ରାଜନଗର ପଞ୍ଚାୟତରେ ଘୋଟଲା

ରାଜନଗର : ରାଜ୍ୟରେ ନଵୀନପଟ୍ଟନାୟକଙ୍କ ଜନକଲ୍ୟାଣ କାରି ଯୋଜନାରେ ଗରିବ ମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଜନ୍ମରୁ ମୃତ୍ୟୁ ଏଵଂ ଆବାସ ଯୋଜନା ପର୍ଯ୍ୟନ୍ତ ସହାୟତା ସରକାର ଯୋଗାଇ ଦେଉଛନ୍ତି। ହେଲେ ନିର୍ଦ୍ଦିଷ୍ଟ ଚାଟୁକାର ପଞ୍ଚାୟତ ଅଧିକାରୀ ଜଣଙ୍କ ନେତାଙ୍କ ଵାହୁଛାୟାତଳେ ରହିବା ସହ,

କୁମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଦୁଇ ଏସଓଜି ଯବାନ ଗୁରୁତର…

ବାଲିଗୁଡା: କିଛି ଦିନର ନୀରବତା ପରେ ପୁଣି ପୁଲିସ- ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । କୁମ୍ବିଂ ଅପରେସନ ବେଳେ ଘଟିଛି ଅଘଟଣ। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ହୋଇଛନ୍ତି ଦୁଇ ଏସଓଜି ଯବାନ। ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ସିର୍ଲା

ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୩୪ତମ ବାର୍ଷିକ ଉତ୍ସବ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଶରରେ ୩୪ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ସଭାପତି ପ୍ରକୃତି ପ୍ରେମୀ, ଲେଖକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବାର୍ଷିକ ଉତ୍ସବରେ

ଅଯୋଧ୍ୟାଗସ୍ତରେ ଦୁଇ ରାମଭକ୍ତ, ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଯୋଗଦେବାକୁ ଲକ୍ଷ୍ୟ…

ମାଲକାନଗିରି : ମାଲକାନଗିରି ଆଉ ମାତ୍ର କେଇ ଦିନର ଅପେକ୍ଷା ଅଯୋଧ୍ୟା ରେ ପ୍ରତିଷ୍ଠା ହେବାକୁ ଯାଉଛି ପ୍ରଭୁ ରାମ ଲାଲା ଙ୍କ ଐତିହାସିକ ମନ୍ଦିର। ଚଳଚଞ୍ଚଳ ହୋଇପଡି଼ଛି ସମଗ୍ର ଭାରତ ବର୍ଷ। ସନାତନୀଙ୍କ ପାଇଁ ପୂରଣ ହେବାକୁ ଯାଉଛି ପାଞ୍ଚଶହ ବର୍ଷର ସପ୍ନ । ତେବେ ଆସନ୍ତା ଜାନୁଆରୀ ୨୨

ସପ୍ତସ୍ବର କଳାକେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ବରିଷ୍ଠ କଳାକାର ସଂଘର ନିଷ୍ପତ୍ତି…

ଭଞ୍ଜନଗର //(ବେଲଗୁଣ୍ଠା) : ବେଲଗୁଣ୍ଠା ବ୍ଳକ୍ ବରିଷ୍ଠ କଳାକାର ସଂଘ ତରଫରୁ ଏକ କାର୍ଯ୍ୟନିର୍ବାହୀ କମିଟୀ ବୈଠକ ସଂଘ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ଯକ୍ଷତାରେ ଗୋବରା ସ୍ଥିତ ସ୍ବାମୀ ବୈକୁଣ୍ଠନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଳାକାର ସଂଘ ଗୃହ ନିର୍ମାଣ

ପଞ୍ଚାୟତରାଜ ଓ ପାନୀୟ ଜଳ ପ୍ରମୁଖ ଶାସନ ସଚିବଙ୍କ ହିଞ୍ଜିଳି ଗସ୍ତ…

ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହ ବିକାଶ ପ୍ରକ୍ରିୟାକୁ ଗୁରୁତ୍ୱାରୋପହିଞ୍ଜିଳିକାଟୁ,: ଶନିବାର ପଞ୍ଚାୟତରାଜ ଓ ପାନୀୟ ଜଳ ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନି ହିଞ୍ଜିଳି ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହ ବିକାଶ ପ୍ରକ୍ରିୟାକୁ ଗୁରୁତ୍ୱାରୋପ କରିଛନ୍ତି । ଶନିବାର

