Sign in
Sign in
Recover your password.
A password will be e-mailed to you.
ଜାନୁଆରୀ ୨ରେ କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ…
ଭୁବନେଶ୍ବର : ଜାନୁଆରୀ ୨ ତାରିଖରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ । କଳିଙ୍ଗନଗର ଗୁଳିକାଣ୍ଡକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦିବସ । ସମସ୍ତ ଜିଲ୍ଲା ଓ ସହରରେ କ୍ୟାଣ୍ଡେଲ ଜାଳି ଦୁଇ ମିନିଟ୍ ପ୍ରାର୍ଥନା କରାଯିବ । ସରକାରଙ୍କ ଆଦିବାସୀ…
RBI କାର୍ଯ୍ୟାଳୟକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ…
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ମିଳିଲା ଧମକ। ମୁମ୍ବାଇରେ ଥିବା ଆର୍ବିଆଇ କାର୍ଯ୍ୟାଳୟକୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। କେବଳ ସେତିକି ନୁହେଁ ମୁମ୍ବାଇର ପ୍ରାୟ ୧୧ଟି ସ୍ଥାନରେ ବୋମା ରଖାଯାଇଥିବା ନେଇ ଆର୍ବିଆଇକୁ କେହି ଜଣେ ଦୁର୍ବୃତ୍ତ ଧମକ…
କାର୍ଡ ବାଣ୍ଟିବା ପାଇଁ ବାହାରିଲେ ୩୦ଟି ଦଳ…
ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ନିମନ୍ତ୍ରଣ ପତ୍ର ଦେବାକୁ ୩୦ ପ୍ରତିନିଧି ଦଳ ବାହାରିଛନ୍ତି। ରାଜ୍ୟ ଭିତରେ କାର୍ଡ ବାଣ୍ଟିବା ପାଇଁ ୧୩ଟି ଦଳ ଓ ରାଜ୍ୟ ବାହାରକୁ ନିମନ୍ତ୍ରଣ କାର୍ଡ ବାଣ୍ଟିବା ୧୭ଟି…
ସମୁଦ୍ର ଗର୍ଭରୁ ବି ଆକ୍ରମଣକାରୀଙ୍କୁ ଖୋଜି ବାହାର କରିବୁ: ରାଜନାଥ ସିଂହ
ଆକ୍ରମଣକାରୀଙ୍କୁ ଆଉ ମିଳିବନି ରକ୍ଷା। ସମୁଦ୍ରର ଗର୍ଭରେ ଲୁଚି ରହିଥିଲେ ମଧ୍ୟ ଖୋଜି ବାହାର କରାଯିବ।’ ନିକଟରେ ଆରବ ସାଗରରେ ଭାରତ ଆସୁଥିବା ଏକ ବ୍ୟବସାୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏଭଳି କିଛି କହି ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।…
ଆଜି ୧୦ ଡିଗ୍ରୀ ତଳେ ୩ ସହର…
ଭୁବନେଶ୍ବର : କମୁଛି ପାରଦ ଆଉ ବଢୁଛି ଶୀତ । ରାଜ୍ୟରେ ଶୀତର କୋପ ଏବେ ତଳମୁହାଁ ହେବାରେ ଲାଗିଛି। ଆଜି୧୦ ଡିଗ୍ରୀ ତଳେ ରହିଛି ୩ଟି ସହର । ୭ ଡିଗ୍ରୀ ତାପମାତ୍ରା ସହ କୋରାପୁଟ ପାଲଟିଛି ସବୁଠୁ ଥଣ୍ଡା ସହର । ସେହିପରି ଦାରିଙ୍ଗବାଡ଼ି…
ଧାନମଣ୍ଡିରେ ଅବ୍ୟବସ୍ଥା ନେଇ କଂଗ୍ରେସର ଅଭିଯୋଗ…
ଦେବଗଡ,୨୬ା୧୨: ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ନେଇ ଦେବଗଡ ଜିଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ଦେବଗଡ ଜିଲା କଂଗ୍ରେସ କମିଟି ସଭାପତି ସେମ ହେମ୍ରମ ଉପଜିଲାପାଳ ପରକ୍ଷୀତ ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏନେଇ ଜିଲାପାଳଙ୍କ!-->…
ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ରାଜନୀତିକ ବିବାଦ…
ଆସନ୍ତାମାସରେ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବେ। ତେବେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଏହାକୁ ନେଇ…
ତହସିଲଦାରଙ୍କ ବିରୋଧରେ ଆମରଣ ଅନଶନ
ବୋଲଗଡ : ବୋଲଗଡ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ତହସିଲଦାରଙ୍କ ମନମୂଖୀ କାର୍ଯ୍ୟକଳାପ ବିରୋଧ କରି ଆମରଣ ଅନଶନରେ ବସିଛନ୍ତି ବୋଲଗଡର ନରେନ୍ଦ୍ର କୁମାର ସାହୁ। ନରେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ପୂର୍ବପୁରୁଷ ଯାଗାରେ ସେ ଘର କରି ରହି ଆସୁଥିବା ବେଳେ…
ପାକିସ୍ତାନରେ ସାଧାରଣ ନିର୍ବାଚନ ଲଢ଼ିବେ ହିନ୍ଦୁ ମହିଳା…
ପାକିସ୍ତାନର ନିର୍ବାଚନ ଇତିହାସରେ ଯାହା କେବେ ଘଟି ନଥିଲା, ସେକଥା ଏବେ ଘଟିବାକୁ ଯାଉଛି। ପାକିସ୍ତାନର ସାଧାରଣ ନିର୍ବାଚନରେ ପ୍ରଥମଥର ପାଇଁ ଜଣେ ହିନ୍ଦୁ ମହିଳା ଭାଗ ନେଇଛନ୍ତି। ଖାୟବର ପାଖତୁନଖ୍ୱା ବୁନେର ଜିଲ୍ଲାର ଜଣେ ହିନ୍ଦୁ ମହିଳା ନିର୍ବାଚନ ଲଢ଼ିବାକୁ ନାମାଙ୍କନ…
ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ; ସଂଖ୍ୟା ୩କୁ ବୃଦ୍ଧି…
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଗତ ୭ ଦିନ ମଧ୍ୟରେ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୨୮ ନୂଆ କୋଭିଡ୍-୧୯ ସଂକ୍ରମଣ…