Sign in
Sign in
Recover your password.
A password will be e-mailed to you.
ଜଗନ୍ମାଥ ସାହିତ୍ୟ ସଂସଦର ୩୫ତମ ବାର୍ଷିକ ଉତ୍ସ -୨୦୨୩…
ଦେବଗଡ଼, ୨୪|୧୨ : ସ୍ଥାନୀୟ ସେଣ୍ଟର ଫର୍ କଲଚର୍ ପ୍ରକୋଷ୍ଠରେ ଜଗନ୍ନାଥ ସାହିତ୍ଯ ସଂସଦ,ଦେବଗଡ଼ର ୩୫ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ସଂସଦର ସଭାପତି ଡକ୍ଟର ଭାରତ ଭୂଷଣ ନନ୍ଦଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ , ବିଶିଷ୍ଟ ଅତିଥି!-->…
ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ପାଳିତ
ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି। ଜୟଦେବ ଭବନରେ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ପକ୍ଷରୁ ଉପଭୋକ୍ତା ସଚେତନତା ନିମନ୍ତେ ଏକ…
ଧାନ କିଣାରେ ବ୍ୟାପକ ଦୁର୍ନୀତି: ଏମ.ଏସ.ପି ବୃଦ୍ଧି ସହ କୁଇଣ୍ଟାଲ ପିଛା ୬ଶହ ବୋନସ ଦାବି…
ଭୁବନେଶ୍ଵର: ପୁଣି ଚାଷୀଙ୍କ ପାଇଁ ଗର୍ଜିଲା କିଷାନ କଂଗ୍ରେସ। ଧାନକିଣାରେ ବ୍ୟାପକ ଦୁର୍ନୀତି, ଟୋକନ, ଟାର୍ଗେଟ ଓ ମଣ୍ଡି ସମସ୍ୟାରେ ଘୋର ଅବ୍ୟବସ୍ଥା ନେଇ ସରକାରଙ୍କୁ ଟାର୍ଗେଟ କରିଛି। ଏଥିସହ ଏମ.ଏସ.ପି ବୃଦ୍ଧି ଓ ପ୍ରତି କୁଇଣ୍ଟାଲରେ ୬ଶହ ଟଙ୍କା ବୋନସ ଦେବାକୁ କିଷାନ…
ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ମା’ ଯଶୋଦାଙ୍କ ହାତରନ୍ଧା ଖାଇଲେ ପ୍ରଭୁ ଶ୍ରୀକୃଷ୍ଣ…
ପୁରୀ : ଆଜି ହେଉଛି ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀ । ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୁଏ ନାନାଦି ବ୍ୟଞ୍ଜନ । ପୁରୀ ବଳିଆପଣ୍ତା ସ୍ଥିତ ଗୌରବିହାର ବା ମାତା ମଠରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଛି । ଗୋଟିଏ କି…
ଦେଶରେ ଗତ ୨୪ ଘଣ୍ଟାରେ ୬୫୬ କରୋନା ପଜିଟିଭ ଚିହ୍ନଟ, ସକ୍ରିୟ ମାମଲା ୩୭୪୨…
ପୁଣି ମାରାତ୍ମକ ହେବ କି କରୋନା ? ଦେଶରେ ଗତ ୨୪ ଘଣ୍ଟାରେ ୬୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ। JN.1 ସବ ଭାରିଆଣ୍ଟ ଚିନ୍ତା ବଢାଇଥିବାବେଳେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ନୂଆ…
କାମିଆ ଜାନି ପ୍ରସଙ୍ଗରେ ବିଜେପିକୁ କଡ଼ା ଜବାବ ଦେଲା ବିଜେଡି…
ଭୁବନେଶ୍ବର: କାମିଆ ଜାନି ପ୍ରସଙ୍ଗରେ ବିଜେପିକୁ କଡ଼ା ଜବାବ ଦେଲା ବିଜେଡି। ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, ସେମାନେ ଯେତେବେଳେ ଅଯୋଧ୍ୟାରେ ନେଇ ତାଙ୍କ ବ୍ରାଣ୍ଡ ଆମ୍ବାସଡର କରିଥିଲେ, ସେତେବେଳେ କଣ ହିନ୍ଦୁତ୍ୱ କ୍ଷର୍ଣ୍ଣ ହେଉନଥିଲା କି। ତେଣୁ ସେମାନେ ବୁଝିବା…
ଜାନୁୟାରୀ ୬ରେ L1 ପଏଣ୍ଟରେ ପହଞ୍ଚିବ ଆଦିତ୍ୟ…
ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ଇସ୍ରୋ ପକ୍ଷରୁ ପଠାଯାଇଥିବା ଆଦିତ୍ୟ ସୋଲାର ଅବଜରଭେଟୋରୀ ୨୦୨୪ ଜାନୁୟାରୀ ୬ରେ L1 ପଏଣ୍ଟରେ ପହଞ୍ଚିବ। ଇସ୍ରୋ ମୁଖ୍ୟ ଡ. ଏସ୍. ସୋମନାଥ ଏହା କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୬ରେ ଆଦିତ୍ୟକୁ L1 ପଏଣ୍ଟରେ ଇନ୍ସର୍ଟ କରାଯିବ।…
ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ବିଜେପିର ଲକ୍ଷ୍ୟ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
ଭୁବନେଶ୍ବର: ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ହାସଲ କରିବା ବିଜେପିର ଲକ୍ଷ୍ୟ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି, ଗତ ୧୦ ବର୍ଷ ଧରି ଏକ ସ୍ଥିର ସରକାର ଥିବାରୁ ଦେଶର ବିକାଶ ଦିଗରେ ଆଗକୁ ବଢ଼ି ଚାଲିଛି।…
କୁସ୍ତି ମହାସଂଘକୁ ଚଳାଇବ ସ୍ୱତନ୍ତ୍ର କମିଟି…
ଭାରତୀୟ କୁସ୍ତି ସଂଘର ନବ ନିର୍ବାଚିତ ସଦସ୍ୟଙ୍କୁ ଆଜି କ୍ରୀଡ଼ା ମନ୍ତ୍ରଣାଳୟ ନିଲମ୍ବିତ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି। ବିବାଦ ବଢ଼ୁଥିବା ବେଳେ ଏବେ ଭାରତୀୟ କୁସ୍ତି ମହାସଂଘକୁ ଚଳାଇବ ଗୋଟିଏ ସ୍ୱତନ୍ତ୍ର ପ୍ୟାନେଲ। ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ…
100ଫୁଟ ଲମ୍ବର ସାଣ୍ଟା କ୍ଳସ ନିର୍ମାଣ କରି ୱାର୍ଲଡ ରେକର୍ଡସ ବୁକ ଅଫ ଇଣ୍ଡିଆ ରେକର୍ଡ ହାସଲ କଲେ ସୁଦର୍ଶନ ପଟ୍ଟନାୟକ
ପୁରୀ : ପୁରୀ ବେଳା ଭୂମିରେ ବାଲୁକା କଳା ନିର୍ମାଣ କରି ୱାର୍ଲଡ ରେକର୍ଡସ ବୁକ ଅଫ ଇଣ୍ଡିଆ ରେକର୍ଡ ହାତେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ପବିତ୍ର ବଡ ଦିନ ଵା କ୍ରୀଷ୍ଟମାସ ଅବସରରେ ପୁରୀ ବ୍ଲୁ ଫ୍ଲାଗ ବୀଚ ଠାରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ…