରରୁ କୋକେନ୍ ଜବତ ଘଟଣା: ଜାହାଜରୁ ଡେଇଁଲେ କ୍ରୁ ସଦସ୍ୟ
ପାରାଦୀପ : ପାରାଦୀପ- ପିଆଇସିଟି ବର୍ଥ ଜାହାଜରୁ କୋକେନ ଜବତ ଘଟଣା ଏବେ ଏକ ଭିନ୍ନ ମୋଡ଼ ନେଇଛି । ଏମ ଭି ଦେବୀ ପାନ୍ନାମା ଜାହାଜର ଜଣେ ସଦସ୍ଯ ଜାହାଜରୁ ସମୁଦ୍ରକୁ ଖସି ପଡି ଗୁରୁତର ଆହତ ହୋଇଛନ୍ତି । ବନ୍ଦର ଆଙ୍କରେଜ ଏରିଆରେ ଏହି ଘଟିଛି ଘଟଣା । ଜାହାଜର କ୍ରୁ…