Sign in
Sign in
Recover your password.
A password will be e-mailed to you.
ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ…
ଭାରତୀୟ କୁସ୍ତି ମହାସଂଘର ସଭାପତି ଚୟନକୁ ନେଇ ଏବେବି ବିବାଦ ଜାରି ରହିଛି। ଏହାରି ଭିତରେ ଏବେ କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ବୁଧବାର ସକାଳେ ହରିୟାଣାର ଝାଜର ଜିଲ୍ଲା ଅନ୍ତର୍ଗତ ଛାରା ଗ୍ରାମରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚି…
ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗରେ CMC ବୈଠକରେ ହୋହଲ୍ଲା…
କଟକ : କଟକ ମହାନଗର ନିଗମ ବୈଠକରେ ହୋହଲ୍ଲା । କମ୍ପିଲା ସିଏମସି ସମ୍ମିଳନୀ କକ୍ଷ। କଟକ ମହାନଗର ନିଗମର ୨୦ତମ ସାଧାରଣ ପରିଷଦ ବୈଠକ ଆରମ୍ଭରୁ ହୋ ହାଲ୍ଲା ଓ ପାଟିତୁଣ୍ଡ । ଶାସକ ଓ ବିରୋଧୀ ଦଳ କର୍ପୋରେଟର ମୁହାଁମୁହିଁ। ବୈଠକ ଅଧାରୁ ବାତିଲ କରି ଉଠି ଚାଲି ଗଲେ ମେୟର, ଡେପୁଟୀ ମେୟର ଓ…
ରାମ ମନ୍ଦିରକୁ ପରିବା ବିକାଳୀ ଦେଲେ ବିଶ୍ୱ ଘଣ୍ଟା…
ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ଆସନ୍ତାମାସରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ସଜେଇ ହେଉଛି ଅଯୋଧ୍ୟା। ଚଳଚଞ୍ଚଳ ହେଲାଣି ସମଗ୍ର ଅଯୋଧ୍ୟା ନଗରୀ।
ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସମଗ୍ର ରାଜ୍ୟବାସୀ…
ମା ବିରଜା ଓ ବରାହଙ୍କୁ ନିମନ୍ତ୍ରଣ…
ଯାଜପୁର: ଆସନ୍ତା ୧୭ ତାରିଖ ଦିନ ପୁରୀ ଶ୍ରୀମନ୍ଦିର ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହେବାକୁ ଥିବା ବେଳେ ଦେଶର ବିଭିନ୍ନ ମନ୍ଦିର ମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଉଛି । ଆଜି ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ପରିସରରେ…
ଆଖଣ୍ଡଳମଣି ପୀଠରେ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ…
ଭଦ୍ରକ : ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ହେଲିକପ୍ଟର ଯୋଗେ ଆରଡ଼ିରେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଛି । ମନ୍ଦିର ନିକଟରେ ସେବାୟତ ମାନେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇଥିଲେ । ପରେ 5ଟି…
ଖୋଲିଲା ଶିମିଳିପାଳ ଅଭୟାରଣ୍ୟ…
ମୟୂରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ମାସେ ପରେ ଆଜି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ବିଭିନ୍ନ ସମସ୍ୟାକୁ ନେଇ ଦୀର୍ଘ ଏକ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଜିଲ୍ଲା ପ୍ରଶାସନ ଏବଂ ବନବିଭାଗର ପ୍ରତିଶୃତି ପରେ…
ଘନ କୁହୁଡ଼ି ପାଇଁ ୧୭ରୁ ଅଧିକ ସ୍ଥାନରେ ୟେଲୋ ଆଲର୍ଟ ଜାରି…
ଭୁବନେଶ୍ୱର : କମୁଛି ଶୀତ, ବଢୁଛି କୁହୁଡ଼ି । ଉପାନ୍ତରୁ ଉପକୂଳ ସବୁଠି ଘନ କୁହୁଡ଼ିର ଆସ୍ତରଣ । ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଲୋକମାନେ ଗାଡ଼ି ଲାଇଟ ଜଳାଇ ଯିବାଆସିବା କରୁଛନ୍ତି । ଘନ କୁହୁଡି ସମୟରେ ଭିଜିବିଲିଟି ୫୦ ମିଟରରୁ କମ ରହୁଛି । ଘନ କୁହୁଡ଼ି…
ରେଳବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣ ଧାରଣା
ଫୁଲବାଣୀ : ବୁଧବାର ଜିଲାପାଳ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି, ଫୁଲବାଣୀ କନ୍ଧମାଳକୁ ରେଳ ପଥ ସଂଯୋଗ ପାଇଁ ଏକ ଦିନିକିଆ ଗଣ ଧାରଣା ଅନୁଷ୍ଠିତ ହୋଇଥିଲା l କମିଟୀ ର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେ ଆବାହକ ତଥା ସମାଜ ସେବୀ ଅଶୋକ!-->…
କଲିକତାରୁ ଆସିଥିବା ଟୁରିଷ୍ଟ ବସ ଦୁର୍ଘଟଣା ଗ୍ରସ୍ତ। ୨ ଗୁରୁତର ୩୩ ଆହତ
ଦାରିଙ୍ଗବାଡ଼ି, ୨୭/୧୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ମହାଗୁଡି ଗ୍ରାମ ନିକଟ ଅଡାଧାର ପୋଲ ରେ ଆଜି ସକାଳ ପ୍ରାୟ ୯ରୁ୧୦ ଘଣ୍ଟା ସମୟରେ ଭାରସାମ୍ୟ ହରାଇ ଟୁରିଷ୍ଟ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ଖବର ପାଇ ମହାଗୁଡି!-->!-->!-->!-->!-->…
ଅଚିହ୍ନା ମୃତ ଦେହ ଉଦ୍ଧାର କଲା ଦାରିଙ୍ଗବାଡି ପୋଲିସ
ଦାରିଙ୍ଗବାଡି, ୨୭/୧୨, କନ୍ଧମାଳ ଜିଲା ଦାରିଙ୍ଗବାଡି ଶିବ ମନ୍ଦିର ଛକ ଠାରେ ଗତ କାଲି ଦାରିଙ୍ଗବାଡି ପୋଲିସ ଜଣେ ଅଚିହ୍ନା ଲୋକର ମୃତ ଦେହ ଉଦ୍ଧାର କରିଛି। ଉକ୍ତ ଲୋକଟି ରାସ୍ତା କଡ଼ରେ ପଡ଼ି ରହିଥିବା ବେଳେ ଦେଖିବାକୁ ଭିଡ ଲାଗିଥିଲା। ଏହା ଖବର ପାଇ ଦାରିଙ୍ଗବାଡି ଥାନା ଅଧିକାରୀ!-->!-->!-->…