ତିନି ହଜାର ରୁ ଉର୍ଦ୍ଧ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ…

ଉମରକୋଟ (୧୫/୦୧/୨୦୨୪) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଛତିଶଗଡ ସୀମାନ୍ତ ଅନ୍ତର୍ଗତ କୁନ୍ଦେଇ ଥାନା ଅଧିନରେ ଥିବା କାଉଡୋଳା ପଞ୍ଚାୟତର ଧନରା ଗ୍ରାମ ନିକଟରେ ଥିବା ନଦୀପଡ଼ା ଠାରେ ସରକାରୀ ଜମି ମଧ୍ୟରେ ମକା ଗଛ ଓ ପନି ପରିବା ଚାଷ ଦୀର୍ଘ ଦିନରୁ ଚାଷ ହୋଇ ଆସୁଥିବା ଦେଖିବାକୁ

ଗଜପତିରେ ୨୮ଟି ବିଦ୍ୟାଳୟ ଉଦଘାଟିତ…

ଆର ଉଦୟଗିରି : ମୋହନା , ଚତୁର୍ଥ ପର୍ଯ୍ୟାୟ ୫ଟି ରୂପାନ୍ତରିତ ମାଧ୍ୟମରେ ଗଜପତି ଜ଼ିଲ୍ଲା ରେ ୨୮ଟି ବିଦ୍ୟାଳୟ କୁ ଭରଚୁଆଲ୍ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏଥି ଉପଲକ୍ଷେ ମୋହନା ବ୍ଲକ ଆଲିଗଣ୍ଡା ଗ୍ରାମ ସ୍ଥିତ ସିଏନ୍. ନିର୍ମଳା ବାଳିକା ହାଇସ୍କୁଲ ଠାରେ

ବଡ଼ନାଉକୋଣା କୃଷି ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଉଦଘାଟନ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ଵଡନାଉକଣା କୃଷି ସମବାୟ ସମିତି ପକ୍ଷରୁ ଚଳିତ ୨୦୨୩_୨୦୨୪ ବର୍ଷ ପାଇଁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ସାହୁଙ୍କ ଦ୍ୱାରା ଧାନମଣ୍ଡି ଉଦ୍ଘାଟନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ କଟକ

୨୦ତମ ରାଜ୍ୟ ସ୍ତରୀୟ ରାଧାକୃଷ୍ନ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ବଲାଙ୍ଗିରକୁ ପରାସ୍ତ କରି ସମ୍ବଲପୁର…

ଦେବଗଡ଼,୧୫ା୧: ରିଆମାଳ ବ୍ଲକ କଂଟାବାହାଳ ଗ୍ରାମ ପଂଚାୟତ ସଦର ମହକୁମାରେ ରାଧାକୃଷ୍ନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ୨୦ତମ ରାଜ୍ୟ ସ୍ତରୀୟ ରାଧାକୃଷ୍ନ କ୍ରିକେଟ ପ୍ରତିଯୋଗିତା ସୋମବାର ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ବଲାଙ୍ଗିରର ବିସିଏକୁ ୯

ଦେବଗଡ଼ର କଣ୍ଢଳ ଠାରେ ଭାଜପା ର ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ…

ଆଶା ଭରସାର ଚିହ୍ନ ପଦ୍ମ, ମୋଦିଙ୍କ ଚିହ୍ନ ପଦ୍ମ - ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼,୧୫।୧:ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କ ଅଧିକ ଆସ୍ଥାଭାଜନ ହେବା ଲକ୍ଷ୍ୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦେବଗଡ଼ ଜିଲ୍ଲା ବାରକୋଟ

କେନ୍ଦ୍ରମନ୍ତ୍ରୀଙ୍କ ମନ୍ଦିର ଦର୍ଶନ ଓ ସ୍ୱଛତା ଶ୍ରମଦାନ

ଦେବଗଡ଼,୧୫ା୧ : ପବିତ୍ର ମକର ସଂକ୍ରାନ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦେବଗଡ ସ୍ଥିତ ଗୋପାଳଜୀଉ ମନ୍ଦିରରେ ଠାକୁର ଦର୍ଶନ କରିବାସହ ହାତରେ ଝାଡୁ ଓ ୱାଇପର ଧରି ସ୍ୱଛତା ଶ୍ରମଦାନ କରିଛନ୍ତି । ଆଜି ସକାଳେ ମନ୍ତ୍ରୀ ଶ୍ରୀ

ମକରଧ୍ୱଜ ଶୃଙ୍ଗରେ ଉଡ଼ିଲା ମାନସିକ ଧ୍ଵଜା : ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ ।

ଦେବଗଡ଼୧୫|୧ : ପବିତ୍ର ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ରେ ଥିବା ମକର ଧ୍ଵଜ ଶୃଙ୍ଗ ରେ ମକର ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମରେ ମକର ଧ୍ଵଜ ଗିରି ଶୃଙ୍ଗ ଆଜି ଲୋକାରଣ୍ୟ ହୋଇଉଠିଥିଲା । ହଜାର ହଜାର ଶ୍ରଦ୍ଧାଳୁ ପାହାଡ

ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ପବିତ୍ର ମକର ମିଳନ ଓ ବ୍ୟାସକବି ଜୟନ୍ତି ପାଳିତ…

ଫୁଲବାଣୀ : ଅବିଭକ୍ତ ଫୁଲବାଣୀ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ପବିତ୍ର ମକର ସଂକ୍ରାନ୍ତି ଅବସରରେ ସ୍ଥାନୀୟ ନେତାଜୀ କ୍ଳବ ଠାରେ ସଭାପତି ପ୍ରଶାନ୍ତ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ମକର ମିଳନ,ବ୍ୟାସ କବି ଫକୀର ମୋହନଙ୍କ ସମ୍ପର୍କିତ ଆଲୋଚନା ଓ

ଉଦଘାଟନ ହେଲା ୭୬ ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ…

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସୋମବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି। ବରଗଡ଼ ପାଲଟିଛି ମଥୁରାନଗରୀ। ଏଥି ସହିତ ବରଗଡ଼ରେ କଂସ ରାଜୁତି ଆରମ୍ଭ ହୋଇଯାଇଛି। କଂସଙ୍କ ଅଟ୍ଟହାସ୍ୟ ଓ ଇଙ୍ଗିତରେ ମଥୁରାନଗରୀ ଥରହର ହେବ। ମହାରାଜଙ୍କ ହସ୍ତୀ ‘ରାଜବାହାଦୁର’ ଓ ମହାମନ୍ତ୍ରୀଙ୍କ ସହ ଅନ୍ୟ…

ଧାନରେ ତିଆରି ଅଳଙ୍କାରରେ ବିଭୂଷିତ ହେଲେ ମାଆ ମଙ୍ଗଳା…

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା ଧାନରେ ତିଆରି ଅଳଙ୍କାରରେ ବିଭୂଷିତ ହୋଇଛନ୍ତି। ରୁଦ୍ର ନାରାୟଣ ଦୀକ୍ଷିତ ନାମକ ଜଣେ ଭକ୍ତ ଏହି ସବୁ ଅଳଙ୍କାର ଦାନ କରିଛନ୍ତି। ଆଜି ଶ୍ରଦ୍ଧାଳୁମାନେ ମାଆଙ୍କ ଏହି ବେଶ୍‌…