ବିବାହ କରିବାକୁ ଲିଙ୍ଗ ବଦଳାଇଥିଲେ, ଜନ୍ମଦିନରେ ପ୍ରେମିକାକୁ ଜୀଅନ୍ତା ଜାଳିଦେଲେ…

ଅଧା ରହିଗଲା ୨୬ତମ ଜନ୍ମ ଦିନ। ଜନ୍ମଦିନର କ୍ୟାଣ୍ଡେଲ ନ ଲିଭୁଣୁ ଲିଭିଗଲା ଜୀବନ ଦୀପ। ପ୍ରେମିକ ହିଁ ସାଜିଲା ପ୍ରେମିକାର ହତ୍ୟାକାରୀ। ଯାହାକୁ ବିବାହ କରିବାକୁ ଲିଙ୍ଗ ବଦଳାଇଥିଲେ ତାକୁ ହିଁ କଲେ ହତ୍ୟା। ପ୍ରଥମେ ବେକୁ ଚେନ୍‌ରେ ବାନ୍ଧିଲା ଓ ପରେ ଜୀଅନ୍ତା ଜାଳି ଦେଲେ।…

ସାରା ଦେଶରେ ଖ୍ରୀଷ୍ଟମାସ ବେଶ ଧୁମଧାମରେ ପାଳିତ…

ଭୁବନେଶ୍ୱର: ବିଶ୍ୱବ୍ୟାପୀ ଖ୍ରୀଷ୍ଟିଆନମାନଙ୍କ ପାଇଁ ଅତ୍ୟନ୍ତ ଧାର୍ମିକ ମହତ୍ତ୍ୱର ପର୍ବ ଖ୍ରୀଷ୍ଟମାସ ଯୀଶୁଙ୍କ ଅବତାରକୁ ସ୍ମରଣ କରେ। ଯାହା ପରମେଶ୍ୱରଙ୍କ ପ୍ରେମ ଏବଂ ମୁକ୍ତିକୁ ସୂଚିତ କରେ । ତଥାପି ଏହା ଧାର୍ମିକ ସୀମା ଅତିକ୍ରମ କରି ସୁଖ, ଉଦାରତା ଏବଂ ଦାନ…

ମୁକ୍ତ ହେବେ ଫ୍ରାନ୍ସରେ ଫସିଥିବା ୩୦୦ ଭାରତୀୟ

ଫ୍ରାନ୍ସରେ ଫସିଥିବା ୩୦୦ ଭାରତୀୟ ଯାତ୍ରୀଙ୍କ ପାଇଁ ଖୁସି ଖବର। ଦୀର୍ଘ ତିନି ଦିନ ପରେ ଆଜିଠୁ ଆରମ୍ଭ ହେବ ଯାତ୍ରା। ଫ୍ରାନ୍ସରେ ମାନବ ଚୋରା ଚାଲାଣ ସନ୍ଦେହରେ ପ୍ୟାରିସ ନିକଟ ଏକ ବିମାନବନ୍ଦରରେ ତିନି ଦିନ ପାଇଁ ଅଟକି ରହିଥିବା ବିମାନଟି ସୋମବାର ବିମାନ ଉଡ଼ାଣ କରିବ…

ରାଉରକେଲା ପରେ କଣ୍ଟାବାଞ୍ଜିରେ ଡାଇରିଆ, ୨ ମୃତ…

କଣ୍ଟାବାଞ୍ଜି : ରାଉରକେଲା ପରେ କଣ୍ଟାବାଞ୍ଜିରେ ଡାଇରିଆ । ଡାଇରିଆରେ ୨ ଜଣଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ୪ରୁ ଊର୍ଦ୍ଧ୍ବ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ୨ ମୃତକ ପୁଡ଼ାପଦାର ଓ ମାଲିବାହାଲ ଗାଁର ମୀରା ସାହୁ ଓ ସନ୍ତୋଷ ମାଝୀ । ଝାଡାବାନ୍ତିରେ ଆକ୍ରାନ୍ତ ହେବା ପରେ…

ଜିରୋ ଭିଜିବିଲିଟି ଯୋଗୁ ବିମାନ ଚଳାଚଳ ବାଧାପ୍ରାପ୍ତ

ସମଗ୍ର ଉତ୍ତର ଭାରତରେ ଜାରି ରହିଛି ହାଡଭଙ୍ଗା ଶୀତ। ଏବେ ଏହି ଶୀତ ସାଙ୍ଗକୁ ଘନ କୁହୁଡି ଲୋକଙ୍କୁ କରିଛି କଲବଲ। କୁହୁଡିର ମୋଟା ଚାଦର ଚାରିଆଡେ ଢ଼ାଙ୍କି ରହିଛି। ଫଳରେ ଦୂରକୁ ଦେଖିବା ଅସମ୍ଭବ ହୋଇପଡିଛି। ଜିରୋ ଭିଜିବିଲିଟି ଯୋଗୁ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ…

