ରାଜନଗର ବ୍ଲକ୍ ବିଜୁ ଜନତାଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳନ

ରାଜନଗର : ରାଜନଗର ବ୍ଲକ୍ ମହିଁଷାସୁର ପଞ୍ଚାୟତ ପଡିଆଠାରେ ନିର୍ବାଚନମଣ୍ଡଳୀସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଜନଗର ବ୍ଲକ୍ ବିଜୁ ଜନତା ଦଳ ସଭାପତି ନିରଞ୍ଜନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବିଧାୟକ ଧ୍ରୁବ ସାହୁ

ଜୀବନ ଯୁଦ୍ଧରେ ହାରିଗଲେ ସେନା ଅଧିକାରୀ, ୮ ବର୍ଷ ହେଲା କୋମାରେ ଥିଲେ…

ଦୀର୍ଘ ୮ ବର୍ଷ ହେଲା ଜୀବନ ସହ ଲଢ଼େଇ କରୁଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ କରନବୀର ସିଂହ ନାଟ୍ଟ ଶେଷରେ ହାରି ଯାଇଛନ୍ତି। ଟେରିଟୋରିଆଲ ଆର୍ମି(ଟିଏମ) ପାଇଁ କାମ କରୁଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ କରନବୀର ୨୦୧୫ରୁ କୋମାରେ ରହିଥିଲେ। ଜମ୍ମୁ-କଶ୍ମୀରର କୁପୱାଡାରେ ସେନା…

ରାଜନଗରରେ ଆଶାକର୍ମୀମାନଙ୍କର ଜିଲ୍ଲାସ୍ତରୀୟ ନବମ ସମ୍ମିଳନୀ ଅନୁଷ୍ଠିତ

ରାଜନଗର,୨୫ା୧୨ : ରାଜନଗର ବ୍ଲକ ସଦର ପଚାଂୟତ ସାନଓରଠାରେ କେନ୍ଦ୍ରାପଡା ଜିଲ୍ଲା ନବମ ଆଶାକର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମିରଂଜନ ମହାନ୍ତି, ସରଂପଚ ସୁଶ୍ରୀସଙ୍ଗୀତା ମିଶ୍ର, ସମିତି ସଭ୍ୟା ସୁମିତ୍ରା

କୁମ୍ଭୀର ଗଣନା ପାଇଁ ଜାନୁଆରୀ ୫ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ…

ରାଜନଗର: ଜାନୁଆରୀ ୫ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ଜାନୁଆରୀ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । ୯ଦିନ ଧରି ବନ୍ଦ ରହୁଥିବାରୁ ପର୍ଯ୍ୟଟକଙ୍କୁ ନଆସିବାକୁ ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବୋଟ୍…

ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ତ୍ୱରାନ୍ୱିତ କରିବାକୁ ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ଅନୁରୋଧ…

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଜଣାପଡ଼ିଛି ଯେ…

‘ହିନ୍ଦୁ ଧର୍ମ ନୁହେଁ ଧୋକା, କିଛି ଲୋକଙ୍କ ପାଇଁ ଏହା ଧନ୍ଦା’…

‘ହିନ୍ଦୁ ଧର୍ମ ନୁହେଁ ଧୋକା। ଏହା କିଛି ଲୋକଙ୍କ ପାଇଁ ଧନ୍ଦା।’ ହିନ୍ଦୁ ଧର୍ମକୁ ନେଇ ପୁଣି ଥରେ ଏଭଳି କିଛି ବିବାଦୀୟ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ଅଖିଲେଶ ଯାଦବଙ୍କ ଚେତାବନୀ ପରେ ମଧ୍ୟ ସୁଧୁରି ନାହାନ୍ତି ଏହି ନେତା। ଏବେ…

ଆନନ୍ଦ ଭବନରୁ ଶଙ୍ଖ ଭବନକୁ ସାଇକେଲ ଶୋଭାଯାତ୍ରା…

କଟକ : ବିଜୁ ଜନତା ଦଳର ଆଜି ୨୭ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ କଟକ ସ୍ଥିତ ଆନନ୍ଦ ଭବନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଅନେକ ନେତା, ମନ୍ତ୍ରୀ ଓ କର୍ମୀମାନେ ଆସି ମାଲ୍ୟର୍ପଣ କରିଥିଲେ । ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ଶଙ୍ଖ ଭବନ ପର୍ଯ୍ୟନ୍ତ ବିଶାଳ ସାଇକେଲ ଯାତ୍ରା ଅନୁଷ୍ଠିତ…

ସାମାନ୍ୟ ମଟନ ସୁପ ପାଇଁ ଭାଙ୍ଗିଗଲା ବାହାଘର…

ସାମାନ୍ୟ ମଟନ ସୁପ ପାଇଁ ଭାଙ୍ଗି ଯାଇଛି ବାହାଘର। ବର ପକ୍ଷ ଲୋକ ମଟନ ସୁପ ନ ପାଇବାରୁ ଭାଙ୍ଗି ଦେଇଛନ୍ତି ବାହାଘର। କନ୍ୟା ଘର ଲୋକଙ୍କ ସହ ସେମାନେ ମଟନ ସୁପ ପାଇଁ ଝଗଡ଼ା ମଧ୍ୟ କରିଛନ୍ତି। କନ୍ୟା ଘର ପ୍ରସ୍ତୁତ କରିଥିବା ଆମିଷ ମେନ୍ୟୁରେ ଛେଳି ହାଡ଼ ରସରେ ପ୍ରସ୍ତୁତ…

୨୭ ବର୍ଷରେ ପାଦ ଥାପିଲା ବିଜେଡି; ରାଜ୍ୟବ୍ୟାପୀ ଗଣଦୌଡ, ରକ୍ତଦାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ…

ଭୁବନେଶ୍ବର : ୨୭ ବର୍ଷରେ ପାଦ ଥାପିଲା ବିଜେଡି । ଆଜି ଦଳ ତାର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏଥିଲାଗି ପୁରା ସଜେଇ ହୋଇଛି ଶଙ୍ଖ ଭବନ । ସବୁ ପ୍ରସ୍ତୁତି ପ୍ରାୟ ସରିଛି । ପ୍ରତି ନିର୍ବାଚନମଣ୍ଡଳୀ ସହ ଶଙ୍ଖ ଭବନରେ ମଧ୍ୟ ପାଳନ ହେବ…

ସରକାରଙ୍କର କାଟଛାଟ ନିତିରେ ଵଳିପଡିଛନ୍ତି ଅଙ୍ଗନୱାଡି କର୍ମୀ, ଏସଏନପିରେ ଅଣ୍ଡା ନଦେବାକୁ ନିଷ୍ପତି…

ରାଜନଗର : ସରକାର ଅଙ୍ଗନୱାଡି କେନ୍ଦ୍ରରେ ଏସଏନପି, କିଶୋରୀ ଓ ବାଳିକା ଛୋଟ ପିଲାମାନଙ୍କୁ ପୃଷ୍ଟିସାର ଖାଦ୍ୟରେ ଅଣ୍ଡା ଯୋଗାଇବାକୁ ନିର୍ଦ୍ଦେଶ ରହିଛି। ସରକାରଙ୍କର ନିର୍ଦ୍ଦେଶ ପ୍ରକାରେ ସ୍ବଳ୍ପ ଵେତନ ଭୋଗୀ ଅଙ୍ଗନୱାଡି କର୍ମୀ ମାନେ ଅଣ୍ଡା ଯୋଗାଇ ଚାଲୁଛନ୍ତି। ଦୁଇଵର୍ଷ ପୂର୍ବରୁ ଅଣ୍ଡାର