ପତ୍ନୀଙ୍କ ସହ ଭିଡିଓ କଲରେ କଥା ହେଉଥିବା ବେଳେ ନିଜକୁ ଗୁଳି କରିଦେଲେ…

ଭିଡିଓ କଲ୍‌ ବେଳେ ନିଜକୁ ନିଜେ ଗୁଳି କଲେ ଜଣେ ବ୍ୟକ୍ତି। ମଧ୍ୟରାତ୍ରରେ ବ୍ୟକ୍ତି ଜଣଙ୍କ ରାଗି ଯାଇଥିବା ପତ୍ନୀଙ୍କୁ ଫୋନରେ ବୁଝାଉଥିଲେ। କିନ୍ତୁ ହଠାତ୍‌ ଭିଡିଓ କଲ ମଝିରେ ହିଁ ସ୍ୱାମୀ ଜଣଙ୍କ ନିଜକୁ ନିଜେ ଗୁଳି କରି ଦେଇଛନ୍ତି। ବିହାରର ଜାମୁଇ ଜିଲକଲା ଅନ୍ତର୍ଗତ…

୫୬ ବର୍ଷ ବୟସରେ ସୁରାଙ୍କୁ ଦ୍ବିତୀୟ ବିବାହ କଲେ ଅର୍‌ବାଜ୍‌…

ମୁମ୍ବଇ : ବଲିଉଡ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅର୍‌ବାଜ ଖାନ ୫୬ ବର୍ଷ ବୟସରେ ଦ୍ବିତୀୟ ବିବାହ କରିଛନ୍ତି। ସେ ରବିବାର ସନ୍ଧ୍ୟାରେ ମେକ୍‌ଅପ୍‌ ଆର୍ଟିଷ୍ଟ ସୁରା ଖାନ୍‌ (୪୧) ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅର୍‌ବାଜଙ୍କ ଭଉଣୀ ଅର୍ପିତା…

ଶ୍ରୀମନ୍ଦିରରେ ବଢ଼ିବ ସୁରକ୍ଷା ବ୍ୟବସ୍ଥା; ସ୍ବତନ୍ତ୍ର ବାଟାଲିୟନ୍‌କୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ, ମୁତୟନ ହେବେ…

ଭୁବନେଶ୍ୱର: ବିଶ୍ବ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଅଧିକ ମଜବୁତ୍‌ ହେବ। ରାଜ୍ୟ ସରକାର ଏଥି ପାଇଁ ପଦକ୍ଷେପ ନେଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିୟନ୍‌ ମୁତୟନ ହେବେ। ଏଥି ପାଇଁ ସ୍ବତନ୍ତ୍ର ବାଟାଲିୟନ୍‌ ଗଠନ ହେବ।…

୨୦୨୪ରେ ରେକର୍ଡ ବିଜୟ ପାଇଁ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି: ମନମୋହନ ସାମଲ

ଭୁବନେଶ୍ବର: ଓଡ଼ିଶାରେ ୫୧ ପ୍ରତିଶତ ଭୋଟ୍ ଟାର୍ଗେଟ ଉପରେ ଫୋକସ୍ କରିବାକୁ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ…

କୋଭିଡକୁ ନେଇ ଆତଙ୍କିତ ହେବାର ନାହିଁ: ସ୍ୱାସ୍ଥ୍ୟ ନିର୍ଦେଶକ…

ଭୁବନେଶ୍ବର: ରାଜ୍ୟରେ କୋଭିଡର ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ମତ ରଖିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଦୁଇଜଣ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ହେଲେ ଏହାକୁ ନେଇ ଆତଙ୍କିତ ହେବାର ନାହିଁ। ସେମାନଙ୍କ ଭିତରେ ଲକ୍ଷଣ ବହୁତ କମ୍…

ଗୁଜୁରାଟର ଦ୍ୱାରକାରେ ମହାରାସ କଲେ ୩୭ ହଜାର ମହିଳା…

ନୂଆଦିଲ୍ଲୀ: ଡିସେମ୍ବର ୨୩ ଓ ୨୪ ତାରିଖରେ ଗୁଜରାଟର ଦ୍ୱାରକାରେ ଆୟୋଜିତ ଦୁଇ ଦିନିଆ ମହାରାସ କାର୍ଯ୍ୟକ୍ରମରେ ୩୭,୦୦୦ରୁ ଅଧିକ ମହିଳା ନାଲି ପୋଷାକ ପିନ୍ଧି ଏକାଠି ହେବା ସହ ମହାରାସ ପରିବେଷଣ କରିଛନ୍ତି। ବନାସୁରଙ୍କ କନ୍ୟା ତଥା ଭଗବାନ ଶ୍ରୀକୃଷ୍ଣଙ୍କ ବୋହୂ…

ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୁର୍ମାନୁର ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ…

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ଆଜି ମାଟିତଳୁ ଉଦ୍ଧାର କଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଆନ୍ଧ୍ର ଓ ଓଡ଼ିଶା ସୀମା କାଳିମେଳା ଥାନା ଅନ୍ତର୍ଗତ କୁର୍ମାନୁର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ନିୟୋଜିତ ଏସ୍‌ଓଜି ଓ ଡିବିଏଫ୍‌ ଯବାନମାନେ ମାଟି…

ନିଶା କାରବାର ଅଭିଯୋଗ, ୨ ବେପାରୀଙ୍କୁ କୋର୍ଟ ଚାଲାଣ

ପୁରୀ : ନିଶା କାରବାର ଅଭିଯୋଗରେ ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ବେପାରୀ ବାଘଆଖଡ଼ା ମଠ ଲେନର ସଞ୍ଜୟ କୁମାର ସାହୁ ଓ ମୋହନ ଭୋଇ। ସେମାନଙ୍କ ଠାରୁ ୪୬ଟି କଫ ସିରଫ ବୋତଲ ,ଗୋଟିଏ…

ରାଜଧାନୀରେ ୨ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ଘଟଣାରେ ୮ ଗିରଫ…

ଭୁବନେଶ୍ୱର: ଗତକାଲି (ରବିବାର) ଏୟାରପୋର୍ଟ ଛକ ନିକଟରେ ଧାରୁଆ ଅସ୍ତ୍ରରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ ଘଟଣା । ଏଥିରେ ୮ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ବର୍ତ୍ତମାନ ୮ ଅଭିଯୁକ୍ତଙ୍କୁ ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ଗିରଫ କରାଯାଇଥିବା ବେଳେ, ଏଥିରେ…

ବିଜେପି ସାଂସଦଙ୍କ ଭାଇ ନାଁରେ କାଠ ଚୋରି ମାମଲା…

ଆଇନ ଜାଲରେ ଫସିଲେ ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି ମାମଲରେ ଟାର୍ଗେଟ୍‌ରେ ଥିବା ବିଜେପି ସାଂସଦ ପ୍ରତାପ ସିମ୍‌ହାଙ୍କ ଭାଇ। କାଠ ଚୋରା ଚାଲାଣ ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ବିନା ଅନୁମତିରେ ପ୍ରାୟ ୧୨୦ଟି ଗଛ କାଟି ଦେଇଥିବା ନେଇ ବିକ୍ରମ ସିମ୍‌ହା…