ସଞ୍ଜୟ ସିଂହଙ୍କ ନିଲମ୍ବନକୁ ସମର୍ଥନ ଜଣାଇଥିଲେ ସାକ୍ଷୀ ମଲ୍ଲିକ

କେନ୍ଦ୍ର ସରକାରଙ୍କ ତରଫରୁ କୁସ୍ତିସଂଘର ମାନ୍ୟତା ରଦ୍ଦ ଓ ନବ ନିଯୁକ୍ତ ଅଧ୍ୟକ୍ଷ ସଂଜୟ ସିଂହଙ୍କ ନିଲମ୍ବନ ପରେ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି। ଏହାକୁ ସମର୍ଥନ ଜଣାଇଛନ୍ତି ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ। ସରକାରଙ୍କ ତରଫରୁ ନିଆଯାଇଥିବା…

ଆରପାରିରେ ସ୍ବାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲିକ: ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ…

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଚାଟରାଚକୋଡା ପଞ୍ଚାୟତ ହଳଦୀବସନ୍ତ ଗାଁର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲିକ । ଗତକାଲି ୧୦୩ ବୟସରେ ତାଙ୍କର ପରଲୋକ ଘଟିଛି । ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ ସ୍ଵର୍ଗତଃ…

କୁଆଡେ ଗଲା ୨ କୋଟି ଚାକିରି? ବେରୋଜଗାରୀକୁ ନେଇ ବର୍ଷିଲେ ଖାଡ଼ଗେ

‘କୁଆଡେ ଗଲା ପ୍ରତିବର୍ଷ ୨ କୋଟି ଚାକିରି ପ୍ରତିଶ୍ରୁତି। ବେରୋଜଗାରୀ ଦେଶର ସବୁଠାରୁ ଜ୍ୱଳନ୍ତ ପ୍ରସଙ୍ଗ।’ ଏଭଳି କିଛି କହି ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ଟାର୍ଗେଟ କରି ଖାଡ଼ଗେ…

କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିୟନସିପ୍ ଉଦଯାପିତ

କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିୟନସିପ୍ ଉଦଯାପିତ ହୋଇଯାଇଛି। ଯୋଗାସନ ଚାମ୍ପିୟନସିପରେ ୨ଶହରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟରୁ ୨ ହଜାର ୫ଶହରୁ ଅଧିକ ପ୍ରତିଯୋଗୀ, ୩ଶହରୁ ଊର୍ଦ୍ଧ୍ୱ କୋଚ ଓ ଅଫିସିଆଲ୍ ଯୋଗ ଦେଇଥିଲେ । ଏହାସହ ସନ୍ତରଣ…

କୁସ୍ତିରୁ ସନ୍ୟାସ ନେଲେ ବ୍ରିଜ ଭୂଷଣ…

ଭାରତୀୟ କୁସ୍ତି ମହାସଂଘ ଉପରେ କ୍ରୀଡା ମନ୍ତ୍ରଣାଳୟ ବଡ ଆକ୍ସନ ନେଇଛି। ଏହା ପରେ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ କୁସ୍ତିରୁ ସନ୍ୟାସ ନେଇଛନ୍ତି। ସେ ଖୋଦ୍‌ ଏହି ଘୋଷଣା କରିଛନ୍ତି। ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହ ଏକ ସାମ୍ବାଦିକ…

ଆସନ୍ତା ଜାନୁଆରୀ ରୁ ମାଲକାନଗିରିକୁ ଉଡିବ ବିମାନ…

ମାଲକାନଗିରି: ରାଉରକେଲା ପରେ ମାଲକାନଗିରି ରୁ ଉଡିବ ବିମାନ । ଏନେଇ ଶେଷ ହୋଇଛି ବିମାନବନ୍ଦର ନିର୍ମାଣ କାର୍ଯ୍ୟ । ତେବେ ନୂଆବର୍ଷରୁ ମାଲକାନଗିରିକୁ ବିମାନ ଉଡିବା ନେଇ ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ନନ୍ ସିଡ୍ୟୁଲ ବିମାନ ଚଳାଚଳ ପାଇଁ ଯୋଜନା ଥିବାବେଳେ, ପରେ…

ନୂଆବର୍ଷରୁ ନୂଆ ନିୟମ, ମନ୍ଦିର ଭିତରକୁ ମନା ଜିନ୍ସ ଟପ୍‌…

ଏଣିକି ମନ୍ଦିର ଭିତରକୁ ମନା ଜିନ୍ସ ଟପ୍‌। କେବଳ ଜିନ୍ସ ଟପ୍‌ ନୁହେଁ ସର୍ଟସ୍‌, ମିନି ସ୍କର୍ଟ, ମିଡି, ସ୍ଲିଭ୍‌ଲେସ୍‌ ଟପ୍‌ ଆଦି ପିନ୍ଧି ମନ୍ଦିରକୁ ଯାଇପାରିବେନି ପର୍ଯ୍ୟଟକ। ନୂଆ ବର୍ଷରୁ ଲାଗୁ ହେବ ଏଭଳି କିଛି ନୂଆ ନିୟମ। ୨୦୨୪ ଜାନୁଆରୀ ପହିଲାରୁ ଗୋଆର ସମସ୍ତ…

ରୋଗୀ ମୃତ୍ୟୁ ପରେ କଟକ SCBରେ ଉତ୍ତେଜନା…

କଟକ: କଟକ SCBରେ ଉତ୍ତେଜନା। ରୋଗୀ ମୃତ୍ୟୁ ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ଅଭିଯୋଗ ଅନୁୟାୟୀ ପୁରୀ ଚନ୍ଦନପୁର ଅଞ୍ଚଳର ଜଣେ ଯୁବତୀ ଙ୍କ ଦେହ ଖରାପ ହେବାରୁ ପରିବାରଲୋକେ ତାଙ୍କୁ କଟକ ବଡ଼ ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ଯାଞ୍ଚ କରିବା ପରେ…

ବିଜେପି ସାଂସଦ କହିଲେ- ମୁଁ ଦେଶପ୍ରେମୀ ନା’ ଦେଶଦ୍ରୋହୀ ତାହା ଲୋକେ କହିବେ…

ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ବିଜେପି ସାଂସଦ ପ୍ରତାପ ସିମ୍‌ହା ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ସମୟରେ ସେ ଦେଶପ୍ରେମୀ ନା ଦେଶଦ୍ରୋହୀ ତାହା ଲୋକମାନେ ଶେଷରେ ସ୍ଥିର କରିବେ। ଏହି ଘଟଣା ଓ ତଦନ୍ତ ସମ୍ପର୍କରେ କିଛି କହିବାକୁ…

ବାକିରେ ବୁଡ଼ିଛନ୍ତି ସରକାର, ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ଋଣ ମାଗିଲେ ମୁଖ୍ୟମନ୍ତ୍ରୀ…

ଦାୟିତ୍ୱ ଗ୍ରହଣ କରିବାର ମାତ୍ର ଦୁଇ ସପ୍ତାହ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ରୁ ୨,୦୦୦ କୋଟି ଟଙ୍କାର ଋଣ ପାଇଁ ଅନୁରୋଧ କରିଛନ୍ତି। ପାଖାପାଖି ୪ ଲକ୍ଷ କୋଟି ଟଙ୍କାର ଋଣ ବୋଝରେ ବୁଡ଼ି ରହିଥିବା ରାଜ୍ୟ ସରକାରଙ୍କ…