Sign in
Sign in
Recover your password.
A password will be e-mailed to you.
ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ…
ସାଲେପୁର : ଦୁଇଜଣଙ୍କ ସଲିଳ ସମାଧି । ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ । କଟକ ସଦର ଥାନା କୁରାଙ୍ଗ ପ୍ରଧାନ ଗାଁରେ ଘଟିଛି ଅଘଟଣ । ମୃତକ ହେଲେ ଅସ୍ରଫ୍ ଅହମ୍ମଦଙ୍କ ଝିଅ ସାଫିଆ ଖାତୁନ୍ ଓ ରାଜେଶ ସାହାନିଙ୍କ ଝିଅ ନନ୍ଦିନୀ କୁମାରୀ ।
ଦୁଇଜଣ ପଞ୍ଚାୟତ…
ଶବ ଆଣିବାକୁ ଯାଉଥିଲେ, ପରିବାରର ୩ ଜଣ ଶବ ପାଲଟିଗଲେ..
ଗୋଟିଏ ପରିବାର ଉପରେ ସତେ ଯେମିତି ଛିଡ଼ି ପଡ଼ିଛି ଦୁଃଖର ପାହାଡ଼। ସାମ୍ନାକୁ ଆସିଛି ମୃତ୍ୟୁର ବିକଳ ଚିତ୍ର। ପରିବାରର ଭେଣ୍ତିଆ ପୁଅର ମୃତଦେହ ଆଣିବାକୁ ଯାଉଥିବା ବେଳେ ୩ ଜଣ ଅଧା ରାସ୍ତାରେ ହିଁ ଶବ ପାଲଟି ଯାଇଛନ୍ତି। ଏବେ ସେହି ପରିବାରର ଆଉ ୪ ଜଣ ଗୁରୁତର ଆହତ ହୋଇ…
ସମ୍ପ୍ରସାରଣ ହେଲା ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳ, ଶପଥ ନେଲେ ୨୮ ମନ୍ତ୍ରୀ…
ସମ୍ପ୍ରସାରଣ ହେଲା ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳ। ଶପଥ ନେଲେ ୨୮ ମନ୍ତ୍ରୀ। କୈଳାଶ ବିଜୟବର୍ଗୀୟ ଓ ପ୍ରହ୍ଲାଦ ପଟେଲଙ୍କ ସମେତ ଅନେକ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ବିଜେପି ମଧ୍ୟପ୍ରଦେଶରେ ସରକାର ଗଢ଼ିବାର ଦୀର୍ଘ ପାଖାପାଖି ମାସେ ପରେ…
ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡି ଯାଇ ପର୍ଯ୍ୟଟକ ମୃତ…
ପୁରୀ : ସମୁଦ୍ର ଗାଧୁଆ ପାଲଟିଲା କାଳ। ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡି ଯାଇ ପର୍ଯ୍ୟଟକ ମୃତ। ଚକ୍ରତୀର୍ଥ ବେଳା ଭୂମିରେ ଗାଧୋଇବା ସମୟରେ ପ୍ରବଳ ଲହଡ଼ି ମାଡ଼ରେ ଜଣେ ପର୍ଯ୍ୟଟକ ଭାସିଯାଇଥିଲେ।
ସେଠାରେ ଥିବା ଲାଇଫ ଗାର୍ଡମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି…
ମା’କୁ ଖୁଣ୍ଟିରେ ବାନ୍ଧିଥିବା ନିଷ୍ଠୁର ପୁଅକୁ ଗିରଫ କଲା ପୋଲିସ…
କେନ୍ଦୁଝର: କୋବି ଚୋରି ଅଭିଯୋଗରେ ମାକୁ ଖୁଣ୍ଟିରେ ବାନ୍ଧି ପକାଇଥିବା ନିଷ୍ଠୁର ପୁଅ ଶତ୍ରୁଘ୍ନ ମହନ୍ତ ଗିରଫ। ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଏହି ଗିରଫ କରିଛି। ପରେ ଶତ୍ରୁଘ୍ନକୁ କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି। ସଂପୃକ୍ତ ଖବରଟି ସୋଶିଆଲ ମିଡିଆରେ…