ବଲାଙ୍ଗୀରରେ ଦାଦନ ଚାଲାଣ: ୭ ନାବାଳକଙ୍କ ସମେତ ୧୫ ଉଦ୍ଧାର…

ବଲାଙ୍ଗୀର: ଜିଲ୍ଲା ପୁଲିସ ରବିବାର ୭ ଜଣ ନିରୀହ ଶିଶୁଙ୍କ ସମେତ ୧୫ ଜଣ ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ ବେଳେ ଦଲାଲଙ୍କ କବଳରୁ ଉଦ୍ଧାର କରିଛି। ଏହି ଗରିବ ଲୋକଙ୍କୁ ବେଆଇନ ଭାବେ ହାଇଦ୍ରାବାଦ ନିଆଯାଉଥିବା ବେଳେ କର୍ତ୍ତୃପକ୍ଷ ହସ୍ତକ୍ଷେପ…

ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଆକ୍ରମଣ, ୭୦ ମୃତ…

ଗାଜାରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି। ଇସ୍ରାଏଲ୍ ସେନା କ୍ରମାଗତ ଭାବରେ ହମାସ ଆତଙ୍କବାଦୀଙ୍କ ଉପରେ ବୋମା ମାଡ଼ କରୁଛି। ଏହି ସମୟରେ, ଶନିବାର ବିଳମ୍ବିତ ରାତିରେ ଗାଜା ଅଞ୍ଚଳର ଅଲ-ମଗାଜୀ ଶରଣାର୍ଥୀ ଶିବିରରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏଥିରେ ୭୦ରୁ ଅଧିକ…

ନୂଆବର୍ଷ ପୂର୍ବରୁ କମିସନରେଟ ପୋଲିସ ଜାରି କଲା ନୂଆ ଗାଇଡ୍ ଲାଇନ

ଭୁବନେଶ୍ୱର: ଆସୁଛି ନୂଆ ବର୍ଷ । ଧୁମଧାମରେ ଲୋକେ ଏହାକୁ ପାଳନ କରିବେ। ହୋଟେଲ, ଡ୍ୟାନ୍ସବାର, ପବ୍ ସେମତ କ୍ଲବରେ ବ୍ୟାପକ ପ୍ରସ୍ତୁତି । ୨୦୨୪କୁ ସ୍ୱାଗତ ପାଇଁ ହୋଟେଲ, ପବ୍, ଡ୍ୟାନ୍ସ ବାର ପ୍ରସ୍ତୁତ ରହିଛି। ହେଲେ ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ଆକ୍ସନ…

ହିନ୍ଦୀଭାଷୀ ରାଜ୍ୟ ବିବାଦ, ରାହୁଲଙ୍କୁ ପ୍ରମାଣ ମାଗିଲେ କବିତା…

ହିନ୍ଦୀଭାଷୀ ରାଜ୍ୟକୁ ନେଇ ଡିଏମ୍‌କେ ସାଂସଦ ଦେଇଥିବା ବିବାଦୀୟ ମନ୍ତବ୍ୟ ନେଇ ବିବାଦ ତେଜିବାରେ ଲାଗିଛି। ତାଙ୍କ ବୟାନକୁ ନେଇ ଆରମ୍ଭ ହୋଇ ରାଜନୀତି। ଚାରିଆଡୁ ଡିଏମ୍‌କେ ସାଂସଦଙ୍କ ମନ୍ତବ୍ୟଙ୍କୁ ବିରୋଧ କରାଯାଉଛି। କେବଳ ସେତିକି ନୁହେଁ ସାଂସଦଙ୍କ ମନ୍ତବ୍ୟକୁ ନେଇ…

ଜନ୍ମିଦନ ଭୋଜି ଖାଇବା ପରେ ବାଲିଗୁଡ଼ାରେ ଅନେକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି…

ଫୁଲବାଣୀ : ବାଲିଗୁଡ଼ାରେ ଏକ ଜନ୍ମଦିନ ପାର୍ଟିରେ ଖାଦ୍ୟ ଖାଇ ୩୦ରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହା ଉତ୍ସବମୁଖର ପରିସ୍ଥିତିକୁ ଫିକା କରି ଦେଇଛି। ଶୁକ୍ରବାର କଲ୍ୟାଣ ମଣ୍ଡପରେ ଏକ ଭୋଜିର ଆୟୋଜନ କରାଯାଇଥିଲା। ପାର୍ଟିର କିଛି ଘଣ୍ଟା ପରେ, ଅନେକ ଅତିଥି ଫୁଡ୍ ପଏଜନିଂର ଲକ୍ଷଣ…