Sign in
Sign in
Recover your password.
A password will be e-mailed to you.
ଅଯୋଧ୍ୟା ଯାଇ ରାମଲଲ୍ଲାଙ୍କ ଦର୍ଶନ କଲେ କଂଗ୍ରେସ ନେତା
ଅଯୋଧ୍ୟା : ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ନବନିର୍ମିତ ରାମମନ୍ଦିରରେ ବିଗ୍ରହ ପ୍ରାଣପ୍ରତିଷ୍ଠା ସମାରୋହରେ ଯୋଗ ନ ଦେବାକୁ କଂଗ୍ରେସର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବାବେଳେ ଦଳ ହିନ୍ଦୁ ଭୋଟ ହରାଇବାର ଆଶଙ୍କା କରୁଛି । ଏହାକୁ…
ବଲାଙ୍ଗୀର ରେଳ ଧାରଣରୁ ମୃତଦେହ ଠାବ, ଆତ୍ମହତ୍ୟା ସନ୍ଦେହ…
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖୁଜେନପାଲି ରେଳ ଫାଟକ ନିକଟ ରେଳଧାରଣାରୁ ମୃତଦେହ ଠାବ । ମୃତକ ହେଲେ ବଲାଙ୍ଗୀର ବଣିକ ସଂଘର ସଭାପତି ତ୍ରିପୁରାରି ପାଣିଗ୍ରାହୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ରେଲଓ୍ବେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ମୁତାବକ, ଆଜି…
ବିମାନରେ କୋ-କ୍ୟାପ୍ଟେନଙ୍କୁ ଚାପୁଡା ମାରିଥିବା ଯୁବକ କ୍ଷମା ମାଗିଲେ…
ଇଣ୍ଡିଗୋ ବିମାନରେ କୋ-କ୍ୟାପ୍ଟେନଙ୍କୁ ଚାପୁଡା ମାରିଥିବା ଯୁବକ କ୍ଷମା ମାଗିଲେ। ସେ ହାତ ଯୋଡି ‘ସରି’ କହୁଥିବା ଭିଡିଓରେ ଦେଖିବାକୁ ମିଳୁଛି।ବିମାନ ଉଡାଣ ବିଳମ୍ବ ହେବାରୁ ହଠାତ୍ ରାଗିଯାଇ କୋ-କ୍ୟାପ୍ଟେନଙ୍କ ଉପରକୁ ହାତ ଉଠାଇ ଦେଇଥିଲେ ସାହିଲ କଟାରିଆ। ପରେ ନିଜର…
କଟକ ରେଲୱେ ଷ୍ଟେସନରେ ବିକ୍ରି ହେଲା ମାଣିଆବନ୍ଧ ହସ୍ତତନ୍ତ୍ର…
କଟକ : ପ୍ରତିଶ୍ରୁତି ଦେଇଥିଲେ, ପୂରଣ କଲେ । କଟକ ରେଲୱେ ଷ୍ଟେସନରେ ବିକ୍ରି ହେଲା ମାଣିଆବନ୍ଧ ହସ୍ତତନ୍ତ୍ର । ଗତ ସାତ ତାରିଖ ଦିନ କଟକ ଗସ୍ତ ଅବସରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମାଣିଆବନ୍ଧର ବୁଣାକାରଙ୍କୁ ‘ ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ ‘ ଯୋଜନାରେ…
ପଞ୍ଚ ତାରକା ହୋଟେଲ୍ରେ ଅଣ ଭାରତୀୟ ମହିଳାଙ୍କୁ ଦୁଷ୍କର୍ମ; ସିଇଓଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ: ଜଣେ ଏନଆରଆଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦିଲ୍ଲୀର ଏକ ଘରୋଇ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରବିବାର ପୁଲିସ ଏହି ସୂଚନା ଦେଇଛି। ପୁଲିସର ସୂଚନାନୁସାରେ, ଏହି ଘଟଣା ୨୦୨୩ ମସିହା…
ଆଜି ପବିତ୍ର ମକର ସଂକ୍ରାନ୍ତି, ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ
ଭୁବନେଶ୍ବର: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା…
ବୀର ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଭଞ୍ଜନଗର ଠାରେ ପାଳିତ ହେବ…
ଛତ୍ରପୁର : ଚଳିତ ବର୍ଷ ବୀର ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ରାଜ୍ୟସ୍ତରୀୟ ଉତ୍ସବ ଭଞ୍ଜନଗର ଠାରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ଦ୍ଵାରା ପାଳିତ ହେବ । ଏଥିନେଇ ଭଞ୍ଜନଗର ସ୍ଥିତ ଜଙ୍ଗଲ ବିଭାଗୀୟ ଅତିଥି ବଙ୍ଗଳା ଠାରେ ସୋମବାର ରାଜ୍ୟ ଅର୍ଥମନ୍ତ୍ରୀ!-->…
ନୟାଗଡ଼ରେ ମାଳମାଳ ନକଲି ଭୋଟର…
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଇଲୋକ୍ଟରାଲ ପପୁଲେସନ (ଇପି)ବା ଭୋଟର ଜନସଂଖ୍ୟା ରେ ସାଙ୍ଘାତିକ ତ୍ରୁଟି ରହିଛି । ଜିଲ୍ଲାର ଜନସଂଖ୍ୟା ଅନୁସାରେ ୬୮ ପ୍ରତିଶତ ଭୋଟର ରହିବା କଥା ମାତ୍ର ୨୦୧୯ ସାଧାରଣ ନିର୍ବାଚନ ରେ ଏହା ୮୦ପ୍ରତିଶତ ଥିବାବେଳେ ୨୦୨୪ନିର୍ବାଚନ ଆଉ କେତେମାସ ବକିଥିଲା ବେଳେ!-->…
ବନ୍ଧଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ବୈଠକ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ବନ୍ଧଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି lବନ୍ଧଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଛାତ୍ରୀ ମାନେ ବର୍ଜ୍ୟବସ୍ତୁ ରୁ କିପରି ନୂତନ ଓ ବ୍ୟବହାରିକ ବସ୍ତୁ ତିଆରି କରାଯାଇପାରିବ ତାହା କରିଦେଖାଇଥିଲେ!-->…
୭୬ ତମ ସେନା ଦିବସ ପାଳିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥିତ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ, ଫୁଲବାଣୀ ଠାରେ ୭୬ ତମ ସେନା ଦିବସ ପାଳିତ ହୋଇ ଯାଇଛି l ଏହା ପ୍ରତି ବର୍ଷ ଜାନୁୟାରୀ ୧୫ ତାରିଖରେ ପାଳିତ ହୋଇଥାଏ l ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ଣ୍ଣଲ ଶିଶିର କୁମାର ଘୋଷ ସମଗ୍ର ବିଶ୍ୱରେ!-->…