ବଡ଼ଦିନ ପାଇଁ କନ୍ଧମାଳ ଉତ୍ସବ ମୁଖର, ସଜେଇ ହେଉଛି ଚର୍ଚ୍ଚ ଓ ପ୍ରାର୍ଥନା ଗୃହ : ସୁରକ୍ଷା ବ୍ୟବସ୍ଥା କଡାକଡି…

ଫୁଲବାଣୀ :: ଆଉ ମାତ୍ର ଦୁଇ ଦିନ ପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଅର୍ଥାତ ବଡ଼ଦିନ ପର୍ବ ପାଳନ ହେବ। ତା ପୂର୍ବରୁ ସମଗ୍ର କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳ ଚଳଚଞ୍ଚଳ ହେବାସହ ଅଞ୍ଚଳର ସମସ୍ତ ଚର୍ଚ୍ଚ ଏବଂ ପ୍ରାର୍ଥନା ଗୃହ ସଜେଇ ହେବାରେ ଲାଗିଛି। ବିଭିନ୍ନ ରଙ୍ଗ ବେରଙ୍ଗର ବଡ଼ବଡ଼

ମନ୍ତ୍ରୀ ଉଷାଦେବୀ ବାହୁଦା କେନାଳର ରାସ୍ତା ଉନ୍ନତିକରଣ ସକାଶେ ଶୁଭ ଦେଲେ…

ଚିକିଟୀ-: ସ୍ଥାନୀୟ ରାମଚନ୍ଦ୍ରପୁର ଠାରେ ବାହୁଦା କେନାଳର ରାସ୍ତା ଉନ୍ନତି କରଣ ସକାଶେ ଶୁକ୍ରବାର ଦିନ ସ୍ଥାନୀୟ ବିଧାୟିକା ତଥା ଓଡିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ କରକମଳରେ ଶୁଭ ପ୍ରଦାନ କରିଥିଲେ। ଅଧିକ୍ଷଣ ଯନ୍ତ୍ରୀ ଜଗନ୍ନାଥ ପଣ୍ଡା ସହକାରୀ ନିର୍ବାହୀ ଯନ୍ତ୍ରୀ

ବଡ଼ ଦିନ ପାଇଁ ପୋଲିସର ଫ୍ଲାଗ ମାର୍ଚ୍ଚ : ସୁରକ୍ଷା କଡ଼ା କଡ଼ି…

ଦାରିଙ୍ଗବାଡ଼ି : ବଡ଼ ଦିନ ପାଇଁ ବ୍ଲକ ଅଂଚଳରେ ଚଳଚଞ୍ଚଳ ଚର୍ଚ୍ଚ ଓ ବଜାର। ବଜାର ଗହଳି ଚହଳି ଲାଗିରହିବା ସହ ଜୋରସୋର କିଣା ବିକା ଚାଲିଛି । ବଡ଼ ଦିନ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ ହେବ ସେ ନେଇ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଦାରିଙ୍ଗବାଡ଼ି

ଦରଦର ସାଥୀ ସଞ୍ଜୟ….

ସୁନ୍ଦରଗଡ - ଅସମ୍ଭାଳ ଶୀତରେ ଥରୁଛି ସୁନ୍ଦରଗଡ ସହର। ଏହି ସହରରେ ରହିଛନ୍ତି ଅନେକ ବ୍ୟକ୍ତି ଯିଏ ଏହି ଅସହ୍ୟ ଶୀତରେ ମଧ୍ୟ ରହୁଛନ୍ତି ବାହାରେ। ଏଭଳି କିଛି ଦୃଶ୍ୟ ଆସିଥିଲା ସୁନ୍ଦରଗଡର ବିଶିଷ୍ଟ ବ୍ୟବସାୟୀ ମାତାରାନୀ ଟ୍ରାନ୍ସପୋର୍ଟ ଓ ମାତାରାନୀ ରିସୋର୍ସର୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