ବାହାରୁ ଆସୁଥିବା ଧାନ ବେପାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ…
ଭୁବନେଶ୍ବର : ଚିନ୍ତା ବଢାଇଲେ ବାହାର ବେପାରୀ । ବାହାରୁ ଆସୁଥିବା ଧାନ ବେପାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଛି । ବେପାରୀ ଏବଂ ଦଲାଲଙ୍କ ଉପରେ ଦୃଷ୍ଟି ଦେବାକୁ ସମବାୟ ବିଭାଗ ନିର୍ଦ୍ଦେଶ ଦେଇଛି । ଚେକ ପଏଣ୍ଟ ଗୁଡିକରେ ଚେକିଂ କୁ କଡାକଡି କରିବାକୁ ପରାମର୍ଶ…
ଖଣ୍ଡା ବୁଲାଇ ଡରାଉଥିଲା ଯୁବକ, ନିଜେ ହେଲା ଗୁରୁତର…
ଭୁବନେଶ୍ୱର : ଏବେ ଚାଲିଆଡେ ନୂଆବର୍ଷ ପାଇଁ ସେଲିବ୍ରେସନର ମାହୋଲ । ଯେପରି କିଛି ଅଘଟଣ ନଘଟେ ସେଥିପାଇଁ ସଜାଗ କମିସନରେଟ ପୋଲିସ୍ । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି । କିନ୍ତୁ ଏତେ ସବୁ ପରେ ବି…
ବଡ଼ଦିନରେ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼…
ପୁରୀ: ନୂଆବର୍ଷ ପାଖେଇ ଆସୁଥିବା ବେଳେ ଆଜି ବଡ଼ଦିନ। ସରକାରୀ କାର୍ଯ୍ୟାଳୟଠୁ ଆରମ୍ଭ କରି ସ୍କୁଲ କଲେଜ ଛୁଟି ରହିଥିବାରୁ ଲୋକେ ପୁରୀ ଆସି କାଳିଆ ଠାକୁରର ଆଶୀର୍ବାଦ ନେବାକୁ ଭିଡ ଜମାଇଛନ୍ତି। ୨୦୨୩କୁ ବିଦାୟ ଦେବା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ…
ରହସ୍ୟଜନକ ଭାବେ ‘ଜିହାଦୀ ଗୁରୁ’ର ମୃତ୍ୟୁ…
ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ସଦସ୍ୟ ତଥା ଜିହାଦୀ ଗୁରୁ ଭାବେ ପରିଚିତ ଅବଦୁଲ୍ଲା ଶାହୀନ ପ୍ରାଣ ହରାଇଛି। ପାକିସ୍ତାନର କସୌର ଠାରେ ବେଶ ରହସ୍ୟଜନକ ଭାବେ ଗୋଟିଏ ଗାଡ଼ି ଧକ୍କାରେ ତା’ର ମୃତ୍ୟୁ ଘଟିଛି।
ଗୋଟିଏ ଅଜଣା ଗାଡ଼ି ଅବଦୁଲ୍ଲାକୁ ଏତେ…
ବିଲରୁ ମିଳିଲା କଟା ପାପୁଲି, ତଦନ୍ତ କରୁଛି ପୋଲିସ…
ଖୋର୍ଦ୍ଧା : କାହାର କଟା ପାପୁଲି? ଖୋର୍ଦ୍ଧା ଜଙ୍କିଆ ଥାନା ମାନପୁର ଗାଁ ନିକଟ ବିଲରୁ ଏକ ବାମ ହାତର କଟା ପାପୁଲି ଦେଖିବାକୁ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି । ଜବତ କଟା ପାପୁଲିକୁ ନେଇ ଛାନ୍ଭିନ୍ ଆରମ୍ଭ ଜଙ୍କିଆ ଥାନା ପୋଲିସ ।
ଖବର ଅନୁଯାୟୀ,